ଭୁବନେଶ୍ୱର: ଅଧ୍ୟାପକଙ୍କ ଘରୁ ଗହଣା ଓ ଟଙ୍କା ଲୁଟ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶନିବାର ଦିନ ଦିପହରେ ହୋଇଛି ଲୁଟ୍। ଜନଗହଳିପୂର୍ଣ୍ଣ ଶୈଳଶ୍ରୀ ବିହାର ଅଞ୍ଚଳରୁ ସୁନାଗହଣା ଓ ଲକ୍ଷାଧିକ ଟଙ୍କ।ର ସମ୍ପତ୍ତି ଲୁଟ୍ ଅଭିଯୋଗ ହୋଇଛି। ଶୈଳଶ୍ରୀ ବିହାର ଅଞ୍ଚଳରେ ରହୁଥିବା ଘରୋଇ କଲେଜ ଅଧ୍ୟାପକ କୃଷ୍ଣଚନ୍ଦ୍ର ସିଂଙ୍କ ଘରୁ ଏହି ଚୋରି ହୋଇଛି। ଚନ୍ଦ୍ରଶେଖର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଆଜି ଦିନ ପ୍ରାୟ ୧୨ଟା ବେଳେ ତିନି ଜଣ ଯୁବକ କୃଷ୍ଣଚନ୍ଦ୍ରଙ୍କ ଘରକୁ ଆସିଥିଲେ। ସେତେବେଳେ ସେ ଘରେ ଉପସ୍ଥିତ […]

VasundhraRaje

VasundhraRaje

Rakesh Mallick
  • Published: Saturday, 27 June 2015
  • Updated: 27 June 2015, 10:57 AM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶନିବାର ଦିନ ଦିପହରେ ହୋଇଛି ଲୁଟ୍। ଜନଗହଳିପୂର୍ଣ୍ଣ ଶୈଳଶ୍ରୀ ବିହାର ଅଞ୍ଚଳରୁ ସୁନାଗହଣା ଓ ଲକ୍ଷାଧିକ ଟଙ୍କ।ର ସମ୍ପତ୍ତି ଲୁଟ୍ ଅଭିଯୋଗ ହୋଇଛି। ଶୈଳଶ୍ରୀ ବିହାର ଅଞ୍ଚଳରେ ରହୁଥିବା ଘରୋଇ କଲେଜ ଅଧ୍ୟାପକ କୃଷ୍ଣଚନ୍ଦ୍ର ସିଂଙ୍କ ଘରୁ ଏହି ଚୋରି ହୋଇଛି। ଚନ୍ଦ୍ରଶେଖର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଆଜି ଦିନ ପ୍ରାୟ ୧୨ଟା ବେଳେ ତିନି ଜଣ ଯୁବକ କୃଷ୍ଣଚନ୍ଦ୍ରଙ୍କ ଘରକୁ ଆସିଥିଲେ। ସେତେବେଳେ ସେ ଘରେ ଉପସ୍ଥିତ ନଥଲେ। ତାଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ ଥିଲେ। ଘରର ସମ୍ମୁଖ ଗ୍ରୀଲଟି ଖୋଲା ଥିଲା। ତେବେ କବାଟ ବନ୍ଦ ଥିଲା। ତିନି ଜଣ ଯୁବକ କବାଟ ବାଡେଇବା ପରେ କେହି ସଂପର୍କୀୟ ଅବା ଜଣାଶୁଣା ବ୍ୟକ୍ତି ଆସିଥିବେ ଭାବି ସେ ଦ୍ୱାର ଖୋଲି ଦେଇଥିଲେ। ତତକ୍ଷଣାତ ୩ ଜଣ ଯୁବକ ନିଜକୁ ଫ୍ରିଜ୍ ମେକାନିକ କହି ଘର ଭିତରକୁ ପଶି ଆସିଥିଲେ। ସେ କିଛି ବୁଝିବା ପୂର୍ବରୁ ସେମାନେ ତାଙ୍କ ବେକରେ ଛୁରୀ ଲଗାଇ ଆଲମିରାର ଚାବି ମାଗିଥିଲେ। କୌଣସି ଅଘଟଣର ଆଶଙ୍କା କରି ଜ୍ୟୋତ୍ସ୍ନାରାଣୀ ଚାବି ଦେଇ ଦେଇଥିଲେ। ଏହା ପରେ ଲୁଟେରା ମାନେ ଘରେ ଥିବା ସୁନା ହାର, ଚେନ୍ ସମେତ ଅନ୍ୟାନ୍ୟ ଗହଣା ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ତେବେ ଫେରାର ହୋଇଯିବା ପୂର୍ବରୁ ସେମାନେ ତାଙ୍କ ମୁହଁକୁ ବାନ୍ଧି ଦେଇଥିଲେ ଓ ଘର ବାହାରୁ ଲକ୍ କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story