ବୈପାରିଗୁଡ଼ା: ଆଦିବାସୀ ମାନ୍ୟତା ଦାବିରେ ଦୁରୁଆ ସମାଜର ରାସ୍ତାରୋକ

ବୈପାରିଗୁଡ଼ା: ଆଦିବାସୀ ମାନ୍ୟତା ଦାବି କରି ବୁଧବାର ବୈପାରିଗୁଡ଼ା ଠାରେ କୋରାପୁଟ ଜିଲ୍ଲା ଦୁରୁଆ ସମାଜ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ଫଳରେ ଜୟପୁର-ବୈପାରୀଗୁଡ଼ା-ମାଲକାନଗିରି ରାସ୍ତା ଆଠ ଘଣ୍ଟା ଧରି ବନ୍ଦ ରହିଥିଲା। ଦୁରୁଆ ସଂପ୍ରଦାୟର ହଜାର ହଜାର ଲୋକେ ସେମାନଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବୈପାରୀଗୁଡା ସଦର ମହକୁମାରେ ଶୋଭାଯାତ୍ରା କରିବା ସହିତ ସହିଦ ଲକ୍ଷ୍ମଣ ନାୟକ ଛକରେ ଏକତ୍ର ହୋଇଥିଲେ। ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଦୁରୁଆ ସମାଜର ନେତାମାନେ କହିଥିଲେ ଯେ […]

baipariguda

baipariguda

Rakesh Mallick
  • Published: Wednesday, 24 June 2015
  • Updated: 24 June 2015, 11:51 AM IST

Sports

Latest News

ବୈପାରିଗୁଡ଼ା: ଆଦିବାସୀ ମାନ୍ୟତା ଦାବି କରି ବୁଧବାର ବୈପାରିଗୁଡ଼ା ଠାରେ କୋରାପୁଟ ଜିଲ୍ଲା ଦୁରୁଆ ସମାଜ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ଫଳରେ ଜୟପୁର-ବୈପାରୀଗୁଡ଼ା-ମାଲକାନଗିରି ରାସ୍ତା ଆଠ ଘଣ୍ଟା ଧରି ବନ୍ଦ ରହିଥିଲା।

ଦୁରୁଆ ସଂପ୍ରଦାୟର ହଜାର ହଜାର ଲୋକେ ସେମାନଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବୈପାରୀଗୁଡା ସଦର ମହକୁମାରେ ଶୋଭାଯାତ୍ରା କରିବା ସହିତ ସହିଦ ଲକ୍ଷ୍ମଣ ନାୟକ ଛକରେ ଏକତ୍ର ହୋଇଥିଲେ। ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଦୁରୁଆ ସମାଜର ନେତାମାନେ କହିଥିଲେ ଯେ ଦୀର୍ଘ ଦିନ ଧରି ଦାବି କରାଯିବା ସତ୍ତ୍ୱେ ସରକାର ସେମାନଙ୍କୁ ଆଦିବାସୀ ମାନ୍ୟତା ଦେଉନାହାନ୍ତି। ଫଳରେ ଦୁରୁଆ ସମାଜର ଛାତ୍ରଛାତ୍ରୀ ମାନେ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଷ୍ଟାଇପେଣ୍ଡ୍ ଓ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ହୋଇଆସୁଛନ୍ତି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଜଣାଯାଇଛି। ସେହିପରି ଅତୀତରେ କେନ୍ଦ୍ରର ଉପା ସରକାରଙ୍କ ନିକଟରେ ମଧ୍ୟ ଏହି ଦାବି ଉପସ୍ଥାପନ କରାଯାଇଥିଲା। ଏପରିକି ବର୍ତ୍ତମାନର ଏନଡିଏ ସରକାରଙ୍କୁ ମଧ୍ୟ ଏ ସଂପର୍କରେ କୁହାଯାଇଛି। କିନ୍ତୁ କିଛି ସୁଫଳ ମିଳିନି।

ଏହି ରାସ୍ତରୋକରେ ସାମିଲ ହୋଇଥିବା କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଥିଲେ ଯେ ଦୁରୁଆଙ୍କୁ ଆଦିବାସୀ ମାନ୍ୟତା ଦେବା ପାଇଁ କୌଣସି ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଭୁବନେଶ୍ୱର ଓ ନୂଆଦିଲ୍ଲୀରେ ଜୋରଦାର ଆନ୍ଦୋଳନ କରାଯିବ।

କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝୀ ଓ ଲକ୍ଷ୍ମୀପୁର ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଏହି ରାସ୍ତାରୋକରେ ସାମିଲ ହୋଇଥିଲେ।

କୌଣସି ଅପ୍ରିତିକର ପରିସ୍ଥିତି ଏଡେଇବା ପାଇଁ ବୈପାରୀଗୁଡା ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story