ତାପସ ସରଘରିଆ, ବାପି ଜେନା ଓ ସୁବ୍ରତ ନାୟକଙ୍କ ନାଁରେ କାଷ୍ଟିଂକାଉଚ୍‌ ଅଭିଯୋଗ

ଭୁବନେଶ୍ୱର: ଓଲିଉଡ୍‌ର ଚିଟ୍‌ଫଣ୍ଡ ଲିଙ୍କ ନେଇ ଚର୍ଚ୍ଚା ଥମି ନ ଥିବାବେଳେ  ଏବେ ‘କାଷ୍ଟିଂ କାଉଚ୍‌’ ଅଭିଯୋଗ ଆସିଛି। ଦୁଇ ନିର୍ଦ୍ଦେଶକ ଓ ଜଣେ ଇଭେଣ୍ଟ ମ୍ୟାନେଜରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଶର୍ମିଷ୍ଠା। ସେମାନେ ହେଲେ ବାପି ଜେନା, ସୁବ୍ରତ ନାୟକ ଓ ତାପସ ସରଘରିଆ। ଅଭିନୟ ପାଇଁ ତାଙ୍କୁ ‘କମ୍ପ୍ରମାଇଜ୍‌’ କରିବାକୁ କୁହାଯାଉଥିବା ଅଭିଯୋଗ ଆଣିଛନ୍ତି ଶର୍ମିଷ୍ଠା। ଇଭେଣ୍ଟ ମ୍ୟାନେଜର ବାପି ଜେନାଙ୍କ ବିରୋଧରେ କାଷ୍ଟିଂ କାଉଚ୍‌ ଓ ଫେସ୍‌ବୁକ୍‌ ଚାଟିଂରେ ଅଶ୍ଲୀଳ କଥାବାର୍ତ୍ତା […]

bapi-jena-tapas-saragharia-subrat-nayak

bapi-jena-tapas-saragharia-subrat-nayak

Rakesh Mallick
  • Published: Saturday, 25 June 2016
  • Updated: 25 June 2016, 09:41 PM IST

Sports

Latest News

srmisthaଭୁବନେଶ୍ୱର: ଓଲିଉଡ୍‌ର ଚିଟ୍‌ଫଣ୍ଡ ଲିଙ୍କ ନେଇ ଚର୍ଚ୍ଚା ଥମି ନ ଥିବାବେଳେ  ଏବେ ‘କାଷ୍ଟିଂ କାଉଚ୍‌’ ଅଭିଯୋଗ ଆସିଛି। ଦୁଇ ନିର୍ଦ୍ଦେଶକ ଓ ଜଣେ ଇଭେଣ୍ଟ ମ୍ୟାନେଜରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଶର୍ମିଷ୍ଠା। ସେମାନେ ହେଲେ ବାପି ଜେନା, ସୁବ୍ରତ ନାୟକ ଓ ତାପସ ସରଘରିଆ। ଅଭିନୟ ପାଇଁ ତାଙ୍କୁ ‘କମ୍ପ୍ରମାଇଜ୍‌’ କରିବାକୁ କୁହାଯାଉଥିବା ଅଭିଯୋଗ ଆଣିଛନ୍ତି ଶର୍ମିଷ୍ଠା।

ଇଭେଣ୍ଟ ମ୍ୟାନେଜର ବାପି ଜେନାଙ୍କ ବିରୋଧରେ କାଷ୍ଟିଂ କାଉଚ୍‌ ଓ ଫେସ୍‌ବୁକ୍‌ ଚାଟିଂରେ ଅଶ୍ଲୀଳ କଥାବାର୍ତ୍ତା ଅଭିଯୋଗ ଆଣି ଶମିଷ୍ଠା କହିଛନ୍ତି,“ବାପି ଜେନା ବୋଲି ଜଣେ ଫିଲ୍ମ ପ୍ରଯୋଜକ ରହିଛନ୍ତି। ତାଙ୍କୁ ମୁଁ ନିକଟରେ ଭେଟିଥିଲି। ସେ କହିଥିଲେ ‘ମୁଁ ତେତେ ଏକ ସିରିଏଲ୍‌ରେ ହିରୋଇନ୍‌ କରିଦେବି। ଆଉ ତୁ ଓଡ଼ିଆ ଇଣ୍ଡଷ୍ଟ୍ରିଜ କଥା ଜାଣିଛୁ।’ ମୁଁ କହିଲି ‘କ’ଣ ଜାଣିଥିବୁ ମାନେ’, ସେ କହିଲେ ‘ଏଠି କମ୍ପ୍ରମାଇଜ୍‌ କରିବାକୁ ପଡେ। ୟୁ ହାଭ୍‌ ଟୁ ସ୍ଲିପ୍‌’...”

ନିର୍ଦ୍ଦେଶକ  ସୁବ୍ରତ ନାୟକଙ୍କ ବିରୋଧରେ ହ୍ୱାଟ୍ସଅପ୍‌ରେ ଅଶ୍ଲୀଳ ଚାଟିଂ ଓ କାଷ୍ଟିଂକାଉଚ୍‌ ଅଭିଯୋଗ ଆଣି  ସେ କହିଛନ୍ତି,“ ସୁବ୍ରତ ନାୟକଙ୍କ ସହିତ ମୁଁ କାମ କରିସାରିଛି। ସେ ମତେ ବାରମ୍ବାର ଫଟୋ ମାଗିଲେ। ମୁଁ ତାଙ୍କୁ ଫଟୋ ଦେଲି। ଫଟୋ ନେବା ପରେ କହିଲେ ମୁଁ କନ୍‌ଭିନ୍ସ ହୋଇପାରୁ ନାହିଁ। ସେହି ଫଟୋ ମଧ୍ୟରେ କିଛି ବ୍ୟାକ୍‌ ଲେସ୍‌ ଫଟୋ ଥିଲା। ଯାହା କି ତାଙ୍କୁ ବହୁତ ଭଲ ଲାଗିଲା। ଏହି ଫଟୋକୁ ଦେଖି ବହୁତ ଇମ୍ପ୍ରେସ୍‌ ହେଲି ବୋଲି ସେ କହିଲେ। ମୁଁ କିଛି ରିପ୍ଲାଇ କଲିନି। ସେ ଏଥିରେ ରହି ଗଲେ।”

ସୁବ୍ରତ ନାୟକ ତାଙ୍କ ସହିତ ଯେଉଁ ନମ୍ବରରେ ଚାଟିଂ କରୁଥିଲେ ସେ ନମ୍ବର ସୁବ୍ରତଙ୍କର ବୋଲି ଦାବି କରୁଛନ୍ତି ଶର୍ମିଷ୍ଠା। କିନ୍ତୁ ତାପସ ସରଘରିଆଙ୍କ ଫେସ୍‌ବୁକ୍‌ ଓ ହ୍ୱାଟ୍ସଆପ୍‌ ଆକାଉଣ୍ଟକୁ ନେଇ ଦ୍ୱନ୍ଦ ରହିଛି। ଏମାନେ ଶର୍ମିଷ୍ଠାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତେବେ ଏହି ଆକାଉଣ୍ଟ ସେମାନଙ୍କର କି ନୁହେଁ, ଯେଉଁ ଆକାଉଣ୍ଟ ଖୋଲାଯାଇଛି ତାହା ଜାଲ୍‌ କି ଠିକ୍‌ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସେହପରି ନିର୍ଦ୍ଦେଶକ ତାପସ ସରଘରିଆଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି,“ମୋର ତାପସ ସରଘରିଆଙ୍କ ସହିତ କେବେ ଦେଖାହୋଇନାହିଁ। ମୁଁ ତାଙ୍କ ସ୍ୱର ସହିତ ପରିଚିତ ନ ଥିବାରୁ ମୁଁ ତାଙ୍କୁ ଜାଣିନାହିଁ। ସେହି ଫେସ୍‌ବୁକ୍‌ ଆଇଡିରୁ କଥା ହୋଇଥିଲି ସେ କମ୍ପ୍ରମାଇଜ୍‌ କଥା କହିଥିଲେ। ‘ତମେ ଇଣ୍ଡଷ୍ଟ୍ରିଜ୍‌ କଥା ଜାଣିଛ ତେବେ କମ୍ପ୍ରମାଇଜ୍‌ କରିବାକୁ ପଡିବ’।”

ଶର୍ମିଷ୍ଠା ଅଭିଯୋଗକୁ ଖଣ୍ଡନ କରି ଇଭେଣ୍ଟ ମ୍ୟାନେଜର ବାପି ଜେନା କହିଛନ୍ତି,“ ମୁଁ ତାଙ୍କ ସହିତ କୌଣସି ଅଶ୍ଳୀଳ  ବ୍ୟବହାର କି କଥାବାର୍ତ୍ତା କରି ନାହିଁ। ମୁଁ କାଷ୍ଟିକାଉଚ୍‌ କରି ନାହିଁ। ମୁଁ ଏକଥା ଗ୍ୟାରେଣ୍ଟି ଦେଇ କହୁଛି। ତା‘ପରେ ସେ ମୋର କୌଣସି କାମ କି ପ୍ରୋଜେକ୍ଟ କରି ନାହିଁ। ଏନେଇ କାହିଁକି ମୋ ନାଁ ଉଠୁଛି ମୁଁ ନିଜେ ବି ଜାଣିପାରୁନାହିଁ। ଏହା ବହୁତ ଭୁଲ କଥା।”

ନିର୍ଦ୍ଦେଶକ ସୁବ୍ରତ ନାୟକ  କହିଛନ୍ତି,“ମୋ ଫିଲ୍ମର ଚରିତ୍ର ପାଇଁ ଯେଉଁ ଫଟୋ ଆବଶ୍ୟକ ମୁଁ ମାଗିଲି। ସେ କିଛିଟା ଫଟୋ ଦେଲା ପରେ ରହିଗଲେ। ମୁଁ ତାଙ୍କୁ ଲେଖି ଦେଲି ଏନେଇ ଜଣାଇବି ବୋଲି। ଏହା ଭିତରେ ମୋର କୌଣସି ଉଦ୍ଦେଶ୍ୟ ନାହିଁ। ମୁଁ କ୍ଲୋଜ୍‌ ଫଟୋ କ’ଣ କରିବି। ସେ ମୋ ପାଖରେ ୫ ମାସ କାମ କରିକି ଯାଇଛି।”

ନିର୍ଦ୍ଦେଶକ ତାପସ ସରଘରିଆ କହିଛନ୍ତି,“ମୁଁ ଜଣେ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ଓ ନିର୍ଦ୍ଦେଶକ ମଧ୍ୟ। ମୋର ସୋସିଆଲ୍‌ ଷ୍ଟାଟସ୍‌ ଅଛି। ଗୋଟିଏ ଫ୍ୟାମିଲିର ମେମ୍ବର। ମୁଁ ଏଭଳି କିଛି ବି କରି ନାହିଁ। ଏଗୁଡା କିଏ ଜାଲ୍‌ ଆକାଉଣ୍ଟ କରି କରିଛନ୍ତି। ମୁଁ ଏନେଇ ଥାନାରେ ଏକ ଅଭିଯୋଗ ଦେଇଛି। ପୋଲିସ ଏନେଇ ଖୋଳତାଡ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story