ବସ୍ ଭିତରେ ଝିଅଙ୍କୁ ଛୁଇଁଲେ ଥାନାରେ ବାଜିବ ସାଇରନ୍‌ ! ଖସିପାରିବେନି ଅଭିଯୁକ୍ତ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ବସ୍ ଭିତରେ ମହିଳାଙ୍କୁ ଅସଦାଚରଣ କରୁଥିବା ଏଥର ସାବାଡ୍‌ ହେବେ। କାରଣ ବସ୍‌ରେ ଲାଗିବ ଇମର୍ଜେନ୍ସି ବଟନ। ଆଉ ଏହି ବଟନ୍ ଦବାଇବା କ୍ଷଣି ମନିଟରିଂ ସେଲ୍‌ରେ ତୁରନ୍ତ ପହଞ୍ଚିବ ସୂଚନା। ଫଳରେ ଆଲର୍ଟ ହେବ ପୋଲିସ୍। ଖସିପାରିବେନି ଅଭିଯୁକ୍ତ। ତେବେ କେବଳ ଇମର୍ଜେନ୍ସି ବଟନ୍ ନୁହେଁ, ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ତଥା ଭିଏଲ୍ଟି ମଧ୍ୟ ସବୁ ବସ୍‌ରେ ଲାଗିବ। ଭିଏଲ୍‌ଟି ଜରିଆରେ ବସ୍‌କୁ ଠାବ କରିବା ହେବ ସହଜ। କେନ୍ଦ୍ର ସରକାରଙ୍କ […]

b-7654

b-7654

Tapas Behera
  • Published: Wednesday, 05 February 2020
  • Updated: 05 February 2020, 09:36 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ବସ୍ ଭିତରେ ମହିଳାଙ୍କୁ ଅସଦାଚରଣ କରୁଥିବା ଏଥର ସାବାଡ୍‌ ହେବେ। କାରଣ ବସ୍‌ରେ ଲାଗିବ ଇମର୍ଜେନ୍ସି ବଟନ। ଆଉ ଏହି ବଟନ୍ ଦବାଇବା କ୍ଷଣି ମନିଟରିଂ ସେଲ୍‌ରେ ତୁରନ୍ତ ପହଞ୍ଚିବ ସୂଚନା। ଫଳରେ ଆଲର୍ଟ ହେବ ପୋଲିସ୍। ଖସିପାରିବେନି ଅଭିଯୁକ୍ତ। ତେବେ କେବଳ ଇମର୍ଜେନ୍ସି ବଟନ୍ ନୁହେଁ, ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ତଥା ଭିଏଲ୍ଟି ମଧ୍ୟ ସବୁ ବସ୍‌ରେ ଲାଗିବ।

ଭିଏଲ୍‌ଟି ଜରିଆରେ ବସ୍‌କୁ ଠାବ କରିବା ହେବ ସହଜ। କେନ୍ଦ୍ର ସରକାରଙ୍କ ଭେଇକିଲ୍ ଟ୍ରାକିଂ ପ୍ଲାଟଫର୍ମ ଗାଇଡ୍ଲାଇନ୍ସ ପରେ ରାଜ୍ୟ ସରକାର ବସ୍‌ଗୁଡ଼ିକରେ କିଭଳି ଏହାକୁ କାର୍ଯ୍ୟାକାରୀ କରାଯିବ ସେନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ନିର୍ଭୟା ଫଣ୍ଡରୁ କେନ୍ଦ୍ର ଦେବ ୬୦ ପ୍ରତିଶତ ଏବଂ ରାଜ୍ୟ ଖର୍ଚ୍ଚ କରିବ ୪୦ ପ୍ରତିଶତ।

ରାଜଧାନୀ ଦିଲ୍ଲୀରେ ବସ୍ ଭିତରେ ନିର୍ଭୟା କାଣ୍ଡ ଦୋହଲାଇ ଦେଇଥିଲା ସାରା ସଭ୍ୟ ସମାଜକୁ। ଚଳନ୍ତା ବସ୍‌ରେ ଗଣଦୁଷ୍କର୍ମ ସହ ପୀଡ଼ିତାଙ୍କୁ ଲୁହାରଡ୍‌ରେ ମାରିଦେଲେ ଯୌନରାକ୍ଷସ। କ୍ରମାଗତ ବଢୁଥିବା ଏଭଳି ଘଟଣାକୁ ଦେଖି ବସ୍ ଭିତରେ ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର।

ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ୱାଗତ କରୁଥିଲେ ବି ଭିତ୍ତିଭୂମି ଏବଂ ଇଣ୍ଟରନେଟ୍ ବ୍ୟବସ୍ଥାକୁ ସଜାଡ଼ିବା ଉପରେ ଗୁରୁତ୍ୱ ଦେଇଛି।

ଏପଟେ ସୁରକ୍ଷିତ ଯାତ୍ରା ପାଇଁ କମିଶନରେଟ୍ ପୁଲିସ ରଙ୍ଗ୍‌ ସାଇଡ୍ ଡ୍ରାଇଭିଂ ବିରୋଧରେ ଚରମ ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ପୁଣେ, ନୋଇଡା, ହାଇଦ୍ରାବାଦ ଢାଞ୍ଚାରେ ରଙ୍ଗ ସାଇଡ ପଏଣ୍ଟରେ ଲାଗିବ ସ୍ପାଇକ ବାରିୟର। ଏହାଦ୍ୱାରା ରଙ୍ଗ ସାଇଡ୍‌ରେ ଗଲେ ଚକ ଲିକ୍ ହେଇଯିବ। ପ୍ରାଥମିକ ପର୍ଯ୍ୟାୟରେ ସହରରେ ଗୋଟିଏ/ଦୁଇଟି ସ୍ଥାନରେ ଲାଗିବ ଏହି ସ୍ପାଇକ ବ୍ୟାରିୟର ବ୍ୟବସ୍ଥା। ତେବେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରୁଥିବାବେଳେ ଲୋକେ ନିଜଆଡୁ କେତେ ସଚେତନ ହେଉଛନ୍ତି ତାହା ହିଁ ବଡ଼ କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story