ରାତି ସାରା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି

ବାରିପଦା (ମାଣିକଲାଲ୍‌ ପାଣି): ଆଜି ଶ୍ରୀକ୍ଷେତ୍ରରେ ହୋଇଛି ରଥଯାତ୍ରା। ମାତ୍ର ଆସନ୍ତାକାଲି ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ରଥ ଟଣା ଆରମ୍ଭ ହେବ। ଆଜି ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥ ଉପରେ ବିରାଜମାନ କରାଯାଇଥିଲା। ତା’ପରେ ଶ୍ରଦ୍ଧାଳୁମାନେ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିଲେ। ଆସନ୍ତାକାଲି ଅପରାହ୍ନ ୨.୩୦ ମିନିଟ୍‌ରେ ମହାପ୍ରଭୁ ବଳଭଦ୍ରଙ୍କ ରଥକୁ ଭକ୍ତମାନେ ମାଉସୀ ମାଆ ମନ୍ଦିର ପର୍ଯ୍ୟନ୍ତ ଟାଣିନେବେ। ପରେ ଭଉଣୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଅଧବାଟ (ଟାଉନ୍‌ ଥାନା) […]

baripada-ratha-yatra

baripada-ratha-yatra

Manoranjan Sial
  • Published: Thursday, 04 July 2019
  • Updated: 04 July 2019, 06:02 PM IST

ବାରିପଦା (ମାଣିକଲାଲ୍‌ ପାଣି): ଆଜି ଶ୍ରୀକ୍ଷେତ୍ରରେ ହୋଇଛି ରଥଯାତ୍ରା। ମାତ୍ର ଆସନ୍ତାକାଲି ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ରଥ ଟଣା ଆରମ୍ଭ ହେବ। ଆଜି ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥ ଉପରେ ବିରାଜମାନ କରାଯାଇଥିଲା। ତା’ପରେ ଶ୍ରଦ୍ଧାଳୁମାନେ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିଲେ।

ଆସନ୍ତାକାଲି ଅପରାହ୍ନ ୨.୩୦ ମିନିଟ୍‌ରେ ମହାପ୍ରଭୁ ବଳଭଦ୍ରଙ୍କ ରଥକୁ ଭକ୍ତମାନେ ମାଉସୀ ମାଆ ମନ୍ଦିର ପର୍ଯ୍ୟନ୍ତ ଟାଣିନେବେ। ପରେ ଭଉଣୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଅଧବାଟ (ଟାଉନ୍‌ ଥାନା) ପର୍ଯ୍ୟନ୍ତ ଟାଣିନେବେ। ରାତିରେ ବଳଭଦ୍ର ମାଉସୀ ମାଆ ମନ୍ଦିର ନିକଟରେ, ସୁଭଦ୍ରା ଅଧାରାସ୍ତାରେ ଓ ଜଗନ୍ନାଥ ବଡ଼ଦେଉଳ ପାଖରେ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବେ। ଶନିବାର ଦିନ ଭକ୍ତମାନେ ଦେବୀ ସୁଭଦ୍ରା ଓ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ରଥକୁ ମାଉସୀ ମାଆ ମନ୍ଦିରକୁ ଟାଣିନେବେ।

ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ ମାଉସୀ ମାଆ ମନ୍ଦିର ନିକଟରେ ପହଞ୍ଚିବା ପରେ ଶ୍ରଦ୍ଧା ଲଡୁ ଫିଙ୍ଗିବାର ପରମ୍ପରା ରହିଛି। ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଲଡୁ ଫିଙ୍ଗାଯାଏ। ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ସେହି ଲଡୁକୁ ସଂଗ୍ରହ କରିଥାଆନ୍ତି। ରଥ ଉପରୁ ଫିଙ୍ଗା ଯାଉଥିବା ଲଡୁକୁ ଧରିବା ପାଇଁ ଭକ୍ତଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହୁଏ। ଏହି ପରମ୍ପରା କେଉଁ କାଳରୁ ରହି ଆସିଛି। ରାତି ପ୍ରାୟ ୧୧ଟା ବେଳେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡିରେ ମାଉସୀ ମାଆଙ୍କ ମନ୍ଦିରକୁ ନିଆଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story