ଲକଡାଉନ ଅଞ୍ଚଳରେ ଦିନ ୧୦ରୁ ୨ଟା ପର୍ଯ୍ୟନ୍ତ ଖୋଲିବ ବ୍ୟାଙ୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରାଜ୍ୟରେ ରୋକିବା ପାଇଁ ରାଜ୍ୟର ଯେଉଁ ସବୁ ଅଞ୍ଚଳରେ ଲକ୍ ଡାଉନ୍ ଘୋଷଣା କରାଯାଇଛି ସେଠାରେ ବ୍ୟାଙ୍କଗୁଡ଼ିକ ଦିନ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକ ପାଇଁ ଜାରି କାର୍ଯ୍ୟସୂଚୀ ଅନୁସାରେ, ଲକଡାଉନ୍ ଅଞ୍ଚଳରେ କୌଣସି ପରିସ୍ଥିତିରେ ବ୍ୟାଙ୍କଗୁଡ଼ିକ ଦିନ ୨ଟା ପୂର୍ବରୁ ବନ୍ଦ ହେବ ନାହିଁ କିମ୍ବା କାର୍ଯ୍ୟ ଦିବସରେ ବ୍ୟାଙ୍କ ବନ୍ଦ ରହିବ […]

bank

bank

Manoranjan Sial
  • Published: Monday, 23 March 2020
  • Updated: 23 March 2020, 07:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରାଜ୍ୟରେ ରୋକିବା ପାଇଁ ରାଜ୍ୟର ଯେଉଁ ସବୁ ଅଞ୍ଚଳରେ ଲକ୍ ଡାଉନ୍ ଘୋଷଣା କରାଯାଇଛି ସେଠାରେ ବ୍ୟାଙ୍କଗୁଡ଼ିକ ଦିନ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକ ପାଇଁ ଜାରି କାର୍ଯ୍ୟସୂଚୀ ଅନୁସାରେ, ଲକଡାଉନ୍ ଅଞ୍ଚଳରେ କୌଣସି ପରିସ୍ଥିତିରେ ବ୍ୟାଙ୍କଗୁଡ଼ିକ ଦିନ ୨ଟା ପୂର୍ବରୁ ବନ୍ଦ ହେବ ନାହିଁ କିମ୍ବା କାର୍ଯ୍ୟ ଦିବସରେ ବ୍ୟାଙ୍କ ବନ୍ଦ ରହିବ ନାହିଁ। ବ୍ୟାଙ୍କଗୁଡ଼ିକ ନିଜର ସୁବିଧା ଅନୁସାରେ ୨ଜଣରୁ କମ୍ ବା ୭ଜଣରୁ ଅଧିକ କର୍ମଚାରୀ ନିଜ ଶାଖାଗୁଡ଼ିକରେ ନିୟୋଜିତ କରିବେ ନାହିଁ। ଏଟିଏମଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ପାଇଁ ନଗଦ ଟଙ୍କା ମହଜୁଦ ରହିବ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନଗଦ ଅର୍ଥ ପଠାଗଲାବେଳେ ପୁଲିସ୍ ସୁରକ୍ଷା ଦିଆଯିବା ସହିତ ସମ୍ପୃକ୍ତ ବ୍ୟାଙ୍କ ମ୍ୟାନେଜର ନିର୍ଦ୍ଧାରିତ ଫର୍ମରେ ସିଲ୍ ଓ ଦସ୍ତଖତ ଥିବା ପାସ୍ କର୍ମଚାରୀଙ୍କୁ ପ୍ରଦାନ କରିବେ ଓ ସେମାନେ ନିଜର ପରିଚୟ ପତ୍ର ପୁଲିସକୁ ଦେଖାଇବେ।

ବ୍ୟାଙ୍କଗୁଡ଼ିକ ନିଜର ଗ୍ରାହକମାନଙ୍କୁ ବିକଳ୍ପ ମାଧ୍ୟମ ଯଥା ମୋବାଇଲ ବ୍ୟାଙ୍କି, ଇଣ୍ଟରନେଟ ବ୍ୟାଙ୍କି ଆଦି ବ୍ୟବହାର ପାଇଁ ଉତ୍ସାହିତ କରିବେ। ବ୍ୟାଙ୍କଗୁଡ଼ିକ ଏହି ଅବଧି ମଧ୍ୟରେ ନଗଦ ଜମା/ଉଠାଣ, ଏନଇଏଫଟି, ଚେକ୍ କ୍ଲିୟରିଂ, ସରକାରୀ ଟ୍ୟାକ୍ସ ସଂଗ୍ରହ ଆଦି ନିୟମିତ କାର୍ଯ୍ୟ ଜାରି ରଖିବେ। ବୀମା କମ୍ପାନୀଗୁଡ଼ିକ ମଧ୍ୟ ସରକାରଙ୍କ ଏହି ନିୟମ ମାନିବେ। ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ରାଜ୍ୟର ସମସ୍ତ ବ୍ୟାଙ୍କ ଓ ବୀମା କମ୍ପାନୀଗୁଡ଼ିକର କାର୍ଯ୍ୟକୁ ତଦାରଖ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story