ଭେଟେନାରୀ ଲାଇଫ୍‌ଷ୍ଟକ୍ ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢାଉ

ବଲାଙ୍ଗିର: ଆୟବହିର୍ଭୂତ ସମ୍ପତ୍ତି ଠୁଲ ଅଭିଯୋଗରେ ବଲାଙ୍ଗିର ଜିଲ୍ଳା ମହଲାଇର ଭେଟେନାରୀ ଲାଇଫ୍‌ଷ୍ଟକ୍ ଇନ୍ସପେକ୍ଟର ପ୍ରଦୀପ କୁମାର ମିଶ୍ରଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି। ବଲାଙ୍ଗିର, ସୋନପୁର, ବରଗଡ ଓ ସମ୍ୱଲପୁର ଭିଜିଲାନ୍ସ ଟିମ୍ ମିଳିତ ଭାବେ ପ୍ରଦୀପଙ୍କ ମହଲେଇ କାର୍ଯ୍ୟାଳୟ, ବଲାଙ୍ଗିର ଉତ୍କଳ ନଗରରେ ଥିବା ନିଜ ଘର, ବେହେରାପାଲିର ପୈତ୍ତୃକ ଘର, ସ୍ତ୍ରୀ ରହୁଥିବା ଉଲୁଣ୍ଡା ଓ ଶାଶୁ ଘର ତେଣ୍ଡାରେ ଭିଜିଲାନ୍ସ ଚଢାଉ କରିଛି। ଚଢାଉ ସମୟରେ ଭିଜିଲାନ୍ସ ବିଭିନ୍ନ ଲୋକଙ୍କ […]

baragada vigilance

Rakesh Mallick
  • Published: Wednesday, 12 April 2017
  • , Updated: 12 April 2017, 10:27 AM IST

ବଲାଙ୍ଗିର: ଆୟବହିର୍ଭୂତ ସମ୍ପତ୍ତି ଠୁଲ ଅଭିଯୋଗରେ ବଲାଙ୍ଗିର ଜିଲ୍ଳା ମହଲାଇର ଭେଟେନାରୀ ଲାଇଫ୍‌ଷ୍ଟକ୍ ଇନ୍ସପେକ୍ଟର ପ୍ରଦୀପ କୁମାର ମିଶ୍ରଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି। ବଲାଙ୍ଗିର, ସୋନପୁର, ବରଗଡ ଓ ସମ୍ୱଲପୁର ଭିଜିଲାନ୍ସ ଟିମ୍ ମିଳିତ ଭାବେ ପ୍ରଦୀପଙ୍କ ମହଲେଇ କାର୍ଯ୍ୟାଳୟ, ବଲାଙ୍ଗିର ଉତ୍କଳ ନଗରରେ ଥିବା ନିଜ ଘର, ବେହେରାପାଲିର ପୈତ୍ତୃକ ଘର, ସ୍ତ୍ରୀ ରହୁଥିବା ଉଲୁଣ୍ଡା ଓ ଶାଶୁ ଘର ତେଣ୍ଡାରେ ଭିଜିଲାନ୍ସ ଚଢାଉ କରିଛି। ଚଢାଉ ସମୟରେ ଭିଜିଲାନ୍ସ ବିଭିନ୍ନ ଲୋକଙ୍କ ନାଁରେ ଥିବା ବ୍ୟାଙ୍କ ଖାତା ଓ ଋଣ କାଗଜପତ୍ର ଜବତ କରିଛି।

Related story