ବରଗଡ: ନିଖୋଜ ୩ ନାବାଳିକା ଛାତ୍ରୀ ଉଦ୍ଧାର

ବରଗଡ: ୩ଜଣ ନିଖୋଜ ନାବାଳିକା ଛାତ୍ରୀଙ୍କୁ ସଦର ପୋଲିସ ଉଦ୍ଧାର କରିଛି । ନିଖୋଜ ଛାତ୍ରୀମାନେ ବରଗଡ ସଦର ଥାନା ଅନ୍ତର୍ଗତ ପର୍ଥଲା ଗାଁର । ଗତ ୧ ତାରିଖ ଅପରାହ୍ନ ପ୍ରାୟ ୨ଟାରେ ଘରେ କଳି କରି ଏମାନେ କେଉଁଆଡେ ଚାଲିଯାଇଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରି ନିରାଶ ହେବେ ପରେ ସେହିଦିନ ରାତି ପ୍ରାୟ ୯ଟାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଗାଁକୁ ଯାଇ ଘଟଣାର […]

brd

brd

Rakesh Mallick
  • Published: Monday, 03 August 2015
  • Updated: 03 August 2015, 10:36 AM IST

ବରଗଡ: ୩ଜଣ ନିଖୋଜ ନାବାଳିକା ଛାତ୍ରୀଙ୍କୁ ସଦର ପୋଲିସ ଉଦ୍ଧାର କରିଛି । ନିଖୋଜ ଛାତ୍ରୀମାନେ ବରଗଡ ସଦର ଥାନା ଅନ୍ତର୍ଗତ ପର୍ଥଲା ଗାଁର । ଗତ ୧ ତାରିଖ ଅପରାହ୍ନ ପ୍ରାୟ ୨ଟାରେ ଘରେ କଳି କରି ଏମାନେ କେଉଁଆଡେ ଚାଲିଯାଇଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରି ନିରାଶ ହେବେ ପରେ ସେହିଦିନ ରାତି ପ୍ରାୟ ୯ଟାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଗାଁକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ତେବେ ନିଖୋଜ ଛାତ୍ରୀମାନେ ବରଗଡରୁ ସମଲେଇଶ୍ୱରୀ-ହାୱଡା ଟ୍ରେନ ଯୋଗେ ଜମସେଦପୁର ଯାଇଥିବା ଫୋନ କରି ପରିବାର ଲୋକଙ୍କୁ ଜଣାଇଥିଲେ । ଛାତ୍ରୀଙ୍କ ମଧ୍ୟରେ ଜଣଙ୍କ ଦେହ ଅସୁସ୍ଥ ଥିବା ସେମାନେ ପରିବାର ଲୋକଙ୍କୁ ଜଣାଇଥିଲେ । ସୂଚନା ମିଳିବା ପରେ ପୋଲିସ ସହାୟତାରେ ୩ ଛାତ୍ରୀ ଜମସେଦପୁର-ରାୟଗଡା ଟ୍ରେନ ଯୋଗେ ସମ୍ୱଲପୁର ଫେରିବା ସହ ସୋମବାର ସକାଳେ ବସ ଯୋଗେ ବରଗଡ ଆସିଥିଲେ । ଅନ୍ୟପକ୍ଷେ ନିଖୋଜ ଛାତ୍ରୀଙ୍କ ଅଭିଭାବକଙ୍କ ଅଭିଯୋଗ କ୍ରମେ ବରଗଡ ସଦର ଥାନାରେ ୩୬୩ ଆଇପିସିରେ ୩ଟି ମାମଲା (ନଂ. ୧୭୪/୧୨, ନଂ. ୧୭୫/୧୨ ଓ ନଂ. ୧୭୬/୧୨) ରୁଜୁ କରିଥିଲା । ଖବର ମିଳିବା ପରେ ବରଗଡ ସଦର ଆଇଆଇସି ତାରାଜସ୍ମିନ ଗୁରିଆ, ଏସ‌ଆଇ ସତ୍ୟ କଣ୍ଡେଳକର, ଏସଆଇ ଏସ.କେ. ପରିଡା, ଏସଆଇ ଏମ. କାଲୋ, ଏସଆଇ ଶ୍ୱେତପଦ୍ମା ବିଶ୍ୱାଳ ଏବଂ ଏଏସଆଇ କୁନୁ ସାହୁ ନିଖୋଜ ନାବାଳିକାମାନେ ଘରେ ପହଞ୍ଚିବାରେ ସହଯୋଗ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story