ବରିଷ୍ଠ ସାହିତ୍ୟିକ ମନୋଜ ପଣ୍ଡାଙ୍କୁ ‘ସାରଳା ପୁରସ୍କାର’

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ମନୋଜ କୁମାର ପଣ୍ଡାଙ୍କୁ ଚଳିତବର୍ଷର ଶାରଳା ପୁରସ୍କାର ପ୍ରଦାନ କରାଯାଇଛି। ଇମ୍ଫା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଶାରଳା ପୁରସ୍କାର ସମାରୋହରେ ବିଶିଷ୍ଟ ହିନ୍ଦୀ ସାହିତ୍ୟିକା ମୃଦୁଳ ଗର୍ଗ ଅତିଥିଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ‘ମାୟା ବଗିଚା’ ଗଳ୍ପ ସଙ୍କଳନ ପାଇଁ ସାହିତ୍ୟିକ ମନୋଜ ପଣ୍ଡାଙ୍କୁ ଏହି ପୁରସ୍କାର ପାଇଛନ୍ତି। ପୁରସ୍କାର ବାବଦକୁ ଶ୍ରୀ ପଣ୍ଡାଙ୍କୁ ୫ ଲକ୍ଷ ଟଙ୍କା ଓ ତାମ୍ର ଫଳକ ପ୍ରଦାନ କରାଯାଇଛି। ସେହିପରି […]

sahityakita manoj panda

sahityakita manoj panda

Rakesh Mallick
  • Published: Monday, 26 October 2015
  • Updated: 26 October 2015, 04:29 PM IST

Sports

Latest News

sarala-puraskarଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ମନୋଜ କୁମାର ପଣ୍ଡାଙ୍କୁ ଚଳିତବର୍ଷର ଶାରଳା ପୁରସ୍କାର ପ୍ରଦାନ କରାଯାଇଛି। ଇମ୍ଫା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଶାରଳା ପୁରସ୍କାର ସମାରୋହରେ ବିଶିଷ୍ଟ ହିନ୍ଦୀ ସାହିତ୍ୟିକା ମୃଦୁଳ ଗର୍ଗ ଅତିଥିଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ‘ମାୟା ବଗିଚା’ ଗଳ୍ପ ସଙ୍କଳନ ପାଇଁ ସାହିତ୍ୟିକ ମନୋଜ ପଣ୍ଡାଙ୍କୁ ଏହି ପୁରସ୍କାର ପାଇଛନ୍ତି। ପୁରସ୍କାର ବାବଦକୁ ଶ୍ରୀ ପଣ୍ଡାଙ୍କୁ ୫ ଲକ୍ଷ ଟଙ୍କା ଓ ତାମ୍ର ଫଳକ ପ୍ରଦାନ କରାଯାଇଛି। ସେହିପରି ବିଶିଷ୍ଟ ଚିତ୍ରକର ଡି.ନାରାୟଣ ରାଓଙ୍କୁ ‘ଇଲା ପଣ୍ଡା ଚିତ୍ରକଳା ସମ୍ମାନ’ ଓ ସଙ୍ଗୀତଜ୍ଞ ଶ୍ରୀ ଭୀମସେନ ଶତପଥୀଙ୍କୁ ‘ଇଲା ପଣ୍ଡା ସଂଗୀତ ସମ୍ମାନ’ ପ୍ରଦାନ କରାଯାଇଛି। ଉଭୟଙ୍କୁ ଦେଢ଼ ଲକ୍ଷ ଲେଖାଏଁ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story