ବାଲେଶ୍ୱର: ବଜ୍ରପାତରେ ୪ ମୃତ, ୨ ଆହତ

balasore degesterବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର, ରେମୁଣା ଓ ଜଳେଶ୍ୱର ଅଞ୍ଚଳରେ ବଜ୍ରପାତରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମଙ୍ଗଳବାର ଅପରାହ୍ନରେ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ବଜ୍ରପାତ ହେବାରୁ ଚାନ୍ଦିପୁର ଥାନା ଗବଗାଁ ପଞ୍ଚାୟତ ଅନ୍ତର୍ଗତ ରସଗଡ଼ା ଗ୍ରାମର ମହେନ୍ଦ୍ର ଦାସ ଓ ତାଙ୍କ ନାତି ଅଜିତ ଦାସଙ୍କ ମୃତ୍ୟୁ ଘଟିଥିଲା।

ବର୍ଷାରେ ରେମୁଣା ଗୋଲେଇ ଗଣେଶ୍ୱରପୁର ଗ୍ରାମର ୩ ଜଣ ପିଲା ଖେଳୁଥିବା ବେଳଳ ହଠାତ୍ ବଜ୍ରପାତ ହେବାରୁ ଜଣେ ପିଲାର ମୃତ୍ୟୁ ଘଟିଥିଲା ଓ ୨ ଜଣ ଆହତ ହୋଇଥିଲେ।

ଜଳେଶ୍ୱର ବ୍ଲକ ନାମ୍ପୋ ଗାଁରେ ବଜ୍ରପାତ ହେବାରୁ ଜଣକର ମୃତ୍ୟୁ ଘଟିଛି। ଝଡ଼ତୋଫାନରେ ନାମ୍ପୋ ୟୁପି ସ୍କୁଲ ସମେତ ୧୦ରୁ ଊର୍ଦ୍ଧ୍ୱ ଘର ଛପର ଉଡି ଯାଇଛି।

ଆହୁରି ପଢ଼ନ୍ତୁ

‘କରୋନା’ ହୋଇନି, ଉଠାଇ ନେଲା କୋଭିଡ୍‌ ଆମ୍ୱୁଲାନ୍ସ

ସୁପ୍ରିମକୋର୍ଟଙ୍କ ରାୟ ପରେ ରଥଯାତ୍ରା ସମ୍ଭବ ହେଲା: ଗଜପତି

ମନ୍ତ୍ରୀମହଲରେ ଟେନସନ୍, ପାୱାର କରିଡରରେ ବଢୁଛି ହାର୍ଟବିଟ୍

୨ବର୍ଷ ଯାଏଁ ଆର୍ଥିକ ଇମର୍ଜେନ୍ସୀ: ନିଯୁକ୍ତି, ଯୋଜନା ଓ ପ୍ରକଳ୍ପ ସବୁ ଠପ୍‌

ବିଏମସିର ନିଷ୍ପତ୍ତି ଅଗଣତାନ୍ତ୍ରିକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ୯ଟି ବିରୋଧୀ ଦଳର ନେତା

ଓଏଏସ ଅଫିସରସ୍ତରରେ ଅଦଳବଦଳ; କାହାକୁ କଣ ମିଳିଲା ପଢ଼ନ୍ତୁ

‘ମୋ ସରକାର’ରେ ସାମିଲ ହେବ କୋଭିଡ୍ ପରିଚାଳନା

ଆଜି ସୁସ୍ଥ ହେଲେ ୨୧୭

୯ରୁ ଗଞ୍ଜାମ ଜିଲ୍ଲାର ସବୁ ସହର ଶଟ୍‌ଡାଉନ୍‌

ଭୁବନେଶ୍ୱରରୁ ୨୯ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୪ ଲୋକାଲ୍‌ କେସ୍‌

କେତେ ଝିଅ ତାଙ୍କୁ ନେଇ ସ୍ୱପ୍ନ ଦେଖୁଥିଲେ , କିନ୍ତୁ ସେ ମୋ ହାତ ଧରିଥିଲେ…

କ୍ୱାରେଣ୍ଟାଇନ୍‌ ଗଲେ ପୋକ୍ସୋ କୋର୍ଟ ବିଚାରପତି, ସରକାରୀ ଓକିଲ