ଭୁବନେଶ୍ୱର: ଚିତ୍ରା ଆଥୱାନୀଙ୍କୁ ଜେରା କରିବାକୁ ବିହାର ଗଲା ଦୁଇ ଜଣିଆ ପୋଲିସ୍ ଟିମ୍

ଭୁବନେଶ୍ୱର: ଡେକାନ କ୍ରୋନିକଲ୍ ଉପାଧ୍ୟକ୍ଷ ପି.କେ ଆୟାର ଗିରଫ ଘଟଣାରେ ତାଙ୍କ ବାନ୍ଧବୀ ଚିତ୍ରା ଆଥୱାନୀଙ୍କୁ ପଚରାଉଚରା କରିବା ପାଇଁ କମିଶନରେଟ ପୋଲିସର ଏକ ଦୁଇ ଜଣିଆ ଟିମ୍ ଆଜି ବିହାର ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଟିମରେ ଜଣେ ଇନ୍ସପେକ୍ଟର ଓ ଜଣେ ଆଇଓ ରହିଛନ୍ତି। ଅନ୍ୟପକ୍ଷରେ ଗତକାଲି ଚିତ୍ରାଙ୍କୁ ଓଡିଶା ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ପୋଲିସ୍ ତାଙ୍କୁ ଗିରଫ କରିପାରିବ ନାହିଁ। ଅଗଷ୍ଟ […]

athawani1

athawani1

Rakesh Mallick
  • Published: Wednesday, 22 July 2015
  • Updated: 22 July 2015, 08:13 AM IST

Sports

Latest News

ଭୁବନେଶ୍ୱର: ଡେକାନ କ୍ରୋନିକଲ୍ ଉପାଧ୍ୟକ୍ଷ ପି.କେ ଆୟାର ଗିରଫ ଘଟଣାରେ ତାଙ୍କ ବାନ୍ଧବୀ ଚିତ୍ରା ଆଥୱାନୀଙ୍କୁ ପଚରାଉଚରା କରିବା ପାଇଁ କମିଶନରେଟ ପୋଲିସର ଏକ ଦୁଇ ଜଣିଆ ଟିମ୍ ଆଜି ବିହାର ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଟିମରେ ଜଣେ ଇନ୍ସପେକ୍ଟର ଓ ଜଣେ ଆଇଓ ରହିଛନ୍ତି।

ଅନ୍ୟପକ୍ଷରେ ଗତକାଲି ଚିତ୍ରାଙ୍କୁ ଓଡିଶା ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ପୋଲିସ୍ ତାଙ୍କୁ ଗିରଫ କରିପାରିବ ନାହିଁ। ଅଗଷ୍ଟ ୭ ତାରିଖରେ ତାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରିବେ ହାଇକୋର୍ଟ।  ତେବେ ତଦନ୍ତ ଅଧିକାରୀଙ୍କ ନିକଟରେ ବୟାନ ରେକର୍ଡ କରିବାକୁ ହାଇକୋର୍ଟ ତାଙ୍କ ରାୟରେ ଚିତ୍ରାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଡେକାନ କ୍ରୋନିକାଲ ଉପାଧ୍ୟକ୍ଷ ଆୟାର ଭୁବନେଶ୍ୱରରେ ହୋଟେଲ ଟ୍ରାଇଡେଣ୍ଟରେ ଛଦ୍ମ ନାମରେ ରହୁଥିବା ବେଳେ ଗିରଫ ହୋଇଥିଲା। ହୋଟେଲରେ ସେ ରହୁଥିବା ରୁମଟି ଚିତ୍ରାଙ୍କ ନାମରେ ବୁକ୍ ହୋଇଥିଲା। ଏହା ଜଣାପଡିବା ପରେ କମିଶନରେଟ ପୋଲିସ ପକ୍ଷରୁ ଚିତ୍ରାଙ୍କୁ ପଚରାଉଚରା ଲାଗି ସମନ ଜାରି କରାଯିବା ସତ୍ତ୍ୱେ ସେ ହାଜିର ହୋଇ ନ ଥିଲେ । ସେ ଅସୁସ୍ଥ ଥିବା ନେଇ ଚିଠି ଲେଖି ନୂଆପଲ୍ଲୀ ଥାନାକୁ ଚିଠି ଲେଖି ଜଣାଇ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story