ବଲାଙ୍ଗୀର: ମାଓ ମୁକାବିଲା ରଣନୀତିର ସମୀକ୍ଷା କଲେ ସିଆରପିଏଫ ଡିଜି

ବଲାଙ୍ଗୀର: ସିଆରପିଏଫ୍ ଡିଜି ପ୍ରକାଶ ମିଶ୍ର ବୁଧବାର ସକାଳେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ ମାଓବାଦୀ କାର୍ଯ୍ୟକଳାପର ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ସେ ହରିଶଙ୍କରରେ ଥିବା ସିଆରପିଏଫ୍ କ୍ୟାମ୍ପକୁ ଯାଇଥିଲେ । ସେଠାରେ ସେ ସିଆରପିଏଫ୍ ଯବାନଙ୍କ ସହ ଆଲୋଚନା କରିଥିଲେ । ପରିସ୍ଥିତି ଦୃଷ୍ଟିରୁ ଏଠାରେ ଅଧିକ ସଂଖ୍ୟକ ସିଆରପିଏଫ୍ ମୁତୟନ କରାଯିବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ ମିଶ୍ର ସୂଚନା ଦେଇଛନ୍ତି ।

crpf dg prakas mishra

crpf dg prakas mishra

Rakesh Mallick
  • Published: Wednesday, 05 August 2015
  • Updated: 05 August 2015, 12:42 PM IST

Sports

Latest News

crpf dg prakas mishraବଲାଙ୍ଗୀର: ସିଆରପିଏଫ୍ ଡିଜି ପ୍ରକାଶ ମିଶ୍ର ବୁଧବାର ସକାଳେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ ମାଓବାଦୀ କାର୍ଯ୍ୟକଳାପର ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ସେ ହରିଶଙ୍କରରେ ଥିବା ସିଆରପିଏଫ୍ କ୍ୟାମ୍ପକୁ ଯାଇଥିଲେ । ସେଠାରେ ସେ ସିଆରପିଏଫ୍ ଯବାନଙ୍କ ସହ ଆଲୋଚନା କରିଥିଲେ । ପରିସ୍ଥିତି ଦୃଷ୍ଟିରୁ ଏଠାରେ ଅଧିକ ସଂଖ୍ୟକ ସିଆରପିଏଫ୍ ମୁତୟନ କରାଯିବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ ମିଶ୍ର ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story