କୃଷି କ୍ଷେତ୍ରରେ ସାମୂହିକ ବିକାଶ ପାଇଁ ଚୁକ୍ତି ସ୍ୱାକ୍ଷର

ଭୁବନେଶ୍ୱର: ରାଜ୍ୟର କ୍ଷୁଦ୍ର ଚାଷୀମାନଙ୍କର ଜୀବନ ଧାରଣାରେ ଉନ୍ନତି ଆଣିବା ଓ କୃଷି କ୍ଷେତ୍ରରେ ସାମୂହିକ ବିକାଶ ଉଦ୍ଦେଶ୍ୟରେ ଆଜି କୃଷି ବିଭାଗ ଏବଂ ବିଲ୍‌ ଓମେଲିଣ୍ଡ ଗେଟ୍ସ ଫାଉଣ୍ଡେସନ୍‌ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି। ରାଜ୍ୟର କୃଷି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଏବଂ କ୍ଷୁଦ୍ର ଚାଷୀମାନଙ୍କର ଜୀବନ ଧାରଣ ମାନରେ ଏହା ଉନ୍ନତି ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହି […]

mou

mou

Rakesh Mallick
  • Published: Friday, 21 April 2017
  • Updated: 21 April 2017, 10:24 PM IST

ଭୁବନେଶ୍ୱର: ରାଜ୍ୟର କ୍ଷୁଦ୍ର ଚାଷୀମାନଙ୍କର ଜୀବନ ଧାରଣାରେ ଉନ୍ନତି ଆଣିବା ଓ କୃଷି କ୍ଷେତ୍ରରେ ସାମୂହିକ ବିକାଶ ଉଦ୍ଦେଶ୍ୟରେ ଆଜି କୃଷି ବିଭାଗ ଏବଂ ବିଲ୍‌ ଓମେଲିଣ୍ଡ ଗେଟ୍ସ ଫାଉଣ୍ଡେସନ୍‌ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି।

ରାଜ୍ୟର କୃଷି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଏବଂ କ୍ଷୁଦ୍ର ଚାଷୀମାନଙ୍କର ଜୀବନ ଧାରଣ ମାନରେ ଏହା ଉନ୍ନତି ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହି ଚୁକ୍ତିନାମାର ପ୍ରାଥମିକ ଲକ୍ଷ୍ୟ ହେଲା ଏକ ଉନ୍ନତ ଡାଟା ପରିଚାଳନା ପ୍ରଣାଳୀ ସୃଷ୍ଟି କରିବ। ଯେଉଁ ଡାଟାକୁ କୃଷି ବିଭାଗ ବ୍ୟବହାର କରି ନୂଆ ନୀତିଗତ ନିଷ୍ପତ୍ତି ନେଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story