ବାଲେଶ୍ୱର: କୁଲଡ଼ିହାରେ ୭ ବନକର୍ମଚାରୀଙ୍କୁ ଶିକାରୀଙ୍କ ସଂଘବଦ୍ଧ ଆକ୍ରମଣ, ଜଣେ ନିଖୋଜ

ନୀଳଗିରି: ବାଲେଶ୍ୱର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ଗୁରୁବାର ଶିକାରୀଙ୍କ ସଂଘବଦ୍ଧ ଆକ୍ରମଣରେ ୭ ବନ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣା ପରେ ଜଣେ ୱାଚର ନିଖୋଜ ଅଛନ୍ତି। ତାଙ୍କ ନାଁ ଅନାଦି ସାହୁ। ମିଳିଥିବା ସୂଚନା ଅନୁଯାୟୀ, ଆଜି କୁଲଡ଼ିହା ଅଭୟାରଣ୍ୟରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା। ପାଟ୍ରୋଲିଂ କରୁଥିବା ଏହି ବନକର୍ମଚାରୀମାନଙ୍କୁ ହାତିକୁଲିଆ ଗାଁ ନିକଟରେ ଶିକାରୀମାନେ ଅଟକ ରଖି ନିସ୍ତୁକ ମାଡ଼ ମାରି ଥିଲେ। ଖବର ପାଇଁ ସେମାନଙ୍କୁ ଉଦ୍ଧାର କରିବାକୁ […]

attacked forest-officials

attacked forest-officials

Rakesh Mallick
  • Published: Thursday, 14 April 2016
  • Updated: 14 April 2016, 04:39 PM IST

Sports

Latest News

attacked forest-officialsନୀଳଗିରି: ବାଲେଶ୍ୱର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ଗୁରୁବାର ଶିକାରୀଙ୍କ ସଂଘବଦ୍ଧ ଆକ୍ରମଣରେ ୭ ବନ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣା ପରେ ଜଣେ ୱାଚର ନିଖୋଜ ଅଛନ୍ତି। ତାଙ୍କ ନାଁ ଅନାଦି ସାହୁ।

ମିଳିଥିବା ସୂଚନା ଅନୁଯାୟୀ, ଆଜି କୁଲଡ଼ିହା ଅଭୟାରଣ୍ୟରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା। ପାଟ୍ରୋଲିଂ କରୁଥିବା ଏହି ବନକର୍ମଚାରୀମାନଙ୍କୁ ହାତିକୁଲିଆ ଗାଁ ନିକଟରେ ଶିକାରୀମାନେ ଅଟକ ରଖି ନିସ୍ତୁକ ମାଡ଼ ମାରି ଥିଲେ। ଖବର ପାଇଁ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ରେଞ୍ଜର ଲକ୍ଷ୍ମଣ କୁମାର ପ୍ରଧାନଙ୍କୁ ମଧ୍ୟ ଶିକାରୀମାନେ ନିସ୍ତୁକ ମାଡ଼ ଦେଇଥିଲେ। ପରେ ସେମାନେ ସମସ୍ତଙ୍କୁ ଛାଡ଼ି ଦେଇଥିଲେ। ତେବେ ୱାଚର ଅନାଦି ସାହୁଙ୍କର କୌଣସି ପତ୍ତା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story