ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ ସିଲ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ଦିନକ ପରେ ରଜ। କିନ୍ତୁ ଏହା ପୂର୍ବରୁ ଭୁବନେଶ୍ୱରର ମାର୍କେଟ୍ ବିଲ୍‌ଡିଂକୁ ସିଲ୍ କରାଯାଇଛି। ସାମାଜିକ ଦୂରତା ନିୟମ ଉଲ୍ଲଘଂନ ଅଭିଯୋଗରେ ମାର୍କେଟ୍ ବିଲ୍‌ଡିଂକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ରଜ ପାଇଁ ଆଜି ମାର୍କେଟିଂର ଶେଷ ଦିନ ଥିବାରୁ ବଜାରରେ ଭିଡ଼ ଜମିବା ସହ ପ୍ରବଳ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଏହି ସମୟରେ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ସାମାଜିକ ଦୂରତାର ଉଲ୍ଲଙ୍ଘନ କରିଥିଲେ। ଯାହାକୁ ନେଇ […]

mkt

mkt

Ranjit Kumar Jena
  • Published: Friday, 12 June 2020
  • Updated: 12 June 2020, 05:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ଦିନକ ପରେ ରଜ। କିନ୍ତୁ ଏହା ପୂର୍ବରୁ ଭୁବନେଶ୍ୱରର ମାର୍କେଟ୍ ବିଲ୍‌ଡିଂକୁ ସିଲ୍ କରାଯାଇଛି। ସାମାଜିକ ଦୂରତା ନିୟମ ଉଲ୍ଲଘଂନ ଅଭିଯୋଗରେ ମାର୍କେଟ୍ ବିଲ୍‌ଡିଂକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।

ରଜ ପାଇଁ ଆଜି ମାର୍କେଟିଂର ଶେଷ ଦିନ ଥିବାରୁ ବଜାରରେ ଭିଡ଼ ଜମିବା ସହ ପ୍ରବଳ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଏହି ସମୟରେ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ସାମାଜିକ ଦୂରତାର ଉଲ୍ଲଙ୍ଘନ କରିଥିଲେ। ଯାହାକୁ ନେଇ ବିଏମସିର ଜୋନାଲ ଡେପୁଟି କମିଶନର ପୂରା ମାର୍କେଟକୁ ସିଲ୍ କରିଛନ୍ତି।

ରଜକୁ ଆଖି ଆଗରେ ରାଜ୍ୟ ସରକାର କେବଳ ଶୁକ୍ରବାର ରାତ୍ର କର୍ଫ୍ୟୁକୁ କୋହଳ କରିଥିଲେ। ଏନେଇ ସ୍ୱତନ୍ତ୍ର ଗାଇଡଲାଇନ ମଧ୍ୟ ଜାରି କରାଯାଇଥିଲା। ଶୁକ୍ରବାର ସନ୍ଧ୍ୟା ୭ଟା ବଦଳରେ ରାତି ୧୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଫଳରେ ଆଜି ସକାଳୁ  ମାର୍କେଟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା।

କିନ୍ତୁ ମାର୍କେଟିଂ ବେଳେ ଲୋକେ ସାମାଜିକ ଦୂରତାକୁ ଭୁଲିଗଲେ। କିଛି ଲୋକେ ବିନା ମାସ୍କରେ ମଧ୍ୟ କିଣାକିଣି କରୁଥିବାର ଦେଖିବାକୁ ମିଳିଥିଲା। ଏଭଳି ସ୍ଥିତିରେ କୋଭିଡ୍ ନିୟମ ଉଲ୍ଲଙ୍ଘନ ହେଉଥିବାର ଦେଖି ବିଏମସି ଜୋନାଲ ଡେପୁଟି କମିଶନର ମାର୍କେଟକୁ ସିଲ୍ କରିବାକୁ ବାଧ୍ୟ ହୋଇଛନ୍ତି।

ତେବେ ମାର୍କେଟ ବିଲଡିଂ ସିଲ୍ ନେଇ ଜେଡିସି ଅଂଶୁମାନ ରଥ କହିଛନ୍ତି ଯେ, ମାର୍କେଟ ବିଲ୍‌ଡିଂ କେବଳ ଆଜି ପାଇଁ ସିଲ୍ କରାଯାଇଛି। ଶନିବାର ଓ ରବିବାର ସଟ୍ ଡାଉନ୍ ରହିଛି। ସୋମବାର ସ୍ଥିତି ଦେଖି ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଜେଡିସି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story