ବରିଷ୍ଠ ନାଗରିକଙ୍କ ସୁରକ୍ଷା ଚିନ୍ତା: ଟୁଇନସିଟିର ବିଭିନ୍ନ ଥାନାରେ ନିଯୁକ୍ତ ହେବେ ନୋଡାଲ୍ ଅଫିସର

ଭୁବନେଶ୍ୱର: ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଯୋଗାଇବା ଲକ୍ଷ୍ୟରେ ଟୁଇନସିଟିର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଥାନାଗୁଡ଼ିକରେ ନୋଡାଲ୍ ଅଫିସରଙ୍କୁ ନିଯୁକ୍ତି ଦିଆଯିବ। ପୋଲିସ ଡିଜି କେ.ବି. ସିଂହ ଏହି ସୂଚନା ଦେଇଛନ୍ତି। ଏହା ମାଧ୍ୟମରେ ପୋଲିସ ଓ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଥିବା ମତଭେଦକୁ ଦୂର କରିବା ପାଇଁ ଉଦ୍ୟମ କରାଯିବ। ରବିବାର ଭୁବନେଶ୍ୱର ଜୟଦେବ ଭବନରେ ଟୁଇନସିଟିର ବରିଷ୍ଠ ନାଗରିକଙ୍କୁ ନେଇ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ସୁରକ୍ଷା ଦୃଷ୍ଟିକୋଣରୁ […]

senier-cityzen

senier-cityzen

Rakesh Mallick
  • Published: Sunday, 06 December 2015
  • Updated: 07 December 2015, 03:27 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଯୋଗାଇବା ଲକ୍ଷ୍ୟରେ ଟୁଇନସିଟିର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଥାନାଗୁଡ଼ିକରେ ନୋଡାଲ୍ ଅଫିସରଙ୍କୁ ନିଯୁକ୍ତି ଦିଆଯିବ। ପୋଲିସ ଡିଜି କେ.ବି. ସିଂହ ଏହି ସୂଚନା ଦେଇଛନ୍ତି। ଏହା ମାଧ୍ୟମରେ ପୋଲିସ ଓ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଥିବା ମତଭେଦକୁ ଦୂର କରିବା ପାଇଁ ଉଦ୍ୟମ କରାଯିବ। ରବିବାର ଭୁବନେଶ୍ୱର ଜୟଦେବ ଭବନରେ ଟୁଇନସିଟିର ବରିଷ୍ଠ ନାଗରିକଙ୍କୁ ନେଇ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ସୁରକ୍ଷା ଦୃଷ୍ଟିକୋଣରୁ ବରିଷ୍ଠ ନାଗରିକମାନେ ରହୁଥିବା ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇବାକୁ ପରାମର୍ଶ ଦେଇଥିଲେ ପୋଲିସ କମିଶନର। ଘରେ ରଖୁଥିବା ଚାକରାଣୀ, ଡ୍ରାଇଭର ଓ ଭଡାଟିଆଙ୍କ ସମସ୍ତ ତଥ୍ୟ ରଖିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story