ଆଜିଠୁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଭିତରକନିକା ଜାତୀୟ ଉଦ୍ୟାନ ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏହି ସମୟରେ ପକ୍ଷୀଗଣନା କାର୍ଯ୍ୟ କରାଯିବ। ପକ୍ଷୀଗଣନା ପାଇଁ ୧୬ଟି ଟିମ୍ ଗଠନ କରାଯାଇଛି। ପ୍ରତି ଟିମ୍ରେ ୩ରୁ ୪ଜଣ ସଦସ୍ୟ ରହିବେ। ଏହାଛଡ଼ା ଭିତକନିକା ଭିତରେ ଥିବା ନଦୀ ଓ ନାଳରେ କୁମ୍ଭୀର ଗଣନା କରାଯିବ। ବମ୍ବେ ନ୍ୟାଚୁରାଲ୍‌ ହ୍ରିଷ୍ଟ୍ରି ସୋସାଇଟିର ଉପ-ନିର୍ଦ୍ଦେଶକ ଡର ବାଲଚନ୍ଦ୍ରନଙ୍କ ନେତୃତ୍ୱରେ ପକ୍ଷୀ ଗଣନା କରାଯିବ ବୋଲି ଜଣାପଡ଼ିଛି।

crocodile

crocodile

Jitendra Garnayak
  • Published: Sunday, 06 January 2019
  • Updated: 06 January 2019, 09:20 AM IST

Sports

Latest News

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଭିତରକନିକା ଜାତୀୟ ଉଦ୍ୟାନ ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏହି ସମୟରେ ପକ୍ଷୀଗଣନା କାର୍ଯ୍ୟ କରାଯିବ।

ପକ୍ଷୀଗଣନା ପାଇଁ ୧୬ଟି ଟିମ୍ ଗଠନ କରାଯାଇଛି। ପ୍ରତି ଟିମ୍ରେ ୩ରୁ ୪ଜଣ ସଦସ୍ୟ ରହିବେ। ଏହାଛଡ଼ା ଭିତକନିକା ଭିତରେ ଥିବା ନଦୀ ଓ ନାଳରେ କୁମ୍ଭୀର ଗଣନା କରାଯିବ।

ବମ୍ବେ ନ୍ୟାଚୁରାଲ୍‌ ହ୍ରିଷ୍ଟ୍ରି ସୋସାଇଟିର ଉପ-ନିର୍ଦ୍ଦେଶକ ଡର ବାଲଚନ୍ଦ୍ରନଙ୍କ ନେତୃତ୍ୱରେ ପକ୍ଷୀ ଗଣନା କରାଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos