ଭୁବନେଶ୍ୱର: ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ୫,୫୦୦ ଶସ୍ତା ଘର ନିର୍ମାଣ କରିବ ବିଡିଏ

ଭୁବନେଶ୍ୱର: ଆର୍ଥିକ ଦୁର୍ବଳ ବର୍ଗର ଲୋକେ ଭୁବନେଶ୍ୱରରେ ନିଜର ଘର ଖଣ୍ଡେ କିଣି ପାରିବେ। ଖାସ ଏହି ବର୍ଗକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ୫,୫୦୦ ଘର ନିର୍ମାଣ କରିବ। ଏହି ଘର ଗୁଡ଼ିକର ମୂଲ୍ୟ ୫ ଲକ୍ଷ ଟଙ୍କା ରଖାଯାଇଛି।  ଏହି ଘର ସବୁ ନିର୍ମାଣ କରିବା ପାଇଁ ୬୦ ଏକର ଜାଗା ବି ଚିହ୍ନଟ କରାଯାଇଛି। ସରକାର ଏ ସବୁ ଜାଗା ମାଗଣାରେ ଯୋଗାଇ ଦେବା ଲାଗି କହିଥିବାରୁ ଖୁବଶୀଘ୍ର ଏ […]

bda

bda

Rakesh Mallick
  • Published: Monday, 22 June 2015
  • Updated: 22 June 2015, 05:56 PM IST

Sports

Latest News

ଭୁବନେଶ୍ୱର: ଆର୍ଥିକ ଦୁର୍ବଳ ବର୍ଗର ଲୋକେ ଭୁବନେଶ୍ୱରରେ ନିଜର ଘର ଖଣ୍ଡେ କିଣି ପାରିବେ। ଖାସ ଏହି ବର୍ଗକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ୫,୫୦୦ ଘର ନିର୍ମାଣ କରିବ। ଏହି ଘର ଗୁଡ଼ିକର ମୂଲ୍ୟ ୫ ଲକ୍ଷ ଟଙ୍କା ରଖାଯାଇଛି।  ଏହି ଘର ସବୁ ନିର୍ମାଣ କରିବା ପାଇଁ ୬୦ ଏକର ଜାଗା ବି ଚିହ୍ନଟ କରାଯାଇଛି। ସରକାର ଏ ସବୁ ଜାଗା ମାଗଣାରେ ଯୋଗାଇ ଦେବା ଲାଗି କହିଥିବାରୁ ଖୁବଶୀଘ୍ର ଏ ନେଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ବିଡିଏ ଅଧ୍ୟକ୍ଷ କ୍ରିଷନ କୁମାର। ଗୁରୁବାର ବିଡିଏର ୧୨୯ ତମ ଅଥରିଟି ବୈଠକ ପରେ ସେ ଏହି ସୂଚନା ଦେଇଥିଲେ।

ସେ କହିଥିଲେ ଯେ ଏହି ଘରଗୁଡ଼ିକୁ ନିର୍ମାଣ କରିବା ପାଇଁ ଘାଟିକିଆ, ପାଣ୍ଡରା, ଚନ୍ଦ୍ରଶେଖରପୁର ଓ ଫୁଲନଖରା ଆଦି ସ୍ଥାନରେ ନିର୍ମାଣ କରାଯିବ।

ସେହିପରି ଆଜିର ଏଡି ଅଥରିଟି ବୈଠକରେ ଘର କରିବା ଆଗରୁ ଲେ ଆଉଟ୍ ପ୍ଲାନିଂ ନ ଦେଲେ ବିଲ୍ଡିଂ ପ୍ଲାନିଂ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଥିଲେ। ବିଡିଏ ଅଧ୍ୟକ୍ଷ କହିଥିଲେ ଯେ ଆଜି ଠାରୁ ବିଲ୍ଡିଂ ପ୍ଲାନିଂ ପାଇଁ ଅନୁମତି ନେବା ପୂର୍ବରୁ ଲେ-ଆଉଟ୍ ପ୍ଲାନିଂର ଅନୁମତି ନେବାକୁ ପଡ଼ିବ। ଲେ-ଆଉଟ୍ ପ୍ଲାନିଂରେ ମୁଖ୍ୟତଃ ଚିହ୍ନିତ ପ୍ଲଟ ପାଖରେ ରାସ୍ତା, ଡ୍ରେନ, ବିଦ୍ୟୁତ ଓ ପାଣି ଯୋଗାଣ ନେଇ ବ୍ୟବସ୍ଥା କରାଯିବା ସଂପର୍କରେ ସୂଚନା ରହିବ। କ୍ରିଷନ କୁମାର କହିଛନ୍ତି ଯେ ଲୋକ ଲେ-ଆଉଟ୍ ପ୍ଲାନିଂ ଅନୁମତି ନନେଇ ଘର କରୁଛନ୍ତି ଓ ଘର କରି ସାରିବା ପରେ ରାସ୍ତା, ଡ୍ରେନ ଆଦି ନିର୍ମାଣ ହେଉ ନାହିଁ ବୋଲି ଅଭିଯୋଗ କରୁଛନ୍ତି। ତେଣୁ ଏବେ ପ୍ରଥମରୁ ସେମାନଙ୍କୁ ଏସବୁ ଦିଗ ପ୍ରତି ଦୃଷ୍ଟି ଦେବାକୁ ହେବ। ଲେ-ଆଉଟ୍ ପ୍ଲାନିଂକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

ଏହା ସହିତ ବୈଠକରେ ୪୦ଟି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏଥିରେ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ବିଏମସି କମିଶନର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story