ବାଲେଶ୍ୱର: ପଞ୍ଚାୟତ ବିଭାଜନକୁ ନେଇ ଜନମତ ସଂଗ୍ରହ

ବାଲେଶ୍ୱର: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାୟାଁରାମଚନ୍ଦ୍ରପୁର ପଞ୍ଚାୟତ ବିଭାଜନ ନେଇ ଆଜି ସ୍ଥାନୀୟ ଲୋକଙ୍କ ମତ ସଂଗ୍ରହ କରାଯାଇଛି। ପୂର୍ବରୁ ଏହି ପଞ୍ଚାୟତ ବିଭାଜନକୁ ନେଇ ବିବାଦ ଦେଖାଦେଇଥିଲା। ସରକାରୀ ନିୟମ ଅନୁସାରେ ରାୟାଁରାମଚନ୍ଦ୍ରପୁର ପଞ୍ଚାୟତକୁ ବିଭାଜନ କରାଯାଇ କୋଟସାହି ଓ ରାୟାଁରାମଚନ୍ଦ୍ରପୁରରେ ବିଭକ୍ତ କରାଯାଇଥିଲା। ତେବେ ଜମାଲପୁର ଓ ଚଉଘନୀ କେଉଁ ପଞ୍ଚାୟତରେ ରହିବେ ତାକୁ ନେଇ ବିବାଦ ଦେଖାଦେଇଥିଲା। ମାମଲା ଯାଇ ପହଞ୍ଚିଥିଲା ହାଇକୋର୍ଟରେ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆଜି ଜମାଲପୁର ହାଇସ୍କୁଲରେ […]

jalaswre

jalaswre

Rakesh Mallick
  • Published: Friday, 23 September 2016
  • Updated: 23 September 2016, 09:36 PM IST

Sports

Latest News

jalaswreବାଲେଶ୍ୱର: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାୟାଁରାମଚନ୍ଦ୍ରପୁର ପଞ୍ଚାୟତ ବିଭାଜନ ନେଇ ଆଜି ସ୍ଥାନୀୟ ଲୋକଙ୍କ ମତ ସଂଗ୍ରହ କରାଯାଇଛି। ପୂର୍ବରୁ ଏହି ପଞ୍ଚାୟତ ବିଭାଜନକୁ ନେଇ ବିବାଦ ଦେଖାଦେଇଥିଲା।

ସରକାରୀ ନିୟମ ଅନୁସାରେ ରାୟାଁରାମଚନ୍ଦ୍ରପୁର ପଞ୍ଚାୟତକୁ ବିଭାଜନ କରାଯାଇ କୋଟସାହି ଓ ରାୟାଁରାମଚନ୍ଦ୍ରପୁରରେ ବିଭକ୍ତ କରାଯାଇଥିଲା। ତେବେ ଜମାଲପୁର ଓ ଚଉଘନୀ କେଉଁ ପଞ୍ଚାୟତରେ ରହିବେ ତାକୁ ନେଇ ବିବାଦ ଦେଖାଦେଇଥିଲା। ମାମଲା ଯାଇ ପହଞ୍ଚିଥିଲା ହାଇକୋର୍ଟରେ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆଜି ଜମାଲପୁର ହାଇସ୍କୁଲରେ ଭୋଟିଂ ମାଧ୍ୟମରେ ଜନମତ ସଂଗ୍ରହ କରାଯାଇଛି। ସକାଳ ୯ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story