ମାଟିରେ ମିଶିଲା ଟିମନ କୁମ୍ଭାରର ବେଆଇନ ନିର୍ମାଣ ଘର

ବଲାଙ୍ଗିର: ବଲାଙ୍ଗିରର କୁଖ୍ୟାତ ଅପରାଧୀ ଟିମନ କୁମ୍ଭାରର ଲର୍କିପାଲିରେ ଥିବା ସରକାରୀ ଜମିରେ ଉଚ୍ଛେଦ ପ୍ରକ୍ରିୟାକୁ ପୌରସଂସ୍ଥା ପକ୍ଷରୁ ଆଜି ବି ଭଙ୍ଗାକାର୍ଯ୍ୟ ଜାରି ରହିଛି। ଗତକାଲି ଜେସିବି ମେସିନ ଲଗାଇ ଗ୍ୟାରେଜ ସହ ୮ଟି ଘର ଭଙ୍ଗା ଯାଇଥିଲା। ଆଜି ଦ୍ୱିତୀୟ ଦିନରେ ୫ଟି ବଡ଼ କୋଠା ଭଙ୍ଗା ଯିବାକୁ ସ୍ଥିର ହୋଇଥିଲା। ତେବେ ମେସିନ୍ ଅଭାବରୁ ଭଙ୍ଗାକାମ ବିଳମ୍ବରେ ଚାଲିଥିଲା। ମାଜିଷ୍ଟ୍ରେଟ୍ ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ  ଉଚ୍ଛେଦ କାମ କରାଯାଇଥିଲା। କୌଣସି ଅପ୍ରୀତିକର […]

timan

timan

Rakesh Mallick
  • Published: Sunday, 08 May 2016
  • Updated: 09 May 2016, 01:34 AM IST

Sports

Latest News

ବଲାଙ୍ଗିର: ବଲାଙ୍ଗିରର କୁଖ୍ୟାତ ଅପରାଧୀ ଟିମନ କୁମ୍ଭାରର ଲର୍କିପାଲିରେ ଥିବା ସରକାରୀ ଜମିରେ ଉଚ୍ଛେଦ ପ୍ରକ୍ରିୟାକୁ ପୌରସଂସ୍ଥା ପକ୍ଷରୁ ଆଜି ବି ଭଙ୍ଗାକାର୍ଯ୍ୟ ଜାରି ରହିଛି। ଗତକାଲି ଜେସିବି ମେସିନ ଲଗାଇ ଗ୍ୟାରେଜ ସହ ୮ଟି ଘର ଭଙ୍ଗା ଯାଇଥିଲା। ଆଜି ଦ୍ୱିତୀୟ ଦିନରେ ୫ଟି ବଡ଼ କୋଠା ଭଙ୍ଗା ଯିବାକୁ ସ୍ଥିର ହୋଇଥିଲା। ତେବେ ମେସିନ୍ ଅଭାବରୁ ଭଙ୍ଗାକାମ ବିଳମ୍ବରେ ଚାଲିଥିଲା। ମାଜିଷ୍ଟ୍ରେଟ୍ ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ  ଉଚ୍ଛେଦ କାମ କରାଯାଇଥିଲା। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ୬ ପ୍ଲାଟୁନ ପୋଲିସ୍ ମୁତୟନ କରାଯାଇଥିଲା। ଲର୍କିପାଲିକୁ ବାଦଦେଇ ଅନ୍ୟ କିଛି ସ୍ଥାନରେ ଟିମନର ବେଆଇନ ଘର ଥିବା ଜଣାପଡିଛି।

ଏପ୍ରିଲ ୨୪ ତାରିଖରେ ଟିମନକୁ ଗିରଫ କରିଥିଲା ପୋଲିସ୍। ବର୍ତ୍ତମାନ ଯାଏଁ ଟିମନ ନାଁରେ ୧୦ଟି ମାମଲା ରୁଜୁ ହୋଇଛି।

ଟିମନ ମା’ କହିଛନ୍ତି,“ଯେପରି ଆମର ଘର ଭଙ୍ଗାଗଲା ସେହିପରି ଅନ୍ୟ ସମସ୍ତଙ୍କର ସରକାରୀ ଜମିରେ  ନିର୍ମାଣ କରିଥିବା ଘରକୁ ଭଙ୍ଗାଯାଉ। ମୋ ପିଲା ଦୋଷ କରିଥିବାରୁ ତାକୁ ଦଣ୍ଡ ମିଳିଲା। ସରକାର ମୋ ଘର କାହିଁକି ଭାଙ୍ଗୁଛନ୍ତି?”

ଅନ୍ୟପକ୍ଷରେ ପୋଲିସ ଆଜି ଟିମନ୍‌ ଲିଙ୍କ ଥିବା ସନ୍ଦେହରେ କନ୍ଧପାଲିପଡାରୁ ଏକ ସ୍କର୍ପିଓକୁ ଜବତ କରିଛି। ଏଥିସହ  ଗାଡିର ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଛି। ଏହି ସ୍କର୍ପିଓଟି କାହାର, ତାହା କେଉଁ କାମରେ ଲାଗୁଥିଲା। ଟିମ୍‌ନ୍‌ ସହ ସ୍କର୍ପିଓର କ’ଣ ଲିଙ୍କ ରହିଛି ତାହାର ଖୋଳତାଡ କରୁଛି ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story