ପ୍ରବଳ ବର୍ଷାରେ ବେହାଲ କଟକ ସହର

କଟକ: ମୂଷଳଧାରା ବର୍ଷାରେ କଟକ ସହର ବେହାଲ।  ସହରର ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହିଥିବା ବେଳେ ବସ୍ତି ଓ ତଳିଆ ଅଞ୍ଚଳରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ବାଦାମବାଡି, ଖାନନଗର, ନୂଆପଡା, ନୂଆବଜାର, ବକ୍ସିବଜାର, ସୂତାହାଟ, ତୁଳସୀପୁର, ପଟାପୋଲ, ହଇରାଣପୁର ବସ୍ତି, ତୁଳସୀପୁର ପୋଲିସ୍ କଲୋନୀ ପ୍ରଭୃତି ଅଞ୍ଚଳରେ ଲୋକମାନଙ୍କ ଘରେ ପାଣି ପଶିଥିବା ଦେଖିବାକୁ ମିଳିଛି। ଅନବରତ ବର୍ଷା ଯୋଗୁଁ ଗାଡି ମଟର ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ତେବେ କଟକ ମହାନଗର […]

cuttack

cuttack

Rakesh Mallick
  • Published: Tuesday, 28 July 2015
  • Updated: 28 July 2015, 06:47 AM IST

Sports

Latest News

କଟକ: ମୂଷଳଧାରା ବର୍ଷାରେ କଟକ ସହର ବେହାଲ।  ସହରର ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହିଥିବା ବେଳେ ବସ୍ତି ଓ ତଳିଆ ଅଞ୍ଚଳରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ବାଦାମବାଡି, ଖାନନଗର, ନୂଆପଡା, ନୂଆବଜାର, ବକ୍ସିବଜାର, ସୂତାହାଟ, ତୁଳସୀପୁର, ପଟାପୋଲ, ହଇରାଣପୁର ବସ୍ତି, ତୁଳସୀପୁର ପୋଲିସ୍ କଲୋନୀ ପ୍ରଭୃତି ଅଞ୍ଚଳରେ ଲୋକମାନଙ୍କ ଘରେ ପାଣି ପଶିଥିବା ଦେଖିବାକୁ ମିଳିଛି। ଅନବରତ ବର୍ଷା ଯୋଗୁଁ ଗାଡି ମଟର ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ତେବେ କଟକ ମହାନଗର ନିଗମ ପକ୍ଷରୁ ସ୍ଥାନେ ସ୍ଥାନେ ମଟର ପମ୍ପ୍ ଲଗାଯାଇ ଖାଲୁଆ ଅଞ୍ଚଳରୁ ଜଳ ନିଷ୍କାସନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos