ଆସନ୍ତାକାଲି ରାଜ୍ୟକାର୍ଯ୍ୟକାରିଣୀ: ଯୋଗଦେବେ ୨୮୮ ପ୍ରତିନିଧି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବାରିପଦାରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ। ଏଥିରେ ରାଜ୍ୟ ଓ ଜାତୀୟସ୍ତରର ପାଖାପାଖି ୨୮୮ ଜଣ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜାତୀୟ କାର୍ଯ୍ୟକାରିଣୀରେ ହୋଇଥିବା ନିଷ୍ପତ୍ତିକୁ କିପରି ତୃଣମୂଳସ୍ତରରେ ପହଞ୍ଚିବ ସେ ନେଇ ମାନସ ମନ୍ଥନ ହୋଇପାରେ। କାର୍ଯ୍ୟକାରିଣୀ ଆରମ୍ଭ ହେବା ପୂର୍ବରୁ ଆସନ୍ତାକାଲି ସକାଳ ୯ଟାରେ ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା ଆୟୋଜନ କରାଯିବ। ଏହି ଶୋଭାଯାତ୍ରା ସହର ପରିକ୍ରମା କରି କାର୍ଯ୍ୟକାରିଣୀ ସ୍ଥଳରେ ପହଞ୍ଚିବ। ଏଥିରେ କେନ୍ଦ୍ରମନ୍ତ୍ରୀ ଜୁଏଲ […]

bjp state executive

bjp state executive

Rakesh Mallick
  • Published: Friday, 21 April 2017
  • Updated: 21 April 2017, 05:46 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବାରିପଦାରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ। ଏଥିରେ ରାଜ୍ୟ ଓ ଜାତୀୟସ୍ତରର ପାଖାପାଖି ୨୮୮ ଜଣ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜାତୀୟ କାର୍ଯ୍ୟକାରିଣୀରେ ହୋଇଥିବା ନିଷ୍ପତ୍ତିକୁ କିପରି ତୃଣମୂଳସ୍ତରରେ ପହଞ୍ଚିବ ସେ ନେଇ ମାନସ ମନ୍ଥନ ହୋଇପାରେ।

କାର୍ଯ୍ୟକାରିଣୀ ଆରମ୍ଭ ହେବା ପୂର୍ବରୁ ଆସନ୍ତାକାଲି ସକାଳ ୯ଟାରେ ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା ଆୟୋଜନ କରାଯିବ। ଏହି ଶୋଭାଯାତ୍ରା ସହର ପରିକ୍ରମା କରି କାର୍ଯ୍ୟକାରିଣୀ ସ୍ଥଳରେ ପହଞ୍ଚିବ। ଏଥିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଶ୍ୱଭୂଷଣ ହରିଚନ୍ଦନ, ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story