ଭୁବନେଶ୍ୱର: ଡକାୟତି ରାକେଟର ପର୍ଦ୍ଦାଫାସ, ୪ ଗିରଫ

ଭୁବନେଶ୍ୱର: ଘରେ ପଶି ଡକାୟତି କରୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଡକାୟତି ଘଟଣାରେ ପୋଲିସ ୨ଜଣ ଡକାୟତଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି । ଏମାନେ ୫୬ଟି ମାମଲାରେ ସମ୍ପୃକ୍ତ ଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି। କେବଳ ୨୦୧୫ରେ ୧୪ଟି ଡକାୟତି କରିଥିଲେ। ନିକଟରେ ଧଉଳି, ଫେ।ଖରୀପୁଟ, ଶିଶୁପାଳଗଡ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘରେ ପସି ଡକାୟତି କରିବା ଘଟଣାରେ ଏମାନଙ୍କର ସମ୍ପୃକ୍ତି ରହିଛି। ସେମାନଙ୍କଠାରୁ ୨୨୦ଗ୍ରାମ ସୁନା, ମୋବାଇଲ, ଲାପଟପ, […]

dakayati

Rakesh Mallick
  • Published: Monday, 03 August 2015
  • , Updated: 03 August 2015, 02:49 PM IST

ଭୁବନେଶ୍ୱର: ଘରେ ପଶି ଡକାୟତି କରୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଡକାୟତି ଘଟଣାରେ ପୋଲିସ ୨ଜଣ ଡକାୟତଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି । ଏମାନେ ୫୬ଟି ମାମଲାରେ ସମ୍ପୃକ୍ତ ଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି। କେବଳ ୨୦୧୫ରେ ୧୪ଟି ଡକାୟତି କରିଥିଲେ। ନିକଟରେ ଧଉଳି, ଫେ।ଖରୀପୁଟ, ଶିଶୁପାଳଗଡ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘରେ ପସି ଡକାୟତି କରିବା ଘଟଣାରେ ଏମାନଙ୍କର ସମ୍ପୃକ୍ତି ରହିଛି। ସେମାନଙ୍କଠାରୁ ୨୨୦ଗ୍ରାମ ସୁନା, ମୋବାଇଲ, ଲାପଟପ, ରୁପା ଆଦି ଜବତ କରାଯାଇଛି । ଗିରଫ ଦୁଇ ଡକାୟତ ଅସ୍ତରଙ୍ଗ ଅଞ୍ଚଳର। ଯୋଜନା ମୁତାବାକ ସେମାନେ ଘରେ ପସି ଡକାୟତି କରୁଥିବା ଜଣାପଡିଛି। ଏହି ରାକେଟର ମାଷ୍ଟର ମାଇଣ୍ଡ ଏବେ ବି ଫେରାର ଥିବା ପୋଲିସ କହିଛି ।

Related story