ବଢୁଛି ୫ ନଦୀର ଜଳପତ୍ତନ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଟିକେ କମିଥିଲେ ମଧ୍ୟ ଉପରମୁଣ୍ଡରେ ଜାରି ରହିଛି ପ୍ରବଳ ବର୍ଷା। ଏହାର ପ୍ରଭାବରେ ଫୁଲୁଛି ରାଜ୍ୟରେ ପ୍ରଭାବିତ ହେଉଥିବା ୫ ପ୍ରମୁଖ ନଦୀ। ମହାନଦୀ, ବ୍ରାହ୍ମଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା ଓ ଶାଖା ନଦୀ ଜଳକାର ଜଳପତ୍ତନ ବଢିବାରେ ଲାଗିଛି। ଏସଆରସି ପକ୍ଷରୁ ସୋମାବାର ପ୍ରକାଶିତ ପ୍ରେସ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ସନ୍ଧ୍ୟା ୬ଟା ସୁଦ୍ଧ ନରାଜଠାରେ ମହାନଦୀର ଜଳସ୍ତର ୨୨.୭୮ ଫୁଟ ରହିଛି। ଏଠାରେ ସର୍ତକ ସୂଚନା ୨୫.୪୧ ଫୁଟ […]

bhdrak

bhdrak

Rakesh Mallick
  • Published: Monday, 03 August 2015
  • Updated: 03 August 2015, 03:41 PM IST

Sports

Latest News

jajଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଟିକେ କମିଥିଲେ ମଧ୍ୟ ଉପରମୁଣ୍ଡରେ ଜାରି ରହିଛି ପ୍ରବଳ ବର୍ଷା। ଏହାର ପ୍ରଭାବରେ ଫୁଲୁଛି ରାଜ୍ୟରେ ପ୍ରଭାବିତ ହେଉଥିବା ୫ ପ୍ରମୁଖ ନଦୀ। ମହାନଦୀ, ବ୍ରାହ୍ମଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା ଓ ଶାଖା ନଦୀ ଜଳକାର ଜଳପତ୍ତନ ବଢିବାରେ ଲାଗିଛି। ଏସଆରସି ପକ୍ଷରୁ ସୋମାବାର ପ୍ରକାଶିତ ପ୍ରେସ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ସନ୍ଧ୍ୟା ୬ଟା ସୁଦ୍ଧ ନରାଜଠାରେ ମହାନଦୀର ଜଳସ୍ତର ୨୨.୭୮ ଫୁଟ ରହିଛି। ଏଠାରେ ସର୍ତକ ସୂଚନା ୨୫.୪୧ ଫୁଟ ଥିବାବେଳେ ବିପଦ ସଙ୍କେତ ସ୍ତର ୨୬.୪୧କୁ ଛୁଇଁବାକୁ ଯାଉଛି। ସେହିପରି ଜେନାପୁରଠାରେ ବ୍ରାହ୍ମଣୀର ଜଳସ୍ତର ୨୦.୨୦ଫୁଟ ରହିଛି। ଏଠାରେ ନଦୀର ବିପଦ ସଙ୍କେତ ୨୩.୦୦ ଫୁଟ ଓ ସର୍ତକ ସୂଚନା ପଏଣ୍ଟ ୨୨.୦୦ ଫୁଟ ରହିଛି। ଗୋବିନ୍ଦପୁର ୫ ନମ୍ବର ଜାତୀୟ ରାଜପଥ ନିକଟରେ ବୁଢାବଳଙ୍ଗର ଜଳସ୍ତର ୩.୮୪ ଫୁଟ ରହିଥିବାବେଳେ ବିପଦ ସଙ୍କେତ ୮.୧୩ ଓ  ଜଳସ୍ତର ସର୍ତକ ସୂଚନାର ୭.୨୧ଫୁଟ ତଳେ ରହିଛି । ଝାମସୋଲାଘାଟ ନିକଟରେ ସୁବର୍ଣ୍ଣରେଖାର ଜଳସ୍ତର ୪୭.୫୦ ଫୁଟ ରହିଥିବାବେଳେ ବିପଦ ସଙ୍କେତ ୪୯.୧୫ ଫୁଟ ତଳେ ରହିଛି। ଅନ୍ୟପକ୍ଷରେ  ଶାଖାନଦୀ ଜଳକାର ବର୍ତ୍ତମାନର ଜଳସ୍ତର ୪.୮୬ ଫୁଟ ରହିଥିବାବେଳେ ବିପଦ ସଙ୍କେତ ୫.୫୦ ଫୁଟ ତଳେ ରହିଛି।

ଅନ୍ୟପକ୍ଷରେ ହୀରକୁଦ ଡ୍ୟାମରୁ ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ୬୦୮.୭୧ ଫୁଟ ରହିଛି। ସୋମବାର ୬ଟା ସୁଦ୍ଧା ଡ୍ୟାମ ମଧ୍ୟକୁ ୨ ଲକ୍ଷ ୪୭ ହଜାର୧୭୭ କ୍ୟୁସିକ ଜଳ ପ୍ରବେଶ କରୁଥିବାବେଳେ ୧୨ଟି ଗେଟ୍ ଦେଇ ୨ ଲକ୍ଷ ୪ ହଜାର ୫୨୭ କ୍ୟୁସିକ ଜଳ ନିଷ୍କାସିତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story