ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ତିନି ଠାକୁରଙ୍କ ଦେବସ୍ନାନ ପୂର୍ଣ୍ଣିମା

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲ୍ଲା ବାରିପଦାର ହରିବଳଦେବଜୀଉଙ୍କ ମନ୍ଦିରରେ ଆଜି ତିନି ଠାକୁରଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି। ନୀତି ଅନୁସାରେ ଭୋର ୪ଟାରେ ମଙ୍ଗଳଆଳତି ପରେ ପହଣ୍ଡି କରାଯାଇ ଠାକୁରଙ୍କୁ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ସ୍ନାନ ମଣ୍ଡପରେ ଗଙ୍ଗାଧୂପ, ପଞ୍ଚାମୃତ ସ୍ନାନ କରାଯାଇ ୧୦୮ ପଇଡ଼ ଓ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରାଯାଇଥିଲା। ଏହାପରେ ମହାପ୍ରଭୁ ଚନ୍ଦନ ବେଶ ହୋଇ ସୂର୍ଯ୍ୟପୂଜା ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ଏହାକୁ […]

baripada

baripada

Rakesh Mallick
  • Published: Monday, 20 June 2016
  • Updated: 20 June 2016, 12:00 PM IST

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲ୍ଲା ବାରିପଦାର ହରିବଳଦେବଜୀଉଙ୍କ ମନ୍ଦିରରେ ଆଜି ତିନି ଠାକୁରଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି। ନୀତି ଅନୁସାରେ ଭୋର ୪ଟାରେ ମଙ୍ଗଳଆଳତି ପରେ ପହଣ୍ଡି କରାଯାଇ ଠାକୁରଙ୍କୁ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ସ୍ନାନ ମଣ୍ଡପରେ ଗଙ୍ଗାଧୂପ, ପଞ୍ଚାମୃତ ସ୍ନାନ କରାଯାଇ ୧୦୮ ପଇଡ଼ ଓ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରାଯାଇଥିଲା।

ଏହାପରେ ମହାପ୍ରଭୁ ଚନ୍ଦନ ବେଶ ହୋଇ ସୂର୍ଯ୍ୟପୂଜା ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ଏହାକୁ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଆଜି ସନ୍ଧ୍ୟାରେ ପୁନେଇ ଚୁଳି ବେଶ ହେବା ପରେ ଗଜ ବେଶ ହେବାର ପରମ୍ପରା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story