ବାଲେଶ୍ୱର: ଆଜି ହେବ ବାରାକ-୮ର ପରୀକ୍ଷଣ

ବାଲେଶ୍ୱର: ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ବାଲାଷ୍ଟିକ୍‌ ମିଜାଇଲ ‘ବାରାକ୍-୮’ର ପରୀକ୍ଷଣ ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷାକେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼ରୁ କରାଯିବ। ଏହି ପରୀକ୍ଷା ପାଇଁ ସ୍ଥଳସେନା ଓ ଡିଆରଡିଓ ପକ୍ଷର ପ୍ରସ୍ତୁତି ଶେଷ ହୋଇଛି। ଭାରତ ଓ ଇସ୍ରାଇଲ ମିଳିତ ସହଯୋଗରେ ନିର୍ମାଣ କରାଯାଇଥିବା ଏହି ‘ବାରାକ୍‌-୮’ ମିଜାଇଲ୍‌ ୭୦ କିଲୋମିଟର ଦୂରତା ମଧ୍ୟରେ ଲକ୍ଷ୍ୟଭେଦ କରାଯାଇପାରିବ। ମିଳିଥିବା ସୂଚନା ମୁତାବକ ପ୍ରଥମେ ଆଇଟିଆରର ୧ ନମ୍ବର ଲଞ୍ଚପ୍ୟାଡ୍‌ରୁ ଟାର୍ଗେଟ ମିଜାଇଲ୍‌କୁ […]

barak-8

barak-8

Rakesh Mallick
  • Published: Wednesday, 29 June 2016
  • Updated: 29 June 2016, 04:37 PM IST

Sports

Latest News

barak-8ବାଲେଶ୍ୱର: ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ବାଲାଷ୍ଟିକ୍‌ ମିଜାଇଲ ‘ବାରାକ୍-୮’ର ପରୀକ୍ଷଣ ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷାକେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼ରୁ କରାଯିବ। ଏହି ପରୀକ୍ଷା ପାଇଁ ସ୍ଥଳସେନା ଓ ଡିଆରଡିଓ ପକ୍ଷର ପ୍ରସ୍ତୁତି ଶେଷ ହୋଇଛି। ଭାରତ ଓ ଇସ୍ରାଇଲ ମିଳିତ ସହଯୋଗରେ ନିର୍ମାଣ କରାଯାଇଥିବା ଏହି ‘ବାରାକ୍‌-୮’ ମିଜାଇଲ୍‌ ୭୦ କିଲୋମିଟର ଦୂରତା ମଧ୍ୟରେ ଲକ୍ଷ୍ୟଭେଦ କରାଯାଇପାରିବ।

ମିଳିଥିବା ସୂଚନା ମୁତାବକ ପ୍ରଥମେ ଆଇଟିଆରର ୧ ନମ୍ବର ଲଞ୍ଚପ୍ୟାଡ୍‌ରୁ ଟାର୍ଗେଟ ମିଜାଇଲ୍‌କୁ ଛଡାଯିବ। ଏହା ପରେ ଟାର୍ଗେଟ ମିଜାଇଲ୍‌କୁ ଇଣ୍ଟରସେପ୍ଟ କରି ‘ବାରାକ୍‌’ ମିଜାଇଲକୁ ୩ ନମ୍ବର ଲଞ୍ଜପ୍ୟାଡରୁ ଉତ୍‌କ୍ଷେପଣ ହେବ। ଏହି ପରୀକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୩ ନମ୍ବର ଲଞ୍ଜପ୍ୟାଡର ଅଢେଇ କିଲୋମିଟର ପରିଧୀ ମଧ୍ୟରୁ ମୋଟ୍‌ ୩,୬୫୨ଜଣ ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

‘ବରାକ୍‌-୮’ ମିଜାଇଲ୍‌ର ଲମ୍ବ ୪.୫ ମିଟର ଲମ୍ବ ହୋଇଥିବା ବେଳେ ଏହାର ଓଜନ ୨୭୫ କିଲୋଗ୍ରାମ। ଏଥିରେ ପ୍ରାୟ ୬୦ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରାଯାଇପାରିବ। ପ୍ରତି ସେକେଣ୍ଡରେ ୬୮୦ ମିଟର ଗତି କରୁଥିବା ଏହି କ୍ଷେପଣାସ୍ତ୍ରରେ ଦୁଇଟି ସ୍ତରରେ ଇଞ୍ଜିନ୍‌ ବ୍ୟବହାର କରାଯାଇଛି।

ଆଜି ପରୀକ୍ଷା କରାଯିବାକୁ ଥିବା ଏହି ମିଜାଇଲ୍‌ର ନାଭାଲ ଭର୍ସନକୁ ପ୍ରଥମ ଥର ପାଇଁ ୨୦୧୫ ଡିସେମ୍ବର ୨୯ ଓ ୩୦ ତାରିଖରେ ବଙ୍ଗୋପସାଗର ମଧ୍ୟରୁ ଆଇଏନ୍‌ଏସ୍‌ କୋଲକାତା ଯୁଦ୍ଧଯାହାଜରୁ ସଫଳତାରୁ ସହିତ ପରୀକ୍ଷା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story