ମନ୍ଦିର ସମ୍ମୁଖରେ ବୁଲିଲା ଭାଲୁ, ଲୋକେ ଆତଙ୍କିତ

ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅଞ୍ଚଳଗୁମା ଗାଁରେ ଭାଲୁ ଆତଙ୍କ ଦେଖାଦେଇଛି। ଗତକାଲି ମଧ୍ୟରାତ୍ରିରେ ଗାଁ ଭିତରେ ଥିବା ମନ୍ଦିର ସମ୍ମୁଖରେ ଗୋଟିଏ ଭାଲୁ ଦେଖିବାକୁ ମିଳିଥିଲା। ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦୀର୍ଘ ସମୟ ଧରି ଭାଲୁଟି ବୁଲୁଥିବା ଦେଖିବାକୁ ମିଳିଥିଲା। ଗତ କିଛି ଦିନ ହେବ ନିୟମିତ ଭାବେ ଭାଲୁ ଗାଁ ମୁହାଁ ହେଉଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ପୂର୍ବରୁ ନବରଙ୍ଗପୁର ଜିଲ୍ଲା ଦୋହଣା ଗାଁରେ ଗୋଟିଏ ଭାଲୁକୁ ଉଦ୍ଧାର କରି […]

bear

bear

Niharika Rout
  • Published: Sunday, 15 March 2020
  • Updated: 15 March 2020, 10:47 AM IST

Sports

Latest News

ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅଞ୍ଚଳଗୁମା ଗାଁରେ ଭାଲୁ ଆତଙ୍କ ଦେଖାଦେଇଛି। ଗତକାଲି ମଧ୍ୟରାତ୍ରିରେ ଗାଁ ଭିତରେ ଥିବା ମନ୍ଦିର ସମ୍ମୁଖରେ ଗୋଟିଏ ଭାଲୁ ଦେଖିବାକୁ ମିଳିଥିଲା। ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦୀର୍ଘ ସମୟ ଧରି ଭାଲୁଟି ବୁଲୁଥିବା ଦେଖିବାକୁ ମିଳିଥିଲା।

ଗତ କିଛି ଦିନ ହେବ ନିୟମିତ ଭାବେ ଭାଲୁ ଗାଁ ମୁହାଁ ହେଉଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ପୂର୍ବରୁ ନବରଙ୍ଗପୁର ଜିଲ୍ଲା ଦୋହଣା ଗାଁରେ ଗୋଟିଏ ଭାଲୁକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଅନ୍ୟ ଏକ ଜଙ୍ଗଲରେ ଛାଡିଦିଆଯାଇଥିଲା।  ସେହିପରି ନନ୍ଦାହାଣ୍ଡି ବ୍ଲକର ଗାଜିଆଗୁଡା ଗାଁରେ ଭାଲୁ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story