ଅଙ୍ଗଦାନ କରିଥିବା ସୁରଜଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁରତରେ ମୃତ୍ୟୁ ପରେ ଅଙ୍ଗଦାନ କରିଥିବା ସୁରଜ ବେହେରାଙ୍କ ପରିବାର ଲୋକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଲୋକସେବା ଭବନରେ ସୁରଜଙ୍କ ଆତ୍ମୀୟଙ୍କ ସହ ଆଲୋଚନା ବେଳେ ସେମାନଙ୍କ ପରିବାର ଲୋକଙ୍କ ମହନୀୟତା ପାଇଁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁରଜଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ପୁରସ୍କାର ଦେବା ପାଇଁ ଘୋଷଣା କରିଛନ୍ତି। ଏଥିସହ ସୁରଜଙ୍କ ପରିବାରକୁ ବିଜୁ ପକ୍କା ଘର ଯୋଜନାରେ […]

cm-naveen

cm-naveen

Manoranjan Sial
  • Published: Monday, 11 November 2019
  • Updated: 11 November 2019, 09:32 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁରତରେ ମୃତ୍ୟୁ ପରେ ଅଙ୍ଗଦାନ କରିଥିବା ସୁରଜ ବେହେରାଙ୍କ ପରିବାର ଲୋକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଲୋକସେବା ଭବନରେ ସୁରଜଙ୍କ ଆତ୍ମୀୟଙ୍କ ସହ ଆଲୋଚନା ବେଳେ ସେମାନଙ୍କ ପରିବାର ଲୋକଙ୍କ ମହନୀୟତା ପାଇଁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁରଜଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ପୁରସ୍କାର ଦେବା ପାଇଁ ଘୋଷଣା କରିଛନ୍ତି। ଏଥିସହ ସୁରଜଙ୍କ ପରିବାରକୁ ବିଜୁ ପକ୍କା ଘର ଯୋଜନାରେ ଏକ ଘର ଯୋଗାଇ ଦିଆଯିବ। ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଲାଗି ସୁରଜଙ୍କ ନାଁରେ ଏକ ବାର୍ଷିକ ପୁରସ୍କାର ବ୍ୟବସ୍ଥା ଆରମ୍ଭ ନେଇ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସୁରଜଙ୍କ ଅଙ୍ଗଦାନ ନେଇ ପ୍ରଥମେ ଓଡ଼ିଶା ରିପୋର୍ଟରରେ ଖବର ପ୍ରକାଶ ପାଇଥିଲା। ପରେ ଚର୍ଚ୍ଚାକୁ ଆସିଥିଲା ସୁରଜଙ୍କ ପରିବାରର ମହନୀୟତା। ଗତ ଅକ୍ଟୋବର ୨୯ ତାରିଖରେ ସୁରତରେ ରହୁଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲାଲସିଙ୍ଗି ଗାଁର ସୁରଜ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ  ଗତ ୨ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ପରିବାର ଲୋକ ସୁରଜଙ୍କ ଶବ ଶତ୍କାର ପୂର୍ବରୁ ତାଙ୍କ କିଡିନୀ, ଲିଭର, ହାର୍ଟ ଓ ଆଖି ଭଳି ୬ଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରତ୍ୟଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ସୁରଜଙ୍କ ପରିବାରର ଏହି ମହନୀୟ କାର୍ଯ୍ୟ ପାଇଁ ୫ ଜଣ ନୂଆ ଜୀବନ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story