ବାଣୀବିହାରରେ ଉତ୍ତେଜନା ଘଟଣା: ଏନ ଏଚ ୫ରୁ ଛାତ୍ରଙ୍କ ଅବରୋଧ ହଟିଲା

ଭୁବନେଶ୍ୱର: ଉଗ୍ରରୂପ ଧାରଣ କରିଛି ବାଣୀବିହାରରେ ଛାତ୍ର ଅଶାନ୍ତି। ଗତକାଲି ରାତିର ଗଣ୍ଡଗୋଳ ଘଟଣାକୁ ନେଇ ପୁଣି ହିଂସା ଘଟିଛି। ଅଜଣା ବ୍ୟକ୍ତିଙ୍କ ଆକ୍ରମଣରେ ଦୁଇଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ପ୍ରତିବାଦରେ ଛାତ୍ରମାନେ ବାଣୀବିହାର ଛକରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ବହୁ ସମୟ ପର୍ଯ୍ୟନ୍ତ ଗମନାଗମନରେ ଅସୁବିଧାରେ ପଡିଥିଲେ। ବହୁ ସଂଖ୍ୟାରେ ଗାଡ଼ିମୋଟର ଅଟକି ରହିଥିଲା। ତେବେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣାଧୀନ କରିଛି। ଗାଡି ମୋଟର ଚଳାଚଳ ସ୍ୱାଭାବିକ ହୋଇଛି। ପୋଲିସ୍ […]

banibihar

banibihar

Rakesh Mallick
  • Published: Saturday, 25 July 2015
  • Updated: 25 July 2015, 02:00 PM IST

Sports

Latest News

banibiharଭୁବନେଶ୍ୱର: ଉଗ୍ରରୂପ ଧାରଣ କରିଛି ବାଣୀବିହାରରେ ଛାତ୍ର ଅଶାନ୍ତି। ଗତକାଲି ରାତିର ଗଣ୍ଡଗୋଳ ଘଟଣାକୁ ନେଇ ପୁଣି ହିଂସା ଘଟିଛି। ଅଜଣା ବ୍ୟକ୍ତିଙ୍କ ଆକ୍ରମଣରେ ଦୁଇଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ପ୍ରତିବାଦରେ ଛାତ୍ରମାନେ ବାଣୀବିହାର ଛକରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ବହୁ ସମୟ ପର୍ଯ୍ୟନ୍ତ ଗମନାଗମନରେ ଅସୁବିଧାରେ ପଡିଥିଲେ। ବହୁ ସଂଖ୍ୟାରେ ଗାଡ଼ିମୋଟର ଅଟକି ରହିଥିଲା। ତେବେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣାଧୀନ କରିଛି। ଗାଡି ମୋଟର ଚଳାଚଳ ସ୍ୱାଭାବିକ ହୋଇଛି। ପୋଲିସ୍ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ତେବେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ପିଲା ଏଭଳି କାଣ୍ଡ ଘଟାଉଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ଗିରଫ କରିବାକୁ ଛାତ୍ରମାନେ ଦାବି କରିଛନ୍ତି। ଘଟଣା ସ୍ଥଳରେ ପୋଲିସ୍ କମିଶନର ଏବଂ ଡିସିପି ପହଞ୍ଚି ଛାତ୍ରମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି। ସୂଚନା ଯୋଗ୍ୟ ଗତକାଲି ରାତିରେ ବିଶ୍ୱ ବିଦ୍ୟାଳୟରେ ଦୁଇଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉଗ୍ର ରୂପ ନେଇଥିଲା। ଦୁଇଗୋଷ୍ଠୀ ସଂଘର୍ଷରେ ୫ଜଣ ଛାତ୍ର ଆହତ ହୋଇଥିଲେ। ୮ଟି ବାଇକ୍ ଭଙ୍ଗାରୁଜା ସହ ୩ଟି ବାଇକ୍ ପୋଡ଼ି ଦିଆଯାଇଥିଲା। ଗଣ୍ତଗୋଳ ରୋକିବାକୁ ଆସିଥିବା ପୋଲିସ କର୍ମାଚାରୀ ମଧ୍ୟ ଛାତ୍ରଙ୍କ ଆକ୍ରୋଷର ଶିକାର ହୋଇଛନ୍ତି। ପିଜିରେ ନାମଲେଖାକୁ କେନ୍ଦ୍ର କରି ୨ଛାତ୍ର ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା। ଗତକାଲି ପିଜି କାଉନସିଲ ବୈଠକ ପରେ ରାତିରେ ଗୋପବନ୍ଧୁ ହେଷ୍ଟଲ ନିକଟରେ ଏହା ଉଗ୍ର ରୂପ ନେଇଥିଲା। ସଂଘର୍ଷ ପରେ କ୍ୟାମ୍ପସ ଭିତରେ ଉତ୍ତେଜନା ଲାଗି ରହିଛି। କ୍ୟାମ୍ପସ ପରିସରରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସବୁ ଗେଟ୍ ସିଲ୍ କରାଯିବା ସହ କ୍ୟାମ୍ପସ ଭିତରେ ଫ୍ଲାଗ୍ ମାର୍ଚ୍ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story