ବଡ଼ଦିନ ପାଳନ ପାଇଁ ପୁରଠାରୁ ପଲ୍ଲୀ ଚଳଚଞ୍ଚଳ

କଟକ: ରାତି ପାହିଲେ ବଡ଼ଦିନ। ପ୍ରଭୂ ଯୀଶୁଙ୍କ ଜନ୍ମଦିନ ପାଳନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚଗୁଡିକୁ ସୁସଜ୍ଜିତ କରାଯାଇଛି। ବଡଦିନ ପାଳନ ପାଇଁ ରାଜ୍ୟର ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ, ଉଦ୍ଦୀପନା। କ୍ରୀସମାସ ଟ୍ରି, କାର୍ଡ, ସାନ୍ତାକ୍ଲଜ ଆଉ ଉପହାର କିଣାରେ ସମସ୍ତେ ବ୍ୟସ୍ତ। ଆଜି ମଧ୍ୟରାତ୍ରିରେ ପ୍ରଭୂ ଯୀଶୁ ଧରାବତରଣ କରିବେ। ବଡ଼ଦିନ ଶୃଙ୍ଖଳାର ସହ ପାଳନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବଡ଼ଦିନକୁ ନେଇ […]

xmash

xmash

Rakesh Mallick
  • Published: Thursday, 24 December 2015
  • Updated: 24 December 2015, 10:20 AM IST

Sports

Latest News

xmashକଟକ: ରାତି ପାହିଲେ ବଡ଼ଦିନ। ପ୍ରଭୂ ଯୀଶୁଙ୍କ ଜନ୍ମଦିନ ପାଳନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚଗୁଡିକୁ ସୁସଜ୍ଜିତ କରାଯାଇଛି। ବଡଦିନ ପାଳନ ପାଇଁ ରାଜ୍ୟର ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ, ଉଦ୍ଦୀପନା। କ୍ରୀସମାସ ଟ୍ରି, କାର୍ଡ, ସାନ୍ତାକ୍ଲଜ ଆଉ ଉପହାର କିଣାରେ ସମସ୍ତେ ବ୍ୟସ୍ତ। ଆଜି ମଧ୍ୟରାତ୍ରିରେ ପ୍ରଭୂ ଯୀଶୁ ଧରାବତରଣ କରିବେ। ବଡ଼ଦିନ ଶୃଙ୍ଖଳାର ସହ ପାଳନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।xmash1

ବଡ଼ଦିନକୁ ନେଇ ଭାଇଚାରର ସହର କଟକରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି। ଭାଇଚାରା, ଶାନ୍ତି, ପ୍ରେମର ଏହି ପର୍ବକୁ ପାଳନ ପାଇଁ ସମସ୍ତେ ପ୍ରସ୍ତୁତିରେ ବ୍ୟସ୍ତ। ରଙ୍ଗବେରଙ୍ଗର ଆଲୋକ ସହ ଖ୍ରୀଷ୍ଟମାସ ଟ୍ରି ଓ ସାଣ୍ଟାକ୍ଲଜରେ ବିଭିନ୍ନ ଚର୍ଚ୍ଚ ଓ ଘର ସଜା ଯାଇଛି। ଏହାସହ ଖ୍ରୀଷ୍ଟମାସ ପାଇଁ ଘରେ ଘରେ ବିଭିନ୍ନ ପ୍ରକାରର କେକ୍ ମଧ୍ୟ ପ୍ରସ୍ତୁତ କରାଯାଉଛି। ଆଜି ବିଳମ୍ୱିତ ରାତିରେ ଚର୍ଚ୍ଚରେ ବିଭିନ୍ନ ଭାଷାରେ ସମୂହ କ୍ୟାରୋଲ ପରେ ମହାଦିବ୍ୟ ଯଜ୍ଞ କରାଯିବ।

ଫୁଲବାଣୀ ସ୍ଥିତ ବାପିଟଷ୍ଟ ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ଜନ୍ମୋତ୍ସବ ପୂର୍ବରୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ମଣ୍ଡଳ ସ୍ତରୀୟ କ୍ୟାରୋଲ ସହ କ୍ୟାଣ୍ଡେଲ ଜାଳିଥିଲେ। ଚର୍ଚ୍ଚର ଫାଦର ଓ ଖ୍ରୀଷ୍ଟିୟ ଉଦଯୋଗୀ ସମିତିର ସଦସ୍ୟମାନେ ପ୍ରଭୁ ଯୀଶୁଙ୍କ ନୀତିବାଣୀ ପରିବେଷଣ କରିଥିଲେ। ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।xmash2

ସେହିପରି ଜି. ଉଦୟଗିରିରେ ମଧ୍ୟ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସହରରେ ଥିବା ବିଭିନ୍ନ ଚର୍ଚ୍ଚକୁ ରଙ୍ଗବେରଙ୍ଗର ଆଲୋକରେ ସଜା ଯାଇଛି। ମଧ୍ୟରାତ୍ରରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ସମୂହ ପ୍ରାର୍ଥନ କରିବା ପରେ ଯଜ୍ଞ କରାଯିବ। ସୁରକ୍ଷା ଦୃଷ୍ଟିରୁ ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story