କଥା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ: ମୟୂରଭଞ୍ଜ ଓ ବାଲେଶ୍ୱରକୁ ଦିଆଯିବ ଅଧିକ ଡାକ୍ତର

ବାଲେଶ୍ୱର/ବାରିପଦା: ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ମିଳିବ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା। ପୂର୍ବ ପରି ଆଉ ରୋଗୀ ଅସୁବିଧାରେ ପଡ଼ିବେ ନାହିଁ। ଖୁବ୍‌ଶୀଘ୍ର ଦୁଇ ଜିଲ୍ଲାରେ ଡାକ୍ତର ନିଯୁକ୍ତି ହେବେ। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିଦର୍ଶନ କରିବା ଅବସରରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜେନା କହିଛନ୍ତି-“ଜିଲ୍ଲାକୁ ୩୫ ଜଣ ନୂଆ ଡାକ୍ତର ପଠାଯିବ। ଆବଶ୍ୟକ ଅନୁଯାୟୀ ସ୍ପେସାଲିଷ୍ଟ ଯୋଗାଇ ଦିଆଯିବ। ଏହାଛଡ଼ା ମେଡିକାଲ କଲେଜକୁ ୫୦ […]

pratap jena

pratap jena

Rakesh Mallick
  • Published: Friday, 11 August 2017
  • Updated: 11 August 2017, 07:12 PM IST

Sports

Latest News

ବାଲେଶ୍ୱର/ବାରିପଦା: ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ମିଳିବ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା। ପୂର୍ବ ପରି ଆଉ ରୋଗୀ ଅସୁବିଧାରେ ପଡ଼ିବେ ନାହିଁ। ଖୁବ୍‌ଶୀଘ୍ର ଦୁଇ ଜିଲ୍ଲାରେ ଡାକ୍ତର ନିଯୁକ୍ତି ହେବେ। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିଦର୍ଶନ କରିବା ଅବସରରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ଜେନା କହିଛନ୍ତି-“ଜିଲ୍ଲାକୁ ୩୫ ଜଣ ନୂଆ ଡାକ୍ତର ପଠାଯିବ। ଆବଶ୍ୟକ ଅନୁଯାୟୀ ସ୍ପେସାଲିଷ୍ଟ ଯୋଗାଇ ଦିଆଯିବ। ଏହାଛଡ଼ା ମେଡିକାଲ କଲେଜକୁ ୫୦ କୋଟି ଟଙ୍କାର ଅନୁଦାନ ମଧ୍ୟ ଦିଆଯିବ। ଜିଲ୍ଲାର ୩୨୯ ଅପହଞ୍ଚ ଗାଁକୁ ମୋଟର ସାଇକେଲ ଆମ୍ବୁଲାନ୍ସ, ଆବଶ୍ୟକ ଅନୁଯାୟୀ ମହପ୍ରଣାୟନ ଗାଡି ଯୋଗାଇ ଦିଆଯିବ। ଗର୍ଭବତୀମାନେ ନିଜ ଖର୍ଚ୍ଚରେ ଡାକ୍ତରଖାନ ଆସିବା ପରେ ୧୦୦୦ ତଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯିବ।”

ମନ୍ତ୍ରୀ ଶ୍ରୀ ଜେନା ପରେ ବାଲେଶ୍ୱର ମେଡ଼ିକାଲ କଲେଜ ପରିଦର୍ଶନ କରିବାକୁ ଆସି ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ନେଇ ଘୋଷଣା କରିଥିଲେ। ଶ୍ରୀ ଜେନା କହିଥିଲେ-“୨୦୧୮ ସେପ୍ଟେମ୍ୱର ସୁଦ୍ଧା ମେଡିକାଲ କଲେଜର ପଦବୀ ପୂରଣ ହେବ। ଜିଲ୍ଲାର ବସ୍ତା ଓ ସୋର ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ୩୦କୁ ବୃଦ୍ଧି କରାଯିବ। ଉଭୟ ଡାକ୍ତରଖାନା ଲାଗି ୮ କୋଟି ଲେଖାଏଁ ଅନୁଦାନ ଘୋଷଣା କରାଯାଇଛି। ଅପହଞ୍ଚ ଅଞ୍ଚଳର ପ୍ରସୂତିଙ୍କୁ ଡାକ୍ତରଖାନାରେ ପହଞ୍ଚିବାକୁ ବାଟଖର୍ଚ୍ଚ ବାବଦକୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି କିଣିବା ଲାଗି ୫୦ କୋଟିର ଅନୁଦାନ ଘୋଷଣା କରାଯାଇଛି। ବାଲେଶ୍ୱରରେ ଏକ ନର୍ସିଂ ସ୍କୁଲ ଖୋଲାଯି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story