ବୈତରଣୀ ନଦୀରେ ବନ୍ୟା: ଜଳସ୍ତର ଆନନ୍ଦପୁର ଓ ଆଖୁଆପଦା ଠାରେ ବିପଦ ସଙ୍କେତ ଉପରେ,ରେଙ୍ଗାଳିରୁ କାଲି ଛଡାଯିବ ବନ୍ୟାଜଳ

ଭୁବନେଶ୍ୱର/ଆନନ୍ଦପୁର/ଭଦ୍ରକ:  ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହାଦ୍ୱାରା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାର ଧାମନଗର ଅଞ୍ଚଳ ପ୍ରଭାବିତ ହୋଇଛି । ଆନନ୍ଦପୁର ଓ ଆଖୁଆପଦାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।  ଘଟଗାଁ-ହରିଚନ୍ଦନପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ମୂଷଳପୋଲ ଉପରେ ବନ୍ୟାଜଳ ପ୍ରବହିତ ହେଉଛି ।

andapur

andapur

Rakesh Mallick
  • Published: Tuesday, 28 July 2015
  • Updated: 28 July 2015, 12:21 PM IST

Sports

Latest News

andapurଭୁବନେଶ୍ୱର/ଆନନ୍ଦପୁର/ଭଦ୍ରକ:  ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହାଦ୍ୱାରା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାର ଧାମନଗର ଅଞ୍ଚଳ ପ୍ରଭାବିତ ହୋଇଛି । ଆନନ୍ଦପୁର ଓ ଆଖୁଆପଦାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।  ଘଟଗାଁ-ହରିଚନ୍ଦନପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ମୂଷଳପୋଲ ଉପରେ ବନ୍ୟାଜଳ ପ୍ରବହିତ ହେଉଛି ।

anadapur

ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି  ସର୍ତକତା ଅବଲମ୍ୱନ କରାଯାଉଛି ବୋଲି  ଜଳ ସଂପଦ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି। ସଜାଗ ରହିବା ପାଇଁ ସବୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। ବନ୍ୟା ନିୟନ୍ତ୍ରଣର ମୁଖ୍ୟ ଯନ୍ତ୍ରୀ ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି। ଆଖୁଆପଦାଠାରେ ଜଳସ୍ତର ୧୮.୫୭ ମିଟର ରହିଛି। ଏଠାରେ ବିପଦ ସଙ୍କେତ ସ୍ତର ହେଉଛି ୧୭.୮୩ ମିଟର। ସେହିପରି ଆନନ୍ଦପରଠାରେ ବିପଦସଂକେତ ସ୍ତର ୩୮.୩୬୦ ମିଟର ରହିଥିବାବେଳେ ଏବେ ଜଳସ୍ତର ୩୯.୫୮୦ ମିଟର ରହିଛି ।

ବୈତରଣୀର ଉପରମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଛି। ଆଖୁଆପଦାରେ ୧୪୪ ମିଲିମିଟର ବର୍ଷା ହୋଇଥିବା ବେଳେ ଆନନ୍ଦପୁରରେ ୧୦୬ ମିଲିମିଟର, ଚମ୍ପୁଆରେ ୬୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହାସହିତ ସାଳନ୍ଦି ଡ୍ୟାମ ନିକଟରେ ଥିବା ଅଞ୍ଚଳରେ ୯୮ ମିଲିମିଟର ବର୍ଷା ହୋଇଛି। ବର୍ତ୍ତମାନ ଆଖୁଆପଦା ଓ ଆନନ୍ଦପୁରରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ରହିଛି।

ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗରେ ଅବବାହିକାରେ ଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଜାମସେଦପୁରରେ ୧୯୨ ମିଲିମିଟର ବର୍ଷା ହୋଇଥିବା ବେଳେ ବୁଢାବଳଙ୍ଗରେ ୪୫ ମିଲିମିଟର ବର୍ଷା ହୋଇଥିବା ରେକର୍ଟ କରାଯାଇଛି।

ବୈତରଣୀ ନଦୀରେ ବନ୍ୟା ଆସିବାରୁ ଆସନ୍ତାକାଲି ରେଙ୍ଗାଳୀ ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯିବା । ସେଥିଲାଗି ବ୍ରାହ୍ମଣୀ ଅବବାହିକାରେ ଥିବା ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଢେଙ୍କାନାଳ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story