ପଥଭ୍ରଷ୍ଟ ଶୈଶବ; ପକେଟ୍‌ ମାର୍ କାମରେ ମାତିଛନ୍ତି ପିଲା!

ବାଲେଶ୍ୱର(ରଞ୍ଜିତ ପାକଳ): କୋମଳ ବୟସରେ ପାଠ ପଢ଼ିବା ପରିବର୍ତ୍ତେ ବେଶ କିଛି ପିଲା ଚୋରିବୃତ୍ତି ଆପଣାଉଛନ୍ତି। ଏପରିକି କିଛି ପିଲାଙ୍କୁ ନିଜ ଗ୍ୟାଙ୍ଗରେ ସାମିଲ କରାଇ ନିଜ ସାମ୍ରାଜ୍ୟକୁ ଆଗକୁ ବଢ଼ାଉଛନ୍ତି। ଆଉ ଜନଗହଳିପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ କରି ଲୋକଙ୍କ ପକେଟ ଖାଲି କରିଦେଉଛନ୍ତି। ଆଜି ଏପରି ଦୁଇ ନାବାଳକ ଚୋରଙ୍କୁ ଧରିଛି ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୁଲିସ। ଏହି ୨ ଜଣ ନାବାଳକ ଝାରଖଣ୍ଡରୁ ବାଲେଶ୍ୱର ଆସିଥିଲେ। ସେମାନେ ପ୍ରଥମେ ତାଙ୍କରି ବୟସର ପିଲାଙ୍କ ସହିତ […]

balasore-crime

balasore-crime

Manoranjan Sial
  • Published: Monday, 03 June 2019
  • Updated: 03 June 2019, 06:58 PM IST

Sports

Latest News

ବାଲେଶ୍ୱର(ରଞ୍ଜିତ ପାକଳ): କୋମଳ ବୟସରେ ପାଠ ପଢ଼ିବା ପରିବର୍ତ୍ତେ ବେଶ କିଛି ପିଲା ଚୋରିବୃତ୍ତି ଆପଣାଉଛନ୍ତି। ଏପରିକି କିଛି ପିଲାଙ୍କୁ ନିଜ ଗ୍ୟାଙ୍ଗରେ ସାମିଲ କରାଇ ନିଜ ସାମ୍ରାଜ୍ୟକୁ ଆଗକୁ ବଢ଼ାଉଛନ୍ତି। ଆଉ ଜନଗହଳିପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ କରି ଲୋକଙ୍କ ପକେଟ ଖାଲି କରିଦେଉଛନ୍ତି। ଆଜି ଏପରି ଦୁଇ ନାବାଳକ ଚୋରଙ୍କୁ ଧରିଛି ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୁଲିସ।

ଏହି ୨ ଜଣ ନାବାଳକ ଝାରଖଣ୍ଡରୁ ବାଲେଶ୍ୱର ଆସିଥିଲେ। ସେମାନେ ପ୍ରଥମେ ତାଙ୍କରି ବୟସର ପିଲାଙ୍କ ସହିତ ମିଶିଲେ ଓ ଧୀରେ ଧୀରେ ସେମାନଙ୍କୁ ନିଜ କବ୍‌ଜାକୁ ଆଣିଲେ। ତା'ପରେ ଲୁଟ୍‌ ପାଇଁ ଯୋଜନା କରି ସେମାନଙ୍କୁ ସେଥିରେ ନିୟୋଜିତ କଲେ। ବିଶେଷକରି ଜନଗହଳିପୂର୍ଣ୍ଣ ସ୍ଥାନକୁ ସେମାନେ ଟାର୍ଗେଟ କରୁଥିଲେ। ମେଳାରେ ଭିଡ଼ ମଧ୍ୟରେ ସୁଯୋଗ ଦେଖି ଲୋକଙ୍କ ଟଙ୍କା ଓ ମୋବାଇଲ୍‌ ଲୁଟ୍‌ କରୁଥିଲେ। ଯାହାର ଆଜି ପର୍ଦ୍ଦାଫାସ ହୋଇଛି।

ସହଦେବଖୁଣ୍ଟା ଥାନା ପୁଲିସ ଆଜି ଏହି ଘଟଣାରେ ଦୁଇ ଜଣ ନାବାଳକଙ୍କୁ ଧରି ଜୁଭେନାଇଲ କୋର୍ଟରେ ହାଜର କରାଇଛି। ଏହା ପଛରେ ଏକ ଗ୍ୟାଙ୍ଗ କାମ କରୁଥିବା ଜଣାପଡ଼ିଛି। ମାତ୍ର ଏହି ଗ୍ୟାଙ୍ଗରେ କୌଣସି ବଡ଼ ବା ବୟସ୍କ ଲୋକ ନାହାନ୍ତି। ପିଲାମାନେ ନିଜେ ସେହି ଗ୍ୟାଙ୍ଗ ସମ୍ଭାଳୁଛନ୍ତି। ମାତ୍ର ଲୁଟ୍‌ ସାମଗ୍ରୀ ସେମାନେ କେଉଁଠି ବିକ୍ରି କରୁଥିଲେ, ତାହା ଏଯାଏ ଜଣାପଡ଼ି ନାହିଁ।

ଗତ ୩୧ ତାରିଖରେ କମର୍ଦ୍ଦା ବାରବାଟିଆ ଗାଁର ରାଜକିଶୋର ଜେନା ଫଳ କିଣିବା ପାଇଁ ଫାଣ୍ଡି ଛକ ଅଞ୍ଚଳକୁ ଆସିଥିଲେ। ଭିଡ଼ର ସୁଯୋଗ ନେଇ ଦୁଇ ନାବାଳକ ରାଜକିଶୋରଙ୍କ ମୋବାଇଲ୍‌ ଝାମ୍ଫି ନେଇ ଯାଇଥିଲେ। ଏନେଇ ସେ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜ୍‌ ଦେଖିବା ପରେ ଆଜି ଦୁଇ ନାବାଳକଙ୍କୁ ଅଟକ ରଖିଛି। ସେମାନେ ବାଲେଶ୍ୱର ଟାଉନ୍‌ର ଅନେକ ସ୍ଥାନରୁ ଲୁଟ୍‌ କରିଥିବା ଜଣାପଡ଼ିଛି। ଏପରିକି ସେମାନେ ଏକ ବଡ଼ ଗ୍ୟାଙ୍ଗ ଚଳାଉଥିବା ପୁଲିସ ଜାଣିବାକୁ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story