ଭୁଲ୍ ମାନିଲେ କଂସ ମହାରାଜ

ବରଗଡ଼: ଯାଜପୁର ଜିଲ୍ଲା ଧର୍ମଶାଳା ମହୋତ୍ସବରେ କଂସ ବେଶରେ ଅଭିନୟ କରି ସେ ଭୁଲ୍ କରିଛନ୍ତି ବୋଲି କହିଛନ୍ତି ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ। ଧର୍ମଶାଳା ମହୋତ୍ସବରେ କଂସ ବେଶରେ ଅଭିନୟ କରିବା ନେଇ ବରଗଡ଼ ଅତିରିକ୍ତ ଜଲ୍ଲାପାଳ ବିଜୟ କୁମାର ରଥଙ୍କ ନିକଟରୁ କାରଣ ଦର୍ଶାଅ ନୋଟିସ୍ ପାଇବା ପରେ ସେ ଆଜି ଏକଥା କହିଛନ୍ତି। ହୃଷିକେଶ କହିଛନ୍ତି,“ମୁଁ ଭୁଲ୍ କରି ଦେଇଛି। ଏହାର ଆଉ ପୁନରାବୃତ୍ତି କରିବି […]

hrushikesh

hrushikesh

Rakesh Mallick
  • Published: Thursday, 29 December 2016
  • Updated: 30 December 2016, 12:24 PM IST

Sports

Latest News

hrushikeshବରଗଡ଼: ଯାଜପୁର ଜିଲ୍ଲା ଧର୍ମଶାଳା ମହୋତ୍ସବରେ କଂସ ବେଶରେ ଅଭିନୟ କରି ସେ ଭୁଲ୍ କରିଛନ୍ତି ବୋଲି କହିଛନ୍ତି ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ। ଧର୍ମଶାଳା ମହୋତ୍ସବରେ କଂସ ବେଶରେ ଅଭିନୟ କରିବା ନେଇ ବରଗଡ଼ ଅତିରିକ୍ତ ଜଲ୍ଲାପାଳ ବିଜୟ କୁମାର ରଥଙ୍କ ନିକଟରୁ କାରଣ ଦର୍ଶାଅ ନୋଟିସ୍ ପାଇବା ପରେ ସେ ଆଜି ଏକଥା କହିଛନ୍ତି।

ହୃଷିକେଶ କହିଛନ୍ତି,“ମୁଁ ଭୁଲ୍ କରି ଦେଇଛି। ଏହାର ଆଉ ପୁନରାବୃତ୍ତି କରିବି ନାହିଁ ବୋଲି କାରଣ ଦର୍ଶାଅ ନୋଟିସ୍‌ର ଜବାବରେ ଲେଖିକି ଦେବି। ଭବିଷ୍ୟତରେ ଆଉ ଏପରି ଭୁଲ୍ ହେବ ନାହିଁ।”

ମଙ୍ଗଳବାର ଧର୍ମଶାଳାରେ କଂସ ଭୂମିକାରେ ଅଭିନୟ କରିଥିଲେ ହୃଷିକେଶ ଭୋଇ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଆସନ୍ତା ୨ ତାରିଖରୁ ଆରମ୍ଭ ହେବାକୁ ଥିବା ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ପାଇଁ ବରଣ କରାଯାଇଛି। ଏଭଳି ସ୍ଥିତିରେ ବରଗଡ଼ ଧନୁଯାତ୍ରାର ପରମ୍ପରା ଭଙ୍ଗ ହୋଇଥିବା ଦର୍ଶାଇ ଅତିରିକ୍ତ ଜିଲ୍ଲାପାଳ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story