ଭୁବନେଶ୍ୱରରେ ୪ ଜଣିଆ କେନ୍ଦ୍ରୀୟ ସ୍ୱଚ୍ଛ ଭାରତ ସର୍ବେକ୍ଷଣ ଟିମ୍‌

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପରିଦର୍ଶନ ପାଇଁ କେନ୍ଦ୍ରୀୟ ସ୍ୱଚ୍ଛ ଭାରତ ସର୍ବେକ୍ଷଣ ଟିମ୍‌ ଓଡ଼ିଶା ଆସିଛନ୍ତି। ଏହି ୪ ଜଣିଆ ଟିମ୍‌ ଆଜି ବିଏମ୍‌ସି କାର୍ଯ୍ୟାଳୟରେ ଡେପୁଟି କମିଶନରଙ୍କ ସହ ଆଲୋଚନା କରିଥିଲେ। ପରେ ଏହି ଟିମ୍‌ ତିନିଦିନ ଧରି ଭୁବନେଶ୍ୱରର ୪ଟି ଜୋନ୍‌ରେ ସ୍ୱଚ୍ଛତାର ସର୍ବେକ୍ଷଣ କରିବେ। ଅମ୍ରୁତ ଯୋଜନା ଅନ୍ତର୍ଗତ ସାରାଦେଶରେ ୫୦୦ ସହରକୁ ନେଇ ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତା କରାଯାଉଛି। ଜାନୁଆରୀ ୪ରୁ ଫେବୃଆରୀ ୧୨ ଯାଏଁ ସର୍ବେକ୍ଷଣ ଚାଲୁଛି। ଫେବୃଆରୀ […]

bmc

bmc

Rakesh Mallick
  • Published: Sunday, 05 February 2017
  • Updated: 06 February 2017, 07:07 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପରିଦର୍ଶନ ପାଇଁ କେନ୍ଦ୍ରୀୟ ସ୍ୱଚ୍ଛ ଭାରତ ସର୍ବେକ୍ଷଣ ଟିମ୍‌ ଓଡ଼ିଶା ଆସିଛନ୍ତି। ଏହି ୪ ଜଣିଆ ଟିମ୍‌ ଆଜି ବିଏମ୍‌ସି କାର୍ଯ୍ୟାଳୟରେ ଡେପୁଟି କମିଶନରଙ୍କ ସହ ଆଲୋଚନା କରିଥିଲେ। ପରେ ଏହି ଟିମ୍‌ ତିନିଦିନ ଧରି ଭୁବନେଶ୍ୱରର ୪ଟି ଜୋନ୍‌ରେ ସ୍ୱଚ୍ଛତାର ସର୍ବେକ୍ଷଣ କରିବେ।

ଅମ୍ରୁତ ଯୋଜନା ଅନ୍ତର୍ଗତ ସାରାଦେଶରେ ୫୦୦ ସହରକୁ ନେଇ ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତା କରାଯାଉଛି। ଜାନୁଆରୀ ୪ରୁ ଫେବୃଆରୀ ୧୨ ଯାଏଁ ସର୍ବେକ୍ଷଣ ଚାଲୁଛି। ଫେବୃଆରୀ ୨୪ ତାରିଖରେ ରାଙ୍କ ପ୍ରକାଶ କରିବ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ। ମୋଟ ୨୦୦୦ ମାର୍କକୁ ନେଇ ପରୀକ୍ଷା ଦେବ ବିଏମ୍‌ସି। ୯୦୦ ମାର୍କର ଡକୁମେଣ୍ଟେସନ୍‌, ୬୦୦ ମାର୍କର ନାଗରିକଙ୍କ ଅନ୍‌ଲାଇନ୍‌ ତଥା ଫୋନ୍‌ ଭୋଟିଂ ଏବଂ ୫୦୦ ମାର୍କ କେନ୍ଦ୍ରୀୟ ଟିମ୍‌ ହାତରେ ରହିଛି।

ଗତବର୍ଷ ୭୩ଟି ସହରକୁ ନେଇ କରାଯାଇଥିବା ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗିବାରେ ଭୁବନେଶ୍ୱର ୨୪ ନମ୍ୱର ସ୍ଥାନରେ ଥିଲା। ଚଳିତବର୍ଷ ରାଙ୍କରେ ସୁଧାର ଆଣିବା ଲାଗି ବିଏମ୍‌ସି ଚେଷ୍ଟା ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story