ବଡସିଂହାର ବେଶରେ ବାବା ଧବଳେଶ୍ୱର, ଲାଗି ହେଲା ଗଜ ଭୋଗ

ଆଠଗଡ଼(ନୀଳକଣ୍ଠ ଦୋରା): ବହୁ ପ୍ରତିକ୍ଷାର ଅନ୍ତ ପରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ପ୍ରସିଦ୍ଧ ଗଜ ଭୋଗ ।  ଏଥିନିମନ୍ତେ ଗତକାଲି ରାତି ଗୋଟାଏରୁ ନୀତିକାନ୍ତି ଆରମ୍ଭ ହୋଇଥିଲା।  ମଙ୍ଗଳାଆଳତୀ ପରେ ମହାନଦୀରୁ ୧୦୮ ସୁବାଷିତ ଜଳରେ ପ୍ରଭୁଙ୍କ ସ୍ନାନ କରା ଯାଇଥିଲା। ଏହାପରେ ଖେଚୁଡି ଭୋଗ , ଘର୍ଷଣ ଲାଗି କରାଗଲା। ଏହାପରେ ପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା । ପରେ ବଡସିଂହାର ବେଶରେ ସୁସଜ୍ଜିତ କରାଯାଇ ମହାଦେବଙ୍କ ନିକଟରେ ବିଶ୍ୱ ପ୍ରସିଦ୍ଧ ଗଜଭୋଗ ଲାଗି କରା […]

bhog

bhog

Niharika Rout
  • Published: Thursday, 18 November 2021
  • Updated: 18 November 2021, 11:24 AM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): ବହୁ ପ୍ରତିକ୍ଷାର ଅନ୍ତ ପରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ପ୍ରସିଦ୍ଧ ଗଜ ଭୋଗ ।  ଏଥିନିମନ୍ତେ ଗତକାଲି ରାତି ଗୋଟାଏରୁ ନୀତିକାନ୍ତି ଆରମ୍ଭ ହୋଇଥିଲା।  ମଙ୍ଗଳାଆଳତୀ ପରେ ମହାନଦୀରୁ ୧୦୮ ସୁବାଷିତ ଜଳରେ ପ୍ରଭୁଙ୍କ ସ୍ନାନ କରା ଯାଇଥିଲା। ଏହାପରେ ଖେଚୁଡି ଭୋଗ , ଘର୍ଷଣ ଲାଗି କରାଗଲା। ଏହାପରେ ପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା । ପରେ ବଡସିଂହାର ବେଶରେ ସୁସଜ୍ଜିତ କରାଯାଇ ମହାଦେବଙ୍କ ନିକଟରେ ବିଶ୍ୱ ପ୍ରସିଦ୍ଧ ଗଜଭୋଗ ଲାଗି କରା ଯାଇଥିଲା ।

ଚାଉଳ,ମୁଗ, ଗୁଡ, ନଡିଆ ସହ ବିଭିନ୍ନ ଦ୍ରବ୍ୟର ମିଶ୍ରଣରେ ଏହି ଗଜଭୋଗ ପ୍ରସ୍ତୁତି କରାଯାଇଥାଏ । ପ୍ରଭୁଙ୍କ ରୋଷଘରେ ବ୍ରାହ୍ମଣମାନେ ଶୁଦ୍ଧପୁତ ଭାବେ ଏହାକୁ ପ୍ରସ୍ତୁତ କରିଥାନ୍ତି। ହେଲେ ମହାମାରୀ କରୋନା କଟକଣା କାରଣରୁ ଏଥର ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲାଗିଛି । ଫଳରେ ଭକ୍ତଶୂନ୍ୟ ଧବଳେଶ୍ୱର ପୀଠରେ ପ୍ରଭୁଙ୍କ ନିକଟରେ ଲାଗି ହୋଇଛି ଗଜଭୋଗ ।

[caption id="attachment_692588" align="aligncenter" width="650"]bhog ବାପାଙ୍କ ନିକଟରେ ପ୍ରସିଦ୍ଧ ଗଜଭୋଗ ଲାଗି ହେଉଛି।[/caption]

ଏନେଇ ଆଠଗଡ଼ ଉପଜିଲ୍ଲାପାଳ କହିଛନ୍ତି, ସମସ୍ତ ନୀତିକାନ୍ତି ସୁରଖୁରରେ ସମ୍ପନ୍ନ ହୋଇଛି। ଭକ୍ତଶୂନ୍ୟ ଭାବେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ କରାଯାଇଛି। ଆସନ୍ତା ବର୍ଷ ଯେପରି ମହାମାରୀ ଦୂରେଇ ଯିବ ସେଥିନିମନ୍ତେ ସମସ୍ତେ ପ୍ରାର୍ଥନା କରିବା ଉଚିତ ।

ପଞ୍ଚୁକକୁ ଭକ୍ତଶୂନ୍ୟ କରିବାକୁ ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ କରାଯାଇଛି। ଏଥିନିମନ୍ତେ ୨ ପ୍ଲାଟୁନ ଫୋର୍ସ ୨ ଆଇଆଇସି, ଏସ୍‌ଡିପିଓ, ୬ ଅଫିସର ଉପସ୍ଥିତ ଅଛନ୍ତି।

https://youtu.be/QBzTiaLkVAI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story