ବଲାଙ୍ଗିର-ପାଟଣାଗଡ ରାସ୍ତା ପଥରଚେପା ଜଙ୍ଗଲରୁ ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

ବଲାଙ୍ଗିର: ବଲାଙ୍ଗିର-ପାଟଣାଗଡ ରାସ୍ତା ପଥର ଚେପା ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ଗଳିତ ଶବ ସଦର ପୋଲିସ୍ ଉଦ୍ଧାର କରିଛି । ଶବଟି ଚାରିପାଞ୍ଚ ଦିନ ତଳର ହୋଇଥିବା ଅନୁମାନ କରାଯାଉଛି।  ପଚି ଯାଇଥିବାରୁ ଠିକ୍ ଭାବରେ ଚିହ୍ନି ମଧ୍ୟ ହେଉନାହିଁ। ଶବ ନିକଟରେ ଏକ ସ୍କୁଲବ୍ୟାଗ୍, ଗ୍ୟାସ୍ ଓ ପାଣି ପାଉଚ୍ ପଡିଛି । କିଛି ଲୋକ ଏକା ସାଙ୍ଗରେ ଖିଆପିଆ କରିବା ପରେ ହତ୍ୟା କରିଥିବା ଅନୁମାନ କରାଯାଉଛି। ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି […]

Dead Body Rescue BALANGIR copy

Rakesh Mallick
  • Published: Thursday, 23 July 2015
  • , Updated: 23 July 2015, 12:35 PM IST

ବଲାଙ୍ଗିର: ବଲାଙ୍ଗିର-ପାଟଣାଗଡ ରାସ୍ତା ପଥର ଚେପା ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ଗଳିତ ଶବ ସଦର ପୋଲିସ୍ ଉଦ୍ଧାର କରିଛି । ଶବଟି ଚାରିପାଞ୍ଚ ଦିନ ତଳର ହୋଇଥିବା ଅନୁମାନ କରାଯାଉଛି।  ପଚି ଯାଇଥିବାରୁ ଠିକ୍ ଭାବରେ ଚିହ୍ନି ମଧ୍ୟ ହେଉନାହିଁ। ଶବ ନିକଟରେ ଏକ ସ୍କୁଲବ୍ୟାଗ୍, ଗ୍ୟାସ୍ ଓ ପାଣି ପାଉଚ୍ ପଡିଛି । କିଛି ଲୋକ ଏକା ସାଙ୍ଗରେ ଖିଆପିଆ କରିବା ପରେ ହତ୍ୟା କରିଥିବା ଅନୁମାନ କରାଯାଉଛି। ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story