ପୁଣି ପଦାକୁ ଆସିଲା ଜିଲ୍ଲାପାଳ ଓ ଏସପିଙ୍କ ବିଳାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜକୋଷ ଅର୍ଥରେ ଅୟସ କରିବାର ପୁଣି ଏକ ତଥ୍ୟ ପଦାକୁ ଆସିଛି। ପୂର୍ବରୁ ରାଉରକେଲାରେ ନିଜ ସରକାରୀ ବାସଭବନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଆଇଏଏସ୍ ରଶ୍ମିତା ପଣ୍ଡାକୁ ଚର୍ଚ୍ଚାକୁ ଆସିଥିବାବେଳେ ଏବେ ଦେବଗଡ଼ ଜିଲ୍ଲାର ଜିଲ୍ଲାପାଳ ଓ ପୁଲିସ୍ ଏସପିଙ୍କ ସରକାରୀ ବାସଭବନ ସାଜସଜ୍ଜା ନାଁରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ସୂଚନା କର୍ମୀ ସନ୍ତୋଷ ମହାନ୍ତିଙ୍କୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୫-୧୬ରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ସରକାରୀ ବାସଭବନ […]

house-750x420

house-750x420

Manoranjan Sial
  • Published: Thursday, 12 September 2019
  • Updated: 12 September 2019, 09:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜକୋଷ ଅର୍ଥରେ ଅୟସ କରିବାର ପୁଣି ଏକ ତଥ୍ୟ ପଦାକୁ ଆସିଛି। ପୂର୍ବରୁ ରାଉରକେଲାରେ ନିଜ ସରକାରୀ ବାସଭବନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଆଇଏଏସ୍ ରଶ୍ମିତା ପଣ୍ଡାକୁ ଚର୍ଚ୍ଚାକୁ ଆସିଥିବାବେଳେ ଏବେ ଦେବଗଡ଼ ଜିଲ୍ଲାର ଜିଲ୍ଲାପାଳ ଓ ପୁଲିସ୍ ଏସପିଙ୍କ ସରକାରୀ ବାସଭବନ ସାଜସଜ୍ଜା ନାଁରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ସୂଚନା କର୍ମୀ ସନ୍ତୋଷ ମହାନ୍ତିଙ୍କୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୫-୧୬ରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ସରକାରୀ ବାସଭବନ ଓ ଅଫିସ ସାଜସଜ୍ଜାରେ କୋଟିଏରୁ ଅଧିକ ଖର୍ଚ୍ଚ ହୋଇଛି।

୨୦୧୮-୧୯ ଆର୍ଥିକ ବର୍ଷରେ ଜିଲ୍ଲାପାଳଙ୍କ ସରକାରୀ ଅଫିସରେ ମୋଟ ୧୦.୩୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ସରକାରୀ ବାସଭବନରେ ୨୬.୮୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବରିଷ୍ଠ ଓଏଏସ୍ ସୁଧାଂଶୁ ମୋହନ ସାମଲ ୨୦୧୮ ଅଗଷ୍ଟ ମାସରୁ ଦେବଗଡ଼ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବାବେଳେ ଏହି ଅର୍ଥ ଖର୍ଚ୍ଚ ହୋଇଛି। ସେହିପରି ଓଏଏସ୍ ପୂର୍ଣ୍ଣଚନ୍ଦ୍ର ପାଠୀ ଦେବଗଡ଼ ଜିଲ୍ଲାପାଳ ଭାବେ ୨୦୧୬ ଜୁନରୁ ୨୦୧୮ ମେ’ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ତାଙ୍କ ସମୟରେ ଜିଲ୍ଲାପାଳଙ୍କ ସରକାରୀ ଅଫିସରରେ ୭.୦୮ଲକ୍ଷ ଟଙ୍କା ଓ ସରକାରୀ ବାସଭବନରେ ୧୧.୭୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ତାଙ୍କ ପୂର୍ବରୁ ଗୁହା ପୁନମ କୁମାର ୨୦୧୪ ଅଗଷ୍ଟରୁ ୨୦୧୬ ମେ’ ପର୍ଯ୍ୟନ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ୨୦୧୫-୧୬ ଆର୍ଥିକ ବର୍ଷରେ ଜିଲ୍ଲାପାଳଙ୍କ ବାସଭବନରେ ୧୪.୩୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଅଫିସରେ ୩.୩୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୫-୧୬ରୁ ୨୦୧୮-୧୯ ମସିହା ମଧ୍ୟରେ ମୋଟ ୫୨.୯୨ଲକ୍ଷ ଟଙ୍କା କେବଳ ସରକାରୀ ବାସଭବନ ଓ ୨୦.୮୨ଲକ୍ଷ ଟଙ୍କା ସରକାରୀ ଅଫିସରେ ସାଜସଜ୍ଜାରେ ଜିଲ୍ଲାପାଳମାନେ ଖର୍ଚ୍ଚ କରିଛନ୍ତି।

ସେହିପରି ୨୦୧୫-୧୬ରୁ ୨୦୧୮-୧୯ ମସିହା ମଧ୍ୟରେ ଜିଲ୍ଲା ଏସପି ଭାବେ ସାରା ଶର୍ମା, ବି.ଗଙ୍ଗାଧର ଓ ଅନୁପମା ଜେମସ କାର୍ଯ୍ୟ କରିଛନ୍ତି। ଏହି ସମୟ ମଧ୍ୟରେ ଏସପିଙ୍କ ସରକାରୀ ବାସଭବନର ସାଜସଜ୍ଜାରେ ୩୦.୨୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସରକାରୀ ଅଫିସରେ ୪.୯୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ତା’ପୁଣି କେବଳ ସାରା ଶର୍ମାଙ୍କ କାର୍ଯ୍ୟକାଳରେ।

ତେବେ ପ୍ରଶ୍ନ ଉଠୁଛି ଜିଲ୍ଲାପାଳ ଓ ଏସପିଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ କ୍ୱାଟର୍ସ ସମାନ ରହୁଥିବାବେଳେ ବାରମ୍ବାର ଏଠାରେ ସାଜସଜ୍ଜା ନାଁରେ ଖର୍ଚ୍ଚ ହେଉଥିବା ରାଜକୋଷ ପାଣ୍ଠି ପ୍ରକୃତରେ ମରାମତି କାର୍ଯ୍ୟରେ ଲାଗେ ନା ବାଟମାରଣା ହୁଏ।ଦେବଗଡ଼ ଭଳି ଆଦିବାସୀବହୁଳ ଓ ଗରିବ ଜିଲ୍ଲାରେ ଏହି ଅର୍ଥରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇପାରିଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story