ବାବା ସାରଥୀ ବିବାଦ: କେନ୍ଦ୍ରାପଡା ତିନିମୁହାଣି ଛକରେ ପୋଲିସ-ଜନତା ମୁହାଁମୁହିଁ, ବାରିମୂଳରେ ୧୪୪ ଧାରା ଜାରି

କେନ୍ଦ୍ରାପଡା: ବାବା ସାରଥୀ ବିବାଦକୁ ନେଇ କେନ୍ଦ୍ରାପଡା ଜିଲ୍ଲାରେ ଉତ୍ତେଜନା ବ୍ୟାପିବାରେ ଲାଗିଛି । ଶୁକ୍ରବାର ତିନିମୁହାଣି ଛକରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଥିବା ବେଳେ ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବିକ୍ଷୋଭକାରୀଙ୍କ ଉପରକୁ ଲାଠିଚାଳନା କରିବା ସହ ଟିଅର ଗ୍ୟାସ ପ୍ରୟୋଗ କରିଛି । ଏପଟେ ଜିଲ୍ଲାରେ ବଢି ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବାରମୂଳରୁ ଗୁଲନଗର, ଦୁହୁରିଆ, ଗରାପୁର ଯାଏଁ ୧୪୪ ଧାରା […]

baba

baba

Rakesh Mallick
  • Published: Friday, 07 August 2015
  • Updated: 07 August 2015, 06:48 AM IST

Sports

Latest News

କେନ୍ଦ୍ରାପଡା: ବାବା ସାରଥୀ ବିବାଦକୁ ନେଇ କେନ୍ଦ୍ରାପଡା ଜିଲ୍ଲାରେ ଉତ୍ତେଜନା ବ୍ୟାପିବାରେ ଲାଗିଛି । ଶୁକ୍ରବାର ତିନିମୁହାଣି ଛକରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଥିବା ବେଳେ ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବିକ୍ଷୋଭକାରୀଙ୍କ ଉପରକୁ ଲାଠିଚାଳନା କରିବା ସହ ଟିଅର ଗ୍ୟାସ ପ୍ରୟୋଗ କରିଛି । ଏପଟେ ଜିଲ୍ଲାରେ ବଢି ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବାରମୂଳରୁ ଗୁଲନଗର, ଦୁହୁରିଆ, ଗରାପୁର ଯାଏଁ ୧୪୪ ଧାରା ଜାରି କରାଯାଇଛି । ଏହାସହ କେନ୍ଦ୍ରାପଡା ସହର ସହ ବିଭିନ୍ନ ସ୍ଥାନରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି । ବିନା ସୂଚନାରେ ରାସ୍ତାରୋକ କରାଯାଇଥିବାରୁ କେନ୍ଦ୍ରାପଡା ଜିଲ୍ଲା ବିଜେପି ଉପସଭାପତିଙ୍କୁ ଗିରଫ କରାଯାଇଥିବା ଏସପି ସତୀଶ ଗଜଭିଏ କହିଛନ୍ତି ।baba1

ସୂଚନାଯୋଗ୍ୟ, ଗତକାଲି ଉତ୍ତ୍ୟକ୍ତ ଲୋକେ ବାରିମୂଳ ବାବାଙ୍କ ଆଶ୍ରମରେ ପଶିବାକୁ ଉଦ୍ୟମ କରିଥିଲେ । ସେଠାରେ ମୁତୟନ ହୋଇଥିବା ପୋଲିସ କର୍ମଚାରୀମାନେ ଏଥିରେ ବାଧା ଦେବାରୁ ସଂଘର୍ଷ ଘଟିଥିଲା । ଫଳରେ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା । ଏହି ଘଟଣାରେ ୪ରୁ ୫ଜଣ ଆହତ ହୋଇଥିଲେ । ଏହି ଘଟଣାରେ ପୋଲିସ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story