ରାଜଧାନୀରେ ଖୋଜି ପାଇଲେନି, ଶେଷରେ ସୀମାଞ୍ଚଳଙ୍କ ଅନ୍ତିମ ସଂସ୍କାର କଲେ ପରିବାର ଲୋକ

ଆସିକା(ମନୋଜ ମୁନି): ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାରେ ନିଖୋଜ ବୋଲି କୁହାଯାଉଥିବା ସୀମାଞ୍ଚଳ ପରିଡ଼ା ନାମକ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଏଯାଏଁ କୌଣସି ସଠିକ୍ ସୂଚନା ମିଳିପାରିନାହିଁ। ସେ ମୃତ ନା ଜୀବିତ ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ।  ଫଳରେ ପୁଅ ଫେରିବା ବାଟକୁ ଚାହିଁ ରହିଥିବା ପରିବାର ଲୋକେ  ଶେଷରେ ପ୍ରତୀକ ଭାବେ ପୁଅର ଅନ୍ତିମ ସଂସ୍କାର କରିଛନ୍ତି। କିଛି ପାଳ ନଡ଼ାକୁ ବିଡ଼ା ବାନ୍ଧି ମଶାଣିକୁ କୋକେଇରେ ନେବା […]

bbsr

bbsr

Tapaswini Nayak
  • Published: Saturday, 10 October 2020
  • Updated: 10 October 2020, 02:45 PM IST

Sports

Latest News

ଆସିକା(ମନୋଜ ମୁନି): ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାରେ ନିଖୋଜ ବୋଲି କୁହାଯାଉଥିବା ସୀମାଞ୍ଚଳ ପରିଡ଼ା ନାମକ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଏଯାଏଁ କୌଣସି ସଠିକ୍ ସୂଚନା ମିଳିପାରିନାହିଁ। ସେ ମୃତ ନା ଜୀବିତ ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ।  ଫଳରେ ପୁଅ ଫେରିବା ବାଟକୁ ଚାହିଁ ରହିଥିବା ପରିବାର ଲୋକେ  ଶେଷରେ ପ୍ରତୀକ ଭାବେ ପୁଅର ଅନ୍ତିମ ସଂସ୍କାର କରିଛନ୍ତି। କିଛି ପାଳ ନଡ଼ାକୁ ବିଡ଼ା ବାନ୍ଧି ମଶାଣିକୁ କୋକେଇରେ ନେବା ସହ ସତ୍କାର କାମ କରିଛନ୍ତି।

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗହଙ୍ଗୁ ଗାଁର ସୀମାଞ୍ଚଳ ପରିଡା। ବିସ୍ଫୋରଣ ପରଠାରୁ  ତାଙ୍କ  ଖୋଜଖବର ମିଳୁନି। ସେ ଏବେ ମୃତ କି ଜୀବିତ ସେ ନେଇ ସରକାରୀ ସୁତ୍ରରୁ ସ୍ପଷ୍ଟ କରାଯାଇନି। ପୂର୍ବରୁ ବିସ୍ଫୋରଣରେ ମୃତ ଗଞ୍ଜାମ ଜିଲ୍ଲା ରଘୁନାଥ ନଗରର ଜଣେ ବ୍ୟକ୍ତିଙ୍କ ମୃତଦେହ ଗାଁକୁ ଅଣାଯାଇଥିଲା। ହେଲେ ସୀମାଞ୍ଚଳଙ୍କ ଖବର ନ ମିଳିବାରୁ ପରିବାର ଲୋକେ ତାଙ୍କର ପ୍ରତୀକ ସଂସ୍କାର କରିଛନ୍ତି। ଏଭଳି ଢଙ୍ଗରେ ଅନ୍ତିମ ସଂସ୍କାର କରିିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାଥାଉ କି, ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାର ତଦନ୍ତ କରୁଛି କମିଶନରେଟ୍ ପୁଲିସ୍‌। ଏ ନେଇ ନିଜ ଆଡୁ ମାମଲା କରିଛି କମିଶନରେଟ୍  ପୁଲିସ୍‌ । ବିସ୍ଫୋରଣ ପରେ ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡକୁ ଡିଏନ୍ଏ ଟେଷ୍ଟ ପାଇଁ ପଠାଯାଇଛି।

ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି ଯେ, ବିସ୍ଫୋରଣ ପୂର୍ବରୁ ସେଠାରେ ୪ ଜଣ କାମ କରୁଥିଲେ। ଏହି ପ୍ରାଣଘାତୀ ବିସ୍ଫୋରଣରେ କଟକ ଏସ୍‌ସିବିରେ ଗଞ୍ଜାମ ଜିଲ୍ଲାର ସଦାନନ୍ଦ ନାୟକ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଅଛନ୍ତି।  ଜଣେ ନିଖୋଜ ଥିବା ପୁଲିସ୍‌ ସ୍ୱୀକାର କରୁଥିବା ବେଳେ ତାଙ୍କର କିଛି ଖୋଜଖବର ମିଳି ପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story