ବ୍ଲକ ଅଫିସରେ ନେତା ଓ ଠିକାଦାରଙ୍କ ଉତ୍ପାତ, ଧାରଣାରେ ବସିଲେ ବିଡିଓ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସମ୍ମୁଖରେ କାର୍ଯ୍ୟବନ୍ଦ କରି  ମୁଖ୍ୟ ଫାଟକରେ ତାଲା ଦେଇ ଧାରଣାରେ ବସିଲେ ବିଡିଓ । ଗତକାଲି ଦେଓଗାଁର କୁନୁ ବହିଦାର ନାମରେ ଜଣେ ସ୍ଥାନୀୟ ନେତା ବ୍ଲକ ଭିତରକୁ ପଶି ବିଡିଓ ତଥା ଅନ୍ୟ କତ୍ମଚାରୀ ମାନଙ୍କୁ ଗାଲିଗୁଲଜ ଓ ଧମକ ଚମକ ଦେଇଥିଲେ । ଏନେଇ ମୌଖିକ ଭାବରେ ଦେଓଗାଁ ଥାନାକୁ ଜଣାଇଥିଲେ ବିଡିଓ । ବାରମ୍ବାର ବ୍ଲକ ଭିତରକୁ ଆସି କୁଜି ନେତା ଏବଂ ଠିକାଦାର […]

790-90

790-90

Tapas Behera
  • Published: Thursday, 19 November 2020
  • Updated: 19 November 2020, 05:38 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସମ୍ମୁଖରେ କାର୍ଯ୍ୟବନ୍ଦ କରି  ମୁଖ୍ୟ ଫାଟକରେ ତାଲା ଦେଇ ଧାରଣାରେ ବସିଲେ ବିଡିଓ । ଗତକାଲି ଦେଓଗାଁର କୁନୁ ବହିଦାର ନାମରେ ଜଣେ ସ୍ଥାନୀୟ ନେତା ବ୍ଲକ ଭିତରକୁ ପଶି ବିଡିଓ ତଥା ଅନ୍ୟ କତ୍ମଚାରୀ ମାନଙ୍କୁ ଗାଲିଗୁଲଜ ଓ ଧମକ ଚମକ ଦେଇଥିଲେ । ଏନେଇ ମୌଖିକ ଭାବରେ ଦେଓଗାଁ ଥାନାକୁ ଜଣାଇଥିଲେ ବିଡିଓ । ବାରମ୍ବାର ବ୍ଲକ ଭିତରକୁ ଆସି କୁଜି ନେତା ଏବଂ ଠିକାଦାର ମାନେ ଉତପାତ କରି ଆସୁଥିଲେ । ଗତକାଲି ଅସହ୍ୟ ହେବାରୁ ଆଜି ବିଡିଓ ରୁଦ୍ର ପ୍ରସାଦ ସୁନା ଅନ୍ୟ କର୍ମଚାରୀଙ୍କ ସହିତ ବ୍ଲକ ସମ୍ମୁଖରେ କାମ ବନ୍ଦ କରି ଧାରଣାରେ ବସିଛନ୍ତି ।

ଅଭିଯୁକ୍ତ କୁନୁ ବହିଦାରକୁ ଗିରଫ ଏବଂ ବ୍ଲକ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଦାବି କରି ଅନ୍ଦୋଳନ କରୁଛନ୍ତି ବିଡିଓ ବ୍ଲକ ଷ୍ଟାଫ । ଯାହା ଫଳରେ ବ୍ଲକ କାର୍ଯ୍ୟ ଠପ ହୋଇଯାଇଛି । ଅନ୍ୟପଟେ ଧାରଣା ଦେବା ପରେ ଦେଓଗାଁ ଥାନାଅଧିକାରୀ ଘଟଣାସ୍ଥଳରେ ପହଚିଂ ବିଡିଓଙ୍କ ଠାରୁ ଲିଖିତ ଅଭିଯୋଗ ମାଗିଛନ୍ତି । ବିଡିଓ ଲିଖିତ ଭାବେ ଅଭିଯୋଗ ଦେବା ପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି । ସେପଟେ ବିଡିଓ ଧାରଣା ସ୍ଥଳରେ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story