ବଢୁଛି ସୁବର୍ଣ୍ଣରେଖାର ଜଳସ୍ତର

ବାଲେଶ୍ୱର/ଭୁବନେଶ୍ୱର: ଲଘୁଚାପ ବର୍ଷାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜ୍‌ରୁ ବନ୍ୟାଜଳ ନିଷ୍କାସନ କରାଯାଇଥିବାରୁ ଜଳସ୍ତର ବୃଦ୍ଧି ପାଇଛି। ଏଥିଯୋଗୁଁ ତଳମୁଣ୍ଡରେ ବନ୍ୟା ଆଶଙ୍କା ଦେଖାଦେଇଛି। ବିଶେଷକରି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ୍‌ ଓ ବାଲେଶ୍ୱରର ଜିଲ୍ଲାର ବସ୍ତା, ବାଲିଆପାଳ ଓ ଭୋଗରାଇ ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇପାରେ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି। ଅତିରିକ୍ତ ରିଲିଫ୍ କମିଶନର ପ୍ରଭାତ ମହାପାତ୍ର କହିଛନ୍ତି,“ଦୁଇ ଦିନ  ଧରି ବର୍ଷା ଯୋଗୁଁ ସୁବର୍ଣ୍ଣରେଖାରେ […]

baleswar

baleswar

Rakesh Mallick
  • Published: Thursday, 18 August 2016
  • Updated: 18 August 2016, 11:07 PM IST

Sports

Latest News

floodବାଲେଶ୍ୱର/ଭୁବନେଶ୍ୱର: ଲଘୁଚାପ ବର୍ଷାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜ୍‌ରୁ ବନ୍ୟାଜଳ ନିଷ୍କାସନ କରାଯାଇଥିବାରୁ ଜଳସ୍ତର ବୃଦ୍ଧି ପାଇଛି। ଏଥିଯୋଗୁଁ ତଳମୁଣ୍ଡରେ ବନ୍ୟା ଆଶଙ୍କା ଦେଖାଦେଇଛି। ବିଶେଷକରି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ୍‌ ଓ ବାଲେଶ୍ୱରର ଜିଲ୍ଲାର ବସ୍ତା, ବାଲିଆପାଳ ଓ ଭୋଗରାଇ ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇପାରେ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି।

ଅତିରିକ୍ତ ରିଲିଫ୍ କମିଶନର ପ୍ରଭାତ ମହାପାତ୍ର କହିଛନ୍ତି,“ଦୁଇ ଦିନ  ଧରି ବର୍ଷା ଯୋଗୁଁ ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ଦେଖାଦେଇଛି। ଝାଡ଼ଖଣ୍ଡରୁ ୩ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ଛଡ଼ାଯାଇଛି। ମୟୂରଭଞ୍ଜର ଗୋଟିଏ ଓ ବାଲେଶ୍ୱରର ୪ଟି ବ୍ଲକ୍‌ ଏହାଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ସେଥିପାଇଁ ଦୁଇ ଜିଲ୍ଲାରେ ପ୍ରଶାସନ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସଂଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା କରିବାକୁ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଛନ୍ତି। ଅଧିକ କିଛି ଆବଶ୍ୟକ ଥିଲେ ତୁରନ୍ତ ଜଣାଇବା ପାଇଁ  ୨ ଜିଲ୍ଲାର ଜିଲ୍ଲାପାଳଙ୍କୁ କୁହାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story