ସଙ୍କଟରେ ବାନ୍ଧ ଶିଳ୍ପୀ

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ବାନ୍ଧ ତିଆରିରେ ବ୍ୟସ୍ତ ଶିଳ୍ପୀ। ଉଭୟ ମହିଳା ଓ ପୁରୁଷ ସଭିଏଁ କାମରେ ଲାଗି ପଡିଛନ୍ତି। କିଏ ସୁତା ପ୍ରସ୍ତୁତ କରୁଛି ତ ଆଉ କିଏ ଡିଜାଇନ ଦେବାରେ ବ୍ୟସ୍ତ ଅଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ରହୁଛନ୍ତି ୩୦୦ରୁ ଅଧିକ ମେହେର ଭୁଲିଆ ପରିବାର। ଦିନ ଥିଲା ବାନ୍ଧ ତିଆରି କରି ଏମାନେ ପରିବାର ପୋଷଣ କରୁଥିଲେ। ହେଲେ ସମୟର ତାଳେ ତାଳେ ସବୁ କିଛି ବଦଳିଛି। ଆଗରୁ ଏଠିକାର ବାନ୍ଧ ବରଗଡ, […]

bandha silpi in trouble

bandha silpi in trouble

Rakesh Mallick
  • Published: Sunday, 25 March 2018
  • Updated: 25 March 2018, 05:47 PM IST

Sports

Latest News

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ବାନ୍ଧ ତିଆରିରେ ବ୍ୟସ୍ତ ଶିଳ୍ପୀ। ଉଭୟ ମହିଳା ଓ ପୁରୁଷ ସଭିଏଁ କାମରେ ଲାଗି ପଡିଛନ୍ତି। କିଏ ସୁତା ପ୍ରସ୍ତୁତ କରୁଛି ତ ଆଉ କିଏ ଡିଜାଇନ ଦେବାରେ ବ୍ୟସ୍ତ ଅଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ରହୁଛନ୍ତି ୩୦୦ରୁ ଅଧିକ ମେହେର ଭୁଲିଆ ପରିବାର। ଦିନ ଥିଲା ବାନ୍ଧ ତିଆରି କରି ଏମାନେ ପରିବାର ପୋଷଣ କରୁଥିଲେ। ହେଲେ ସମୟର ତାଳେ ତାଳେ ସବୁ କିଛି ବଦଳିଛି। ଆଗରୁ ଏଠିକାର ବାନ୍ଧ ବରଗଡ, ସୋନପୁର ଆଦି ଅଞ୍ଚଳକୁ ବିକ୍ରି ପାଇଁ ଯାଉଥିଲା। ସେଠାରେ ବାନ୍ଧ ବ୍ୟବହାର କରି ଶାଢି ବୁଣାଯାଉଥିଲା। ହେଲେ ଏବେ ରେଡିମେଡ୍‌ ଡ୍ରେସ୍ ଓ ଛାପା ଶାଢି ସାଙ୍ଗକୁ ସୁତାର ଆକାଶ ଛୁଆଁ ଦର ବୃଦ୍ଧି ବାନ୍ଧଶିଳ୍ପୀଙ୍କୁ ନିରାଶ କରିଛି। ଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନି।

ଆଗରୁ ସିନାପାଲିର ବାନ୍ଧ କଳା ରାଜ୍ୟର ବେଶ ପ୍ରସିଦ୍ଧି ଲାଭ କରିଥିଲା। ହେଲେ ଉଚିତ ପ୍ରୋତ୍ସାହନ ଅଭାବରୁ ଏବେ ଏହା ବୁଡିବାକୁ ବସିଛି। କିଛି ପରିବାର ସେମାନଙ୍କ କୌଳିକ ବୃତ୍ତି ହରାଇବାକୁ ବସିଲେଣି। ଏପଟେ ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନଜର ତ୍ରିଲୋଚନ କର କହିଛନ୍ତି,“ବଜାର ଚାହିଦା ଅନୁସାରେ ବାନ୍ଧ ତିଆରି କରି ଉଚିତ ମୂଲ୍ୟରେ ବିକ୍ରି କରିପାରିଲେ ସମସ୍ୟା ଦୂର ହୋଇପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story