ବନ୍ଦବେଳେ ବିଭିନ୍ନ ସ୍ଥାନରେ ଉତ୍ତେଜନା: ଆମ୍ବୁଲାନ୍ସ କର୍ମଚାରୀ, ବିଡିଓଙ୍କୁ ମାଡ

ନୟାଗଡ/ଜଗତସିଂହପୁର/ଢେଙ୍କାନାଳ: କଂଗ୍ରେସର ବନ୍ଦ ପାଳନ ବେଳେ ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଛି । ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ନୟାଗଡରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମାଡ ମରିଥିବା ଅଭିଯୋଗ ହୋଇଛି । ସେହିପରି ଜଗତସିଂହପୁରରେ ଆନ୍ଦୋଳନକାରୀମାନେ ବିରିଡି ବ୍ଲକରେ ବିଡିଓଙ୍କୁ ମାଡ ମାରିଥିବା ଓ ଢେଙ୍କାନାଳ ପୌର ପରିଷଦ ଓ ଡିଇଓ ଅଫିସ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜୁ କରିଛନ୍ତି ।

nyg

nyg

Rakesh Mallick
  • Published: Friday, 26 June 2015
  • Updated: 26 June 2015, 09:32 AM IST

Sports

Latest News

ନୟାଗଡ/ଜଗତସିଂହପୁର/ଢେଙ୍କାନାଳ: କଂଗ୍ରେସର ବନ୍ଦ ପାଳନ ବେଳେ ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଛି । ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ନୟାଗଡରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମାଡ ମରିଥିବା ଅଭିଯୋଗ ହୋଇଛି । ସେହିପରି ଜଗତସିଂହପୁରରେ ଆନ୍ଦୋଳନକାରୀମାନେ ବିରିଡି ବ୍ଲକରେ ବିଡିଓଙ୍କୁ ମାଡ ମାରିଥିବା ଓ ଢେଙ୍କାନାଳ ପୌର ପରିଷଦ ଓ ଡିଇଓ ଅଫିସ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜୁ କରିଛନ୍ତି ।jsg

ମିଳିଥିବା ସୂଚନା ଅନୁସାରେ ନୟାଗଡ଼ରେ ଆନ୍ଦୋଳନକାରୀମାନେ ଏକ ୧୦୮ ଆମ୍ବୁଲାନ୍ସକୁ ଅଟକାଇବା ସମୟରେ ଏହି ଉତ୍ତେଜନା ଦେଖାଦେଇଥିଲା। ଆନ୍ଦୋଳନକାରୀମାନେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମାରଧର କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆମ୍ବୁଲାନ୍ସ ଡ୍ରାଇଭର ଓ ସହଯୋଗୀମାନେ ୪ଟି ୧୦୮ ଆମ୍ବୁଲାନ୍ସକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଜାତୀୟ ରାଜପଥ ଆଗରେ ରଖି ରାସ୍ତାରୋକ କରିଥିଲେ । ସେଠି ମଧ୍ୟ କିଛି ସମୟ ପାଇଁ ଉତ୍ତେଜନା ଦେଖାଇଥିଲା । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ତେବେ କଂଗ୍ରେସ ପକ୍ଷରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆକ୍ରମଣ କରାଯିବା ଅଭିଯୋଗକୁ ଅସ୍ୱୀକାର କରାଯାଇଛି । ଜଗଜସିଂହପୁରରେ ବନ୍ଦ ପାଳନ ବେଳେ ଉତ୍ତେଜନା ଦେଖାଦେଇଛି । ଆନ୍ଦୋଳନକାରୀମାନେ ବ୍ଲକ୍ ଅଫିସରେ ବ୍ୟାପକ ଭଙ୍ଗ।ରୁଜା କରିଛନ୍ତି । ଏହାସହ ଆନ୍ଦୋଳନକାରୀମାନେ ବିଡିଓ ଏବଂ କ୍ଲର୍କଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏଥିରେ ବିଡିଓ ରବୀନ୍ଦ୍ର ସାବତ ଓ କ୍ଲର୍କ ଆର୍ତ୍ତବନ୍ଧୁ ସ୍ୱାଇଁ ଆହତ ହୋଇଛନ୍ତି । ଏ ନେଇ ବିଡିଓ ଥାନାରେ ଅଭିଯୋଗ କରିଛନ୍ତି । ଏହାସହ ସେ କହିଛନ୍ତି ଯେ, କାର୍ଯ୍ୟାଳୟରେ କିଛି ଆମ ହେଉ ନ ଥିଲା । ଯେଉଁ କର୍ମଚାରୀମାନେ ଆସୁଥିଲେ ସେମାନଙ୍କୁ ଫେରାଇ ଦିଆଯାଉଥିଲା । ତେବେ ଆନ୍ଦୋଳନକାରୀମାନେ ବ୍ଳକ କାର୍ଯ୍ୟାଳୟରେ କର୍ମଚାରୀମାନେ କାମ କରୁଥିବା ଅଭିଯୋଗ କରିବା ସହ ଆକ୍ରମଣ କରିଥିଲେ ବୋଲି ବିଡିଓ କହିଛନ୍ତି।

dkl

ଢେଙ୍କ।ନାଳରେ ମଧ୍ୟ ବନ୍ଦ ପାଳନ ବେଳେ ଉତ୍ତେଜନା ଦେଖାଦେଇଛି । ଆନ୍ଦୋଳନକାରୀମାନେ ପୌର ଓ ଡିଇଓଙ୍କ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗ।ରୁଜା କରିଛନ୍ତି । ବହୁ ସଂଖ୍ୟାରେ ଆନ୍ଦୋଳନକାରୀ ପୌର ପରିଷଦ ଓ ଡିଇଓ ଅଫିସରେ ପଶି ଭଙ୍ଗାରୁଜା ଏହି ଭଙ୍ଗାରୁଜା କରିଛନ୍ତି । ଅନ୍ୟପକ୍ଷେ ଉମରକୋଟରେ ଆନ୍ଦୋଳନକାରୀ ଏକ ବସକୁ ଭଙ୍ଗାରୁଜା କରିଛନ୍ତି । ଆନ୍ଦୋଳନକାରୀମାନେ ଉମରକୋଟ-ଭୁବନେଶ୍ୱର ସରକାରୀ ବସକୁ ଭାଙ୍ଗି ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story