'ଦୁଷ୍କର୍ମ ଉଦ୍ୟମରୁ ଶିଶୁକନ୍ୟାର ଗଳା କାଟିଲେ'

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଗୋଳନ୍ଥରାର ସୋରଳ ଓଡ଼ିଆ କଲୋନୀରେ ବାହାରେ ଖେଳୁଥିବା ବେଳେ ୮ ବର୍ଷର ଶିଶୁକନ୍ୟାର ଗଳାକାଟିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାକୁ ନେଇ ରୋଚକ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି। ଏସପି କହିଛନ୍ତି, ଆମେ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଲୁ ଯେ ଦୁବୃର୍ତ୍ତ ନାବାଳିକାକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିଲା। ଦୁବୃର୍ତ୍ତ ଏକ ଆଇସୋଲେଟ୍ ଘରେ ନାବାଳିକାକୁ ଦୁଷ୍କର୍ମ କରିବାକୁ ଚାହୁଁଥିଲା। ପାରିପାର୍ଶ୍ୱିକ ସ୍ଥିତି ଓ ଲୋକଙ୍କ ବୟାନରୁ ଦୁଷ୍କର୍ମ ଉଦ୍ୟମ […]

bmpr

bmpr

Ranjit Kumar Jena
  • Published: Thursday, 28 January 2021
  • Updated: 28 January 2021, 07:39 PM IST

Sports

Latest News

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଗୋଳନ୍ଥରାର ସୋରଳ ଓଡ଼ିଆ କଲୋନୀରେ ବାହାରେ ଖେଳୁଥିବା ବେଳେ ୮ ବର୍ଷର ଶିଶୁକନ୍ୟାର ଗଳାକାଟିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାକୁ ନେଇ ରୋଚକ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି। ଏସପି କହିଛନ୍ତି, ଆମେ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଲୁ ଯେ ଦୁବୃର୍ତ୍ତ ନାବାଳିକାକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିଲା। ଦୁବୃର୍ତ୍ତ ଏକ ଆଇସୋଲେଟ୍ ଘରେ ନାବାଳିକାକୁ ଦୁଷ୍କର୍ମ କରିବାକୁ ଚାହୁଁଥିଲା। ପାରିପାର୍ଶ୍ୱିକ ସ୍ଥିତି ଓ ଲୋକଙ୍କ ବୟାନରୁ ଦୁଷ୍କର୍ମ ଉଦ୍ୟମ ସୂଚନା ଅଛି।

ଏସପି ଆହୁରି କହିଛନ୍ତି, ଦୁଷ୍କର୍ମ ପାଇଁ ଝିଅକୁ ପ୍ରଲୋଭିତ କରି ନେଇଥିବା ସୂଚନା ମିଳୁଛି। ଏପର୍ଯ୍ୟନ୍ତ ନାବାଳିକାର ମେଡିକାଲ୍ ରିପୋର୍ଟ ଆସିନାହିଁ। ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ। ନାବାଳିକା ଶିଶୁର ବେକ ଏବଂ ମୁହଁରେ ଗଭୀର ଆଘାତ ଲାଗିଛି। ଶିଶୁର ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି। ଏଥିପାଇଁ ନାବାଳିକା ଶିଶୁକନ୍ୟାର ଚିକିତ୍ସା ପାଇଁ କଟକ ପଠାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀକୁ ଧରାଯାଇଛି ଏବଂ ତଦନ୍ତ ପରେ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି।

ସୂଚନାଯୋଗ୍ୟ, ଗୋଳନ୍ଥରାର ସୋରଳ ଓଡ଼ିଆ କଲୋନୀର ବୁଦ୍ଧିଆ ବେହେରାଙ୍କ ୮ ବର୍ଷର ଶିଶୁକନ୍ୟା ଘର ବାହାରେ ଖେଳୁଥିଲା। ଏହି ସମୟରେ ଦୁଇଜଣ ଯୁବକ ଆସି ନାବାଳିକାକୁ ଉଠାଇ ନେଇ ଏକ କୋଠରୀ ଭିତରକୁ ନେଇ ତା'ର ଗଳା କାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହା ଦେଖି ଗାଁ ଲୋକେ ଜଣେ ଯୁବକକୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ସେହିପରି ଆଉଜଣେ ଯୁବକଙ୍କୁ ଧରି ତାକୁ ଏକ ଇଲେକ୍ଟ୍ରି ପୋଲରେ ବାନ୍ଧି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story