ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ନିକଟରେ ସୁରକ୍ଷା ବ୍ୟବସ୍ଥା ବଢ଼ା ଯାଇଛି: କେ.ବି. ସିଂହ

ଭୁବନେଶ୍ୱର: ଗତକାଲି ମଧ୍ୟରାତ୍ରୀରୁ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ବନ୍ଦ ପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏ ନେଇ ପୋଲିସ ଡିଜି କେ.ବି. ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ପୁରୁଣା ନୋଟ୍‌ ପ୍ରଚଳନ ବନ୍ଦ ପରେ ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ନିକଟରେ ଭିଡ଼ ଦେଖିବାକୁ ମିଳୁଛି। ଭିଡ଼ ନିୟନ୍ତ୍ରଣ ପାଇଁ ଦୁଇଜଣ ଲେଖାଏଁ ଗାର୍ଡଙ୍କ ନିୟୋଜିତ କରାଯାଇଛି। ବଡ଼ ଧରଣ ନେଣଦେଣ ନେଇ ସୂଚନା ଦେଲେ ଆମେ ସୁରକ୍ଷା […]

k-b-shing

k-b-shing

Rakesh Mallick
  • Published: Wednesday, 09 November 2016
  • Updated: 09 November 2016, 01:39 PM IST

Sports

Latest News

ଭୁବନେଶ୍ୱର: ଗତକାଲି ମଧ୍ୟରାତ୍ରୀରୁ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ବନ୍ଦ ପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏ ନେଇ ପୋଲିସ ଡିଜି କେ.ବି. ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ପୁରୁଣା ନୋଟ୍‌ ପ୍ରଚଳନ ବନ୍ଦ ପରେ ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ନିକଟରେ ଭିଡ଼ ଦେଖିବାକୁ ମିଳୁଛି। ଭିଡ଼ ନିୟନ୍ତ୍ରଣ ପାଇଁ ଦୁଇଜଣ ଲେଖାଏଁ ଗାର୍ଡଙ୍କ ନିୟୋଜିତ କରାଯାଇଛି। ବଡ଼ ଧରଣ ନେଣଦେଣ ନେଇ ସୂଚନା ଦେଲେ ଆମେ ସୁରକ୍ଷା ଯୋଗାଇ ଦେବୁ।”

ସେ ଆହୁରି କହିଛନ୍ତି,“ପୁରୁଣା ୫୦୦ ଓ ୧୦୦୦ ଟଙ୍କା ନୋଟ୍‌ ଅଚଳ ପରେ ଗୃହ ସଚିବଙ୍କ ସହ ଏ ନେଇ ଆଲୋଚନା କରିଛି। ଆରବିଆଇ ଜିଏମ୍‌ ଏବଂ ବିଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ  ଆଲୋଚନା କରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story