ଗହୀରିଆ କୁଣ୍ଡରେ ଗଳି ପଡ଼ିଲା ଗାଡ଼ଭାଲୁ, ଉଦ୍ଧାର ପାଇଁ ନାକେଦମ୍‌, ଦେଖନ୍ତୁ ଭିଡ଼ିଓ

<p>ଆନନ୍ଦପୁର(ଓଡ଼ିଶା ରିପୋର୍ଟର): ଗତକାଲି ରାତିରେ ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ଆସିଥିବା ଏକ ଗାଡ଼ ଭାଲୁ ଅଙ୍ଗାରୁଆ ଗାଁର ଦୟାନିଧି ପଣ୍ଡାଙ୍କ ପରିତ୍ୟକ୍ତ ପାଣି କୁଣ୍ଡରେ ପଡ଼ି ଗର୍ଜନ କରୁଥିଲା। ଭାଲୁର ଗର୍ଜନ ଶୁଣି ଗାଁ ଲୋକେ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଓ ଗାଁ ଲୋକେ ମିଳିତ ଭାବେ ଭାଲୁଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିଲେ।</p>

Ordigital Desk
  • Published: Saturday, 16 September 2017
  • Updated: 16 September 2017, 09:13 PM IST

Sports

Latest News

<p>ଆନନ୍ଦପୁର(ଓଡ଼ିଶା ରିପୋର୍ଟର): ଗତକାଲି ରାତିରେ ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ଆସିଥିବା ଏକ ଗାଡ଼ ଭାଲୁ ଅଙ୍ଗାରୁଆ ଗାଁର ଦୟାନିଧି ପଣ୍ଡାଙ୍କ ପରିତ୍ୟକ୍ତ ପାଣି କୁଣ୍ଡରେ ପଡ଼ି ଗର୍ଜନ କରୁଥିଲା। ଭାଲୁର ଗର୍ଜନ ଶୁଣି ଗାଁ ଲୋକେ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଓ ଗାଁ ଲୋକେ ମିଳିତ ଭାବେ ଭାଲୁଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos