ବଲାଙ୍ଗିରରେ ଗ୍ୟାସ ଟାଙ୍କି ଫାଟି ୩ ଆହତ

ବଲାଙ୍ଗିର: ବଲାଙ୍ଗିର ଟାଉନ ରାଜୀବ ନଗରରେ ଆଜି ଗ୍ୟାସ ଟାଙ୍କି ଫାଟି ୩ଜଣ ଗୁରୁତର ଆହତ ହୋଇଛନ୍ତି।  ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମାନଙ୍କ ମଧ୍ୟରୁ ବୃଦ୍ଧାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ରୋଷେଇ ବେଳେ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ଏହି ଅଘଟଣ ଘଟିଥିଲା।  ଖବର ପାଇ ଅଗ୍ନିଶମ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଘର ଭିତରେ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ଅଗ୍ନିଶମ ଅଧିକାରୀ ଅବନୀ କୁମାର ସ୍ୱାଇଁ […]

bolagir

bolagir

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 09:37 AM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର ଟାଉନ ରାଜୀବ ନଗରରେ ଆଜି ଗ୍ୟାସ ଟାଙ୍କି ଫାଟି ୩ଜଣ ଗୁରୁତର ଆହତ ହୋଇଛନ୍ତି।  ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମାନଙ୍କ ମଧ୍ୟରୁ ବୃଦ୍ଧାଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ରୋଷେଇ ବେଳେ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ଏହି ଅଘଟଣ ଘଟିଥିଲା।  ଖବର ପାଇ ଅଗ୍ନିଶମ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଘର ଭିତରେ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ।

ଅଗ୍ନିଶମ ଅଧିକାରୀ ଅବନୀ କୁମାର ସ୍ୱାଇଁ କହିଛନ୍ତି,“ରାଜୀବ ନଗରରେ ଏକ ଘରେ ଗ୍ୟାସ୍‌ ଲିକ୍‌ ହୋଇ ନିଆଁ ଲାଗିଯାଇଛି ବୋଲି ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲୁ।  ଘରେ ଭିତରେ ଜଣେ ବୃଦ୍ଧ ମହିଳା ଫସି ରହିଥିଲେ। ଘରର ପଛ ବାଟ ଦେଇ ଯାଇ ତାଙ୍କୁ ଉଦ୍ଧାର କରିଥିଲୁ। ଗ୍ୟାସ୍‌ ଲଗାଇବା ସମୟରେ ଗ୍ୟାସ୍‌ ଲିକ୍‌  ହୋଇ ନିଆଁ ଲାଗିଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story