ଭୁବନେଶ୍ୱରରୁ ମୁମ୍ୱାଇ ଯାଉଥିବା ଏୟାର ଇଣ୍ଡିଆରେ ନିଆଁ, ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏକ ବଡ଼ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ଫ୍ଲାଇଟ୍‌। ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍‌ର ବାମ ପଟେ ଲାଗିଯାଇଥିଲା ନିଆଁ। ଫଳରେ ରାୟପୁରରେ ଜରୁରୀକାଳିନ ଅବତରଣ କରିଥିଲା ବିମାନ। ଆଉ ଏକ ନିଶ୍ଚିତ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ପାଇଲଟ୍‌ ସତର୍କତାର ସହ ନିଆଁ ଲାଗିଥିବା ବିମାନକୁ ଅବତରଣ କରାଇଥିଲେ। ସୂଚନା ଅନୁଯାୟୀ, ଫ୍ଲାଇଟରେ ବିଶ୍ୱଜିତ ବେହେରା ନାମକ ଜଣେ ଯାତ୍ରୀ ଟଏଲେଟ୍‌କୁ ଯାଇଥିବା ବେଳେ ଇଂଜିନର […]

Bhubaneswar-Mumbai-Air-India-flight-reportedly-makes-emergency-landing-at-Raipur

Manoranjan Sial
  • Published: Friday, 08 November 2019
  • Updated: 08 November 2019, 07:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏକ ବଡ଼ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ଫ୍ଲାଇଟ୍‌। ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍‌ର ବାମ ପଟେ ଲାଗିଯାଇଥିଲା ନିଆଁ। ଫଳରେ ରାୟପୁରରେ ଜରୁରୀକାଳିନ ଅବତରଣ କରିଥିଲା ବିମାନ। ଆଉ ଏକ ନିଶ୍ଚିତ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ପାଇଲଟ୍‌ ସତର୍କତାର ସହ ନିଆଁ ଲାଗିଥିବା ବିମାନକୁ ଅବତରଣ କରାଇଥିଲେ।

ସୂଚନା ଅନୁଯାୟୀ, ଫ୍ଲାଇଟରେ ବିଶ୍ୱଜିତ ବେହେରା ନାମକ ଜଣେ ଯାତ୍ରୀ ଟଏଲେଟ୍‌କୁ ଯାଇଥିବା ବେଳେ ଇଂଜିନର ବାମପଟେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ପରେ ସେ ଏନେଇ ବିମାନର କ୍ରୁ ମେମ୍ବରଙ୍କୁ ଜଣାଇଥିଲେ। କ୍ରୁ ମେମ୍ବର ଓ ବିମାନ ପାଇଲଟ୍ ନିଆଁ ଲାଗିଥିବା ଜାଣିବା ପରେ ଯାତ୍ରୀମାନଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଥିଲେ। ହେଲେ ଏପଟେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଏଇଠୁ ଆରମ୍ଭ ହୋଇଥିଲା ପାଇଲଟଙ୍କ ପରୀକ୍ଷାର ବେଳ। ରାୟପୁର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ପାଇଲଟ୍। ପ୍ରାୟ ୨୫ ମିନିଟ୍‌ ଆକାଶମାର୍ଗରେ ଓଡାଣ ପରେ ରାୟପୁରରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲା ବିମାନ।  ଭୟଭୀତ ଯାତ୍ରୀମାନେ ଜରୁରୀକାଳିନ ଗେଟ୍ ଦେଇ ଜଣକ ପରେ ଜଣେ ତତ୍‌କ୍ଷଣାତ ସୁରକ୍ଷିତ ଭାବେ ଓହ୍ଲାଇ ପଡିଥିଲେ।

ଏୟାର ଇଣ୍ଡିଆର A-321 ଫ୍ଲାଇଟ୍ ସମୁଦାୟ ୮୯ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ୩ଟା ବେଳେ ମୁମ୍ବାଇ ଅଭିମୁଖେ ଉଡାଣ ଭରିଥିଲା। ଏହି ବିମାନରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଥିବା ନେଇ ସୂଚନା ମିଳିଛି।  ତେବେ ନିଆଁ ଲାଗିବାର ନିର୍ଦ୍ଦିଷ୍ଟ କାରଣ ଏ ଯାଏଁ ସ୍ପଷ୍ଟ ହୋଇନି। ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story