ବାରଙ୍ଗ ଓ କଟକ ରାସ୍ତା ଦୋହରୀକରଣ କାମ ସରିଥିବାରୁ କିଛି ଟ୍ରେନ୍ କଟକ ଦେଇ ଯାଉ: ଭର୍ତ୍ତୃହରି ମହତାବ

ଭୁବନେଶ୍ୱର: ବାରଙ୍ଗ ଓ କଟକ ରାସ୍ତା ଦୋହରୀକରଣ କାର୍ଯ୍ୟ ସରି ଯାଇଥିବାରୁ କେତୋଟି ଟ୍ରେନକୁ କଟକ ଦେଇ ଯିବା ପାଇଁ ଶୁକ୍ରବାର ସାଂସଦ ଭର୍ତ୍ତୃହରି ମହତାବ ଦାବି କରିଛନ୍ତି । ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି, ଭୁବନେଶ୍ୱର-ବଲାଙ୍ଗିର ସୁପରଫାଷ୍ଟ ପରି ଟ୍ରେନ୍ ଯାହା ବାରଙ୍ଗ ଦେଇ ଯାଉଥିଲା କଟକ ଦେଇ ଯିବାକୁ ସେ ଦାବି କରିଛନ୍ତି। ତେବେ ଦୂରଗାମୀ ଟ୍ରେନ୍ ଦିବ୍ରୁଗଡ-ଚେନ୍ନାଇ, ଗୋହାଟି-ଚେନ୍ନାଇ, ହାୱାଡା-ତିରୁଚିଲ୍ଲାପଲ୍ଲି , ହାୱାଡା-କନ୍ୟାକୁମାରୀ  ଟ୍ରେନ୍ ଆଦି କଟକରେ ରହଣୀ କରିବାକୁ ସେ ଦାବି କରିଛନ୍ତି । ଏ ନେଇ ସେ ରେଳୱେ ବୋର୍ଡରର ମେମ୍ୱରଙ୍କୁ ଜଣାଇଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ

କୋଭିଡ୍ ହସ୍‌ପିଟାଲ୍ ଯିବାକୁ ନାରାଜ କରୋନା ରୋଗୀ, ତହସିଲ୍‌ଦାରଙ୍କୁ କଲେ ଦୁର୍ବ୍ୟବହାର

ଫସର ଫାଟିଲା ଯୋଜନା, ଧରାପଡ଼ିଗଲେ

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ଙ୍କୁ କରୋନା

ଖୋଲିବ ଆଉ ୬୫ଟି ନୂଆ ଜେଏମଏଫସି କୋର୍ଟ, ଅନୁମତି ଦେଲେ ହାଇକୋର୍ଟ

ସର୍ବସାଧାରଣ ସ୍ଥାନରେ ହୋଇପାରିବନି ଗଣେଶ ପୂଜା

ୱିଙ୍ଗ କମାଣ୍ଡର ନିଖିଲ ରଥଙ୍କୁ ଶୁଭେଚ୍ଛା

କରୋନା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନକୁ କଣ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ଆରୋଗ୍ୟ ହେଲେ ୧୫୪୪ କରୋନା ଆକ୍ରାନ୍ତ

ସରକାରଙ୍କୁ ସବୁ ବାଧୁଛି, ତା’ହେଲେ କହିବ କିଏ?

ପ୍ରଶାସନିକ ସେବା କ୍ଷେତ୍ରରେ କଣ୍ଟାବାଞ୍ଜିର ନୂଆ ଅଧ୍ୟାୟ

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ! ଡାକ୍ତରଙ୍କୁ ପିଟିଲେ ଉତ୍ତ୍ୟକ୍ତ ଲୋକେ

ବିଜେପି ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ