ବାଲେଶ୍ୱର: ବଜ୍ରପାତରେ ୪ ମୃତ, ୨ ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର, ରେମୁଣା ଓ ଜଳେଶ୍ୱର ଅଞ୍ଚଳରେ ବଜ୍ରପାତରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ଅପରାହ୍ନରେ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ବଜ୍ରପାତ ହେବାରୁ ଚାନ୍ଦିପୁର ଥାନା ଗବଗାଁ ପଞ୍ଚାୟତ ଅନ୍ତର୍ଗତ ରସଗଡ଼ା ଗ୍ରାମର ମହେନ୍ଦ୍ର ଦାସ ଓ ତାଙ୍କ ନାତି ଅଜିତ ଦାସଙ୍କ ମୃତ୍ୟୁ ଘଟିଥିଲା। ବର୍ଷାରେ ରେମୁଣା ଗୋଲେଇ ଗଣେଶ୍ୱରପୁର ଗ୍ରାମର ୩ ଜଣ ପିଲା ଖେଳୁଥିବା […]

balasore-death

balasore-death

Rakesh Mallick
  • Published: Tuesday, 09 August 2016
  • Updated: 09 August 2016, 10:06 PM IST

Sports

Latest News

balasore degesterବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର, ରେମୁଣା ଓ ଜଳେଶ୍ୱର ଅଞ୍ଚଳରେ ବଜ୍ରପାତରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମଙ୍ଗଳବାର ଅପରାହ୍ନରେ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ବଜ୍ରପାତ ହେବାରୁ ଚାନ୍ଦିପୁର ଥାନା ଗବଗାଁ ପଞ୍ଚାୟତ ଅନ୍ତର୍ଗତ ରସଗଡ଼ା ଗ୍ରାମର ମହେନ୍ଦ୍ର ଦାସ ଓ ତାଙ୍କ ନାତି ଅଜିତ ଦାସଙ୍କ ମୃତ୍ୟୁ ଘଟିଥିଲା।

ବର୍ଷାରେ ରେମୁଣା ଗୋଲେଇ ଗଣେଶ୍ୱରପୁର ଗ୍ରାମର ୩ ଜଣ ପିଲା ଖେଳୁଥିବା ବେଳଳ ହଠାତ୍ ବଜ୍ରପାତ ହେବାରୁ ଜଣେ ପିଲାର ମୃତ୍ୟୁ ଘଟିଥିଲା ଓ ୨ ଜଣ ଆହତ ହୋଇଥିଲେ।

ଜଳେଶ୍ୱର ବ୍ଲକ ନାମ୍ପୋ ଗାଁରେ ବଜ୍ରପାତ ହେବାରୁ ଜଣକର ମୃତ୍ୟୁ ଘଟିଛି। ଝଡ଼ତୋଫାନରେ ନାମ୍ପୋ ୟୁପି ସ୍କୁଲ ସମେତ ୧୦ରୁ ଊର୍ଦ୍ଧ୍ୱ ଘର ଛପର ଉଡି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story